ଦେଶ ବିଦେଶ

Naba Das ଡେଥ କେସ, ପାଇଖାନା ଟାଙ୍କିରେ ଲୁଚିଛି ପ୍ରମାଣ… କ୍ରାଇମବ୍ରାଞ୍ଚ ଟୀମକୁ ମିଳିଲା ବଡ ତଥ୍ୟ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ସବୁଠାରୁ ବଡ ବ୍ରେକିଙ୍ଗ ନିଜୟୁ ଆସିଛି ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ମାମଲା କୁ ନେଇ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ତଥ୍ୟ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି ଯାହାକୁ କେହି କେବେ ବିଶ୍ଵାସ କରି ପାରିବେ ନାହି । ଆଜ୍ଞା ହଁ ପାଇଖାନା ଟାଙ୍କିରେ ଲୁଚି ପ୍ରମାଣ । ଏ କଥା ଟି ଶୁଣିବାକୁ ଅଜବ ଲାଗୁଥିବେ ବି ସତ ।

ଯାହାକୁ କ୍ରାଇମ ବ୍ରାଞ୍ଚ ଏବେ ପାଇ ସାରିଛି ଆଉ ଏହାର କଡା କଡି ଭାବେ ଜେରା କରିବା ଆରମ୍ଭ କରି ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ଘଟଣାରେ ସବୁ ପ୍ରମାଣ ନଷ୍ଟ କରି ଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ ଦାସ । ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । କ୍ରାଇମବ୍ରାଞ୍ଚ ଟିମ ହାତରେ ଲାଗିଛି ବଡ ସୁରାଗ ।

ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ ତଥ୍ୟ ଲୁଚାଇବା ଜାଣିବା ପରେ ପାଇଖାନା ଟାଙ୍କି ଭାଙ୍ଗି ତଥ୍ୟ ଯୋଗାଡ କରିବାରେ ଲାଗି ପଡିଥିଲା ଟିମ । କିଛି ସୁରାଗ ଉଧାର ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନାରେ ଗତ କାଲି ରାତି ଅଧିଆ ଅପରେସନ କରିଥିଲା କ୍ରାଇମବ୍ରାଞ୍ଚ । ଜବତ କାଗଜରେ ନବ ଦାସଙ୍କ ହ-ତ୍ୟା-ର ପ୍ରମାଣ ଲୁଚିଛି ।

ନବଙ୍କୁ ହ-ତ୍ୟା ପଛର ସବୁ ପ୍ରମାଣ ନଷ୍ଟ କରି ଦେବାକୁ ଉଦ୍ୟମ କରିଥିଲା ସତ ଗୋପାଳ କିନ୍ତୁ ସତ ପ୍ରତିଶତ ସଫଳ ହୋଇପାରି ନାହି । ବୁଧବାର ରିମାଣ୍ଡ ରେ ଆଣି କ୍ରାଇମବ୍ରାଞ୍ଚର ଘନ ଘନ ଜେରା ବେଳେ ଗୋପାଳ ଏ ସମ୍ପର୍କରେ ସୂଚନା ଦେଇଛି । ରବିବାରରେ ମନ୍ତ୍ରୀଙ୍କୁ ହ-ତ୍ୟା କରିଥିଲେ ଏଏସଆଇ ଗୋପାଳ ଦାସ । ତତ୍କାଳ ତାଙ୍କୁ କାବୁ କରିଥିଲା । ପୋଲିସ ତାଙ୍କୁ ଆଣି ଝାରସୁଗୁଡା ବିମାନ ବନ୍ଦର ଥାନାରେ ଅଟକ ରଖିଥିଲା ।

କ୍ରାଇମବ୍ରାଞ୍ଚ ପହଞ୍ଚିବା ଯାଏଁ ସେ ଦୀର୍ଘ ସମୟ ସେଠାରେ ଥିଲେ । ନବଙ୍କ ମୃ-ତ୍ୟୁ ପଞ୍ଜିକା ପ୍ରସ୍ତୁତ କରିଥିବା ଗୋପାଳ ଲୁଚାଇ ରଖିଥିଲା । ପରିସ୍ରା ଯିବା ବାହାନାରେ ସବୁ କାଗଜକୁ ପାଇକହନାରେ ପ୍ଲସ କରି ଦେଇଥିଲା । ପ୍ରଥମ ଦିନରେ ପାଇଖାନା ଟାଙ୍କିକୁ ଖୋଲି କାଗଜ ଜବତ କରା ଯାଇଛି । ଏହାକୁ ଟେଷ୍ଟ ପାଇଁ ପଠାଯିବ ।

ତେବେ ନବ ଦାସ ଙ୍କ ହ-ତ୍ୟା କୁ ନେଇ କ୍ରାଇମ ବ୍ରାଞ୍ଚ ଜୋରସୋର ତନାଘନା ଚଲାଇଛି । ଆଉ ଦିନ ବିତିବା ସହ ଏହି ହ-ତ୍ୟା-କା-ଣ୍ଡ ପଛରେ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଛି । ଯାହା ସମସ୍ତଙ୍କୁ ଚକିତ କରି ଦେଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button