ବିଚାର
ପରିବାର ରେ କାହାର ମଧ୍ୟ ମୃତ୍ୟୁ ବରଣ ହେଲେ କାହିଁକି ଘରଲୋକ ହୁଅନ୍ତି ଅଶୁଦ୍ଧ ଦେଖନ୍ତୁ ଏହା ରହିଛି ମୁଖ୍ୟ ମାନ୍ୟତା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର, ସବୁ ଅଞ୍ଚଳର ଆଉ ସବୁ କଥାକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଇପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ । ଏହି ଖବର ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ହେଉଛି କେହି ବ୍ୟକ୍ତି ମରିଗଲେ ତାଙ୍କ ପରିବାର ଅଶୁଦ୍ଧ ହୋଇ ଯାଇଥାଏ ଏହି କଥା ସମସ୍ତେ ଜାଣିଥିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଯଦି ପରିବାରର କାହାର ମୃ-ତ୍ୟୁ ହୋଇଯାଏ ତାହେଲେ ପରିବାର ଲୋକମାନେ ଅଶୁଦ୍ଧ ହୋଇ ଯାଇଥାନ୍ତି । ଆଉ ସେମାନେ ଦଶ ଦିନ ଶୁଦ୍ଧ ହୋଇଥାନ୍ତି । ସାଧାରଣତଃ ମୃ-ତ୍ୟୁ ଚାରି ପ୍ରକାରର ହୋଇଥାଏ ।

ପ୍ରଥମରେ ଜ୍ଞାନ ପୂର୍ବକ ମୃ-ତ୍ୟୁ । ଦ୍ଵିତୀୟରେ ହେଉଛି ସ୍ଵାଭାବିକ ମୃ-ତ୍ୟୁ । ତୃତୀୟରେ ହେଉଛି ଅପ ମୃ-ତ୍ୟୁ । ଆଉ ଚତୁର୍ଥରେ ହେଉଛି ଆ-ତ୍ମ-ହ-ତ୍ୟା । ସବୁଠାରୁ ଶ୍ରେଷ୍ଠ ମୃ-ତ୍ୟୁ ହେଉଛି ଜ୍ଞାନ ପୂର୍ବକ ମୃ-ତ୍ୟୁ । ଏହା ହେଉଛି ଉପଯୁକ୍ତ ସମୟରେ ମୃ-ତ୍ୟୁ କରିବା ।
ସାଧୁ, ସନ୍ଥ ଆଉ ତପସ୍ୱୀମାନେ ଏହି ମୃତ୍ୟୁ କରିଥାନ୍ତି । ଆଉ ଏହାକୁ ଇଚ୍ଛା ମୃ-ତ୍ୟୁ କୁହାଯାଏ । ଯେଉଁମାନେ ବୃଦ୍ଧା ହେଲା ପରେ ବା ଯୁଦ୍ଧରେ ମୃତ୍ୟୁ ହୁଅନ୍ତି ସେମାନେ ସ୍ଵାଭାବିକ ମୃ-ତ୍ୟୁ କରନ୍ତି । ଆଉ ଯେଉଁମାନେ ସାପ କାମୁଡ଼ିଲେ ମୃ-ତ୍ୟୁବରଣ କରିଥାନ୍ତି କିମ୍ବା
ଦୁର୍ଘଟଣାରେ ମୃ-ତ୍ୟୁବରଣ କରିଥାନ୍ତି ସେମାନଙ୍କର ମୃ-ତ୍ୟୁକୁ ଅପ ମୃତ୍ୟୁ କୁହାଯାଏ । ଶରୀର ଦୁଇ ପ୍ରକାରର । ସୂକ୍ଷ୍ମ ଶରୀର ଆଉ ସ୍ଥୂଳ ଶରୀର । କେହି ବ୍ୟକ୍ତି ମରିଗଲେ ତାର ପରିବାର ଲୋକ ନଅ ଦିନ ପର୍ଯ୍ୟନ୍ତ ଅଶୁଦ୍ଧ ହୋଇ ରହିଥାନ୍ତି । କାରଣ ଯିଏ ମୃ-ତ୍ୟୁବରଣ କରିବ ସେ ଭାବୁଥାଏ କି ତାର ଶରୀର ଥାଏ ।

ଆଉ ତାକୁ ନଅ ଦିନ ପର୍ଯ୍ୟନ୍ତ ବାହାରେ ଖାଇବାକୁ ଦେଇଥାନ୍ତି । ସେମାନେ ତାଙ୍କର ପ୍ରିୟ ଜିନିଷକୁ ମାଗିଥାଆନ୍ତି । ଆଉ ସେ ତାର ମୋହ ମାୟା ତୁଟାଇବା ପାଇଁ ତାକୁ ୧୦ ଦିନ ସମୟ ଲାଗିଥାଏ । ଆଉ ଦହି ହାଣ୍ଡି ଫଟାଇବା ପାଇଁ ଲୁହା ନେଇଥାନ୍ତି ଆଉ ଏହି ଲୁହାକୁ ସେମାନେ ଡରି ଯାଇଥାନ୍ତି ।
ସେତେବେଳେ ସେମାନେ ଭାବିଥାନ୍ତି କି ଏହି ପରିବାର ତାଙ୍କୁ ଦୂରେଇ ଦେବାକୁ ଚାହାଁନ୍ତି । ଏହାପରେ ସେମାନେ ଦୂରେଇ ଯାଇଥାନ୍ତି । ସେଥିପାଇଁ ଦଶଦିନ ଶୁଦ୍ଧ କରାଯାଇଥାଏ । କାରଣ ନଅ ଦିନ ପର୍ଯ୍ୟନ୍ତ ସେହି ମରିଥିବା ବ୍ୟକ୍ତି ପରିବାର ଲୋକଙ୍କ ସହିତ ରହିଥାନ୍ତି । ଏଭଳି ସବୁ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣନ୍ତୁ ।