ସିସିଟିଭି ରେ କ୍ୟାପଚର ହେଲା ଭୟଙ୍କର ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ ଏହି Shocking ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।
ବନ୍ଧୁଗଣ ବର୍ତ୍ତମାନ ଶିଶି ଟିଭି କ୍ୟାମେରାକୁ ମଣିଷର ତୃତୀୟ ଆଖି ରୂପେ ଦେଖାଯାଉଛି । କାରଣ ସିସି ଟିଭି କ୍ୟାମେରାରେ କଏଦ ହେଉଥିବା ଦ୍ରୁଶ୍ଯ ଗୁଡିକୁ ମଣିଷ ମଧ୍ୟ ଦେଖିପାରୁ ନାହିଁ । ବନ୍ଧୁଗଣ ସିସି ଟିଭିରେ କଏଦ ହେଇଥିବା ଏପରି କିଛି ଭାଇରାଲ ଭିଡିଓ ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଭିଡିଓ ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଡିସେମ୍ବର ୨୦୨୦ରେ ଭିଏତନାମାରେ ଏକ ଏପରି ଘଟଣା ସିସି ଟିଭିରେ କଏଦ ହୋଇଥିଲା ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓରେ ଏକ ମହିଳା ତାର ଛୁଆକୁ ନେଇ ଏକ ଝୁଲାରେ ସୋଇଥିଲା ହେଲେ ସେହି ଝୁଲା ପଛରେ ଏକ ବିଶାଳ ପାଇଥନ ସାପ ସୋଇ ରହିଥିଲା ।
ମହିଳା ଜଣକ ସେହି ସମୟରେ ସାପ ବିଷୟରେ ଜାଣିପାରି ଥିଲା ଓ ସେହି ସ୍ଥାନରୁ ନିଜ ଛୁଆ ସହ ବାହାରକୁ ଚାଲି ଯାଇଥିଲା । ବନ୍ଧୁଗଣ ଭାଗ୍ୟ ଭଲ ଥିଲା ଯେ ମହିଳା ଜଣକ ସେହି ସାପକୁ ଦେଖିଥିଲା ଯଦି ମହିଳା ନିଜ ଛୁଆକୁ ସେହି ସ୍ଥାନରେ ଛାଡି ଚାଲି ଯାଇଥାନ୍ତା ତା ହେଲେ କଣ ହୋଇଥାନ୍ତା ।

୨. ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଝିଅ ମାନେ ବାପା ମାନଙ୍କର ଜୀବନ ହୋଇଥାନ୍ତି । ହେଲେ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ୨୦୧୫ ମସିହାରେ ସେପ୍ଟେମ୍ବର ମାସରେ ତାମିଲନାଡୁରେ ଏକ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସା ନେଉଥିଲେ । ସେହି ବ୍ୟକ୍ତି ଜଣକଙ୍କର ନାମ ହେଉଛି ରାଜ ଗୁପ୍ତା ।
ହସ୍ପିଟାଲରେ ଥିବା ସମୟରେ ତାଙ୍କ ଝିଅ ଓ ଦୁଇ ପୁଅ ସାକ୍ଷାତ କରିବା ପାଇ ଆସିଥିଲେ । ସାକ୍ଷାତ କରିବା ବାହାନାରେ ଝିଅ ଜବରଦସ୍ତ ବାପାରେ ଅଙ୍ଗୁଳି ଚିହ୍ନ ଏକ ପେପରରେ ନେଇ ଯାଇଥିଲା ଓ ଏହି ଘଟଣାଟି ସିସି ଟିଭିରେ କଏଦ ହୋଇଯାଇଥିଲା ।

୩. ୧୮ ଅକ୍ଟୋବର ୨୦୧୭ରେ କେରଳର ଏକ ଏପରି ଭିଡିଓ ଭାଇରାଲ ହୋଇଥିଲା ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଗଲା । ବନ୍ଧୁଗଣ ଏହି ସ୍ଥାନରେ ଏକ ବିକମ ଛାତ୍ରୀ ଜଣକ ନିଜ ଜିନିଷ ନେଇ ରାସ୍ତାରେ ଯାଉଥିବା ସମୟରେ ଏକ ବ୍ୟକ୍ତି ଝିଅ ସହ ଖରାପ ବ୍ୟବହାର କରିବାର ନଜର ଆସିଥିଲା ।
ବ୍ୟକ୍ତି ଜଣକ ଝିଅକୁ ଏକା ଦେଖି ଏମିତି ବ୍ୟବହାର କରିଥିଲା ହେଲେ ଝିଅ ଜଣକ ବହୁତ ସାହସୀ ଥିଲା । ଝିଅଟି ସେହି ସମୟରେ ଜୋର ଜୋର ସେ ଚି-ତ୍କା-ର କରିଥିଲା ଯାହାଫଳରେ ବ୍ୟକ୍ତି ଜଣକ ସେହି ସ୍ଥାନ ଛାଡି ପଳାଇ ଯାଇଥିଲା । ଏହି ଘଟଣାଟି ସିସି ଟିଭିରେ କଏଦ ହୋଇଯାଇଥିବାରୁ ଭାଇରାଲ ହୋଇଗଲା ।

୪ . ବନ୍ଧୁଗଣ ୨୦୧୭ ମସିହାରେ ଆମେରିକାର ଏକ ପେଟ୍ରୋଲ ପମ୍ପର ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ଏହି ସ୍ଥାନରେ ମେଲିସା ସ୍ମିଥ ନାମକ ଏକ ମହିଳା ନିଜ ଗାଡିରେ ପେଟ୍ରୋଲ ଭର୍ତି କରାଉଥିବା ସମୟରେ ଏକ ଚୋ-ର ଆସି ତାଙ୍କ ଗାଡିକୁ ଚୋ-ରୀ କରିବା ପାଇଁ ଚେଷ୍ଟା କରୁଥିଲା ।
ସେହି ସମୟରେ ମେଲିସା ନିଜ ଗାଡି ଉପରେ ଚଢି ଯାଇଥିଲେ । ଚୋ-ର ମେଲିସାଙ୍କୁ ଗାଡିକୁ ତଳେ ପକାଇବା ପାଇଁ ବହୁତ ଚେଷ୍ଟା କରିଥିଲା ହେଲେ ସେ ଅସଫଳ ହେଲା । ଶେଷରେ ଚୋ-ର ସେହି ଗାଡି ଛାଡି ଫେ-ରା-ର ହୋଇଗଲା ।



