କ’ ଣ ଆପଣ କାହାକୁ କେବେ Love କରିଛନ୍ତି କି ! ତେବେ ଆପଣଙ୍କର ଲଭରଙ୍କ ମନରେ କ’ ଣ ରହିଛି…. Choose a Number

ଜୀବନରେ ଜଣେ ମନ ପସନ୍ଦର ଜୀବନସାଥି ମିଳିଗଲେ । ଲାଇଫଟି ପୁରା ରଙ୍ଗୀନ ହୋଇଯାଇଥାଏ । ଯଦି ଆପଣଙ୍କର କେହି ଲାଇଫପାର୍ଟନର ଥାନ୍ତି । ତେବେ ଆପଣଙ୍କର ପାର୍ଟନରଙ୍କ ମନରେ ଆପଣଙ୍କ ପାଇଁ କେଉଁ ଫିଲିଙ୍ଗ୍ ରହିଛି । ଆମେ ଆପଣଙ୍କୁ କହିଦେବୁ । ତେବେ ଏଥିପାଇଁ ଆପଣଙ୍କୁ 1, 2, 3, 4 ଓ 5 ଏଥିମଧ୍ୟରୁ କୌଣସି ଏକ ନମ୍ବର ଆପଣଙ୍କ ପାର୍ଟନରଙ୍କ କଥା ଭାବି ବାଛିବାକୁ ପଡିବ । ତାହାପରେ ଆପଣ ବାଛିଥିବା ନମ୍ବର ଅନୁଯାଇ ଆପଣଙ୍କ ପାର୍ଟନର ମନର ଭାବନା ଆପଣଙ୍କୁ ଆମେ କହିଦେବୁ ।
1-ଯେଉଁ ମାନେ ଏହି 1 ନମ୍ବରକୁ ବାଛିଛନ୍ତି । ସେମାନଙ୍କ ପାର୍ଟନରଙ୍କ ମନରେ କେବଳ ଆପଣ ହିଁ ରହିଛନ୍ତି । ସେ ଆପଣଙ୍କୁ ହିଁ ବହୁତ ଭଲ ପାଇଥାନ୍ତି । ଆପଣଙ୍କ ଛଡା ସେ ଅନ୍ୟ କାହାକୁ ବି ତାଙ୍କ ହୃଦୟରେ ସ୍ଥାନ ଦେଇନାହାନ୍ତି । ଆପଣ ହିଁ ତାଙ୍କର ସବୁକିଛି ଅଟନ୍ତି ।
2-ଯଦି ଆପଣ ନମ୍ବର 2 କୁ ନିଜ ପାର୍ଟନରର ମନ କଥା ଜାଣିବା ପାଇଁ ବାଛିଛନ୍ତି । ତେବେ ଏଠାରେ ଆମେ କହିବୁ କି ! ସେ ଆପଣଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚାହୁଁଛନ୍ତି । ଆପଣଙ୍କ ମୁହଁରେ ସବୁବେଳେ ସ୍ମାଇଲ ଦେଖିବାକୁ ଚାହୁଁଛନ୍ତି । କାରଣ ସେ ସେହି ହସରେ ହିଁ ସବୁଥର ଫିଦା ହୋଇଯାଇଥାନ୍ତି ।
3-ସେ ଆପଣଙ୍କ ଦୁଃଖକୁ ଦେଖି ପାରିବେ ନାହିଁ । କାରଣ ଆପଣ ଦୁଃଖିତ ଥିଲେ, ସେ ମଧ୍ୟ ଭାଙ୍ଗି ପଡନ୍ତି । କାରଣ ଆପଣଙ୍କ ଆଖିର ଦୁଃଖକୁ ବରଦାସ୍ତ ସେ କରିପାରନ୍ତି ନାହିଁ । ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ।
4-ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ସାଥିରେ ପୁରା ଦୁନିଆ ବୁଲିବାକୁ ଚାହାନ୍ତି । ଆପଣଙ୍କ ସହ ବହୁତ ସମୟ ମଧ୍ୟ ବିତାଇବାକୁ ଚାହାନ୍ତି । କାରଣ ଆପଣ ହିଁ ତାଙ୍କର ଦୁନିଆ ଅଟନ୍ତି । ଆପଣଙ୍କୁ ସେ ନିଜର ସବୁ କିଛି ଭାବନ୍ତି । ଆପଣଙ୍କ ଖୁସିରେ ହିଁ ତାଙ୍କର ସବୁ କିଛି ଖୁସି ଦେଖନ୍ତି ।
5-ଯଦି ଆପଣ ନମ୍ବର 5 କୁ ନିଜ ପାର୍ଟନରଙ୍କ ପାଇଁ ବାଛିଥାନ୍ତି । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ । ସେ ଆପଣଙ୍କର ହେବାକୁ ଚାହୁଁଛନ୍ତି । ନିଜର ମନ କଥା ଆପଣଙ୍କ ସହ ଶେୟାର କରିବାକୁ ଚାହାନ୍ତି । ଆପଣଙ୍କୁ ନିଜର ଜୀବନସାଥି କରି ସବୁଦିନ ପାଇଁ ଭଲରେ ରହିବାକୁ ଚାହାନ୍ତି । କାରଣ ଆପଣଙ୍କୁ ସେ ହୃଦୟରୁ ହିଁ ଭଲ ପାଇଥାନ୍ତି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ କଣ ଫିଲିଙ୍ଗ୍ସ ରଖିଛନ୍ତି ? ଆମକୁ କମେଣ୍ଟ କରିକି କୁହନ୍ତୁ । ଧନ୍ୟବାଦ