ସ୍ୱାସ୍ଥ୍ୟ

ନିମ୍ବ ପତ୍ର ଭଲ କରିଥାଏ ଏହିସବୁ ବଡ ରୋଗ ଜାଣନ୍ତୁ ଏହାର ଫାଇଦା କିପରି କରିବେ ସେବନ ସବୁ ରୋଗ ଦୂର ହୋଇଯିବ

ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ନିମ୍ବ ପତ୍ରର ଏପରି କିଛି ଉପକାରିତା ବିଷୟରେ ଯାହାକୁ ଶୁଣିଲେ ଆପଣମାନେ ବଡ଼ ରୁ ବଡ଼ ରୋଗର ଉପଚାର ଘରେ ନିମ୍ବ ପତ୍ର ସହାୟତାରେ କରି ପାରିବେ । ବନ୍ଧୁ ଗଣ ଆପଣମାନେ ଜାଣିଥିବେ ଯେ ନିମ୍ବ ପତ୍ରରେ ବହୁତ୍ ଗୁଡ଼ିଏ ଆୟୂର୍ବେଦିକ ଗୁଣ ରହି ଥାଏ ତେଣୁ ଯଦି ଆପଣ ଏହାକୁ ଭଲ ଭାବେ ପ୍ରୟୋଗ କରିପାରିବେ ତାହେଲେ ଆପଣଙ୍କ ରୋଗକୁ ଏହା ଶେଷ କରି ଦେବ ଆସନ୍ତୁ ଜାଣିବା ଏହାର କିଛି ଫାଇଦା ବିଷୟରେ ।

୧. ଡାଇବେଟିସ – କଣ ଆପଣ ଜାଣିଛନ୍ତି ଅତି ସାଧାରଣ ଦେଖା ଯାଉଥିବା ନିମ୍ବ ପତ୍ର ଆପଣଙ୍କ ଏହି ସମସ୍ୟାକୁ ସବୁଦିନ ପାଇଁ ଶେଷ କରିଦେବ , ଯଦି ଆପଣ ଖାଲି ପେଟରେ ସକାଳୁ ଉଠି ୨ ଡେମ୍ଫ ନିମ୍ବ ପତ୍ର ଚୋବେଇ ଖାଇଦେବ ତାହେଲେ ଆପଣଙ୍କ ରକ୍ତରେ ଥିବା ସୁଗାର୍ ମାତ୍ରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

୨. ହୃଦୟ – କଣ ଆପଣ ଜାଣିଛନ୍ତି ନିମ୍ବ ପତ୍ରରେ ଥିବା ରକ୍ତକୁ ସଫା କରିଥାଏ ଆମେ ଯେଉଁ ଫାଷ୍ଟ ଫୁଡ୍ ଓ ବିଷ ଦିଆ ପନିପରିବା ଖାଇଥାଉ ତାହା ଆମ ରକ୍ତକୁ ଦୂଷିତ କରିଥାଏ କିନ୍ତୁ ଯଦି ଆପଣ ନିମ୍ବ ପତ୍ରର ସେବନ କରିଥାନ୍ତି ତାହେଲେ ଏହା ଆପଣ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ ଯାହା ଦ୍ଵାରା ରକ୍ତ ସଞ୍ଚାଳନ କରିବାକୁ ହୃଦୟକୁ କୌଣସି ଅସୁବିଧା ହୁଏନାହିଁ ।

୩. ତ୍ଵଚା – କଣ ଆପଣମାନେ ଜାଣିଛନ୍ତି , କିଛି ବିଷାକ୍ତ ଭାଇରସ ଯୋଗୁ ତ୍ଵଚାରେ ବ୍ରଣ ଓ ବ୍ଲକ୍ ସ୍ପଟ୍ ଚିହ୍ନ ଦେଖା ଯାଇଥାଏ ଯାହାକୁ ଆପଣ ନିମ୍ବ ପତ୍ର ସେବନ ଦ୍ଵାରା ସହଜରେ ସଫା କରି ପାରିବେ । ଯଦି ଆପଣ ୫ ଟି ନିମ୍ବ ପତ୍ରକୁ ବାଟି ପାଣି ସହିତ ମିଶାଇ ସେବନ କରିବେ ତାହେଲେ ଆପଣ ତ୍ୱଚା ରୋଗ ବହୁତ୍ କମ୍ ଦିନ ମଧ୍ୟରେ ଶେଷ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button