ଜୀବନଶୈଳୀ

କାଲି ଯେଉଁଠି ଥିଲେ ସେ କନଷ୍ଟେବଲ, ଆଜି ସେଠି ଏସିପି, ଏମିତି ଅଟେ ଯୁବକଙ୍କ ସଂଘର୍ଷ ର କାହାଣୀ

ଆପଣ ମାନେ ଜାଣିଥିବେ କି ଆମେ ଜାଣିଛେ ନିଜ ଇଚ୍ଛା ଶକ୍ତି ବଳରେ ଆମେ କିଛି ବି କରି ପାରିବା । ମାତ୍ର ଆପଣ ମାନେ ଏହାର ଅନେକ କାହାଣୀ ଶୁଣି ଥିବେ ଚଳଚିତ୍ରରେ ଦେଖି ଥିବେ ।

ଏହା ପରେ ଆପଣ ଜାଣିଥିବେ କି ଜଣେ ଗରିବ ପିଲା ତାର ନିଜର ଇଚ୍ଛା ଶକ୍ତି ବଳରେ କିଭଳି ନିଜର ପାଠ ପଢାକୁ ଜାରି ରଖୀ ପାରିଛି ତେବେ ଆପଣ ମାନେ ଏହାବି ଜାଣିଥିବେ କି ତାହା ପାଇଁ ଏହି ରାସ୍ତା ଏତେ ସହଜ ନଥିବ । ଆପଣ ଯାହାବି ଚାହୁଁଛନ୍ତି ଯଦି ଏହା ସହଜରେ ମିଳିଯିବ ତାହେଲେ କଣ ଆପଣ ମାନେ ଅଳସୁଆ ହୋଇ ଜୀବେନି । କିଛି ବି ବ୍ୟକ୍ତି, ବସ୍ତୁ କିମ୍ବା ସ୍ଵପ୍ନ ମାଗିଥାଏ ତ୍ୟାଗ ଯାହା ପାଇଁ ଆପଣଙ୍କୁ କରିବାକୁ ପଡେ ନିଜର ସବୁଠାରୁ ଭଲ ଚେଷ୍ଟା ଆପଣ ଯେତିକି ପାରିବେ ନିଜ ସାମର୍ଥ୍ୟ କୁ ଏହା ପାଇଁ ଲଗେଇବେ ।

ବାସ କିଛି ଦିନ ପରେ ଆପଣ ସଫଳ ହେବେ ଏହା ପାଇଁ କିଛି ବି ପ୍ରତିବନ୍ଧ ଆପଣଙ୍କୁ ଅଟକାଇ ପାରିବନି । ତେବେ ଆସନ୍ତୁ ଜାଣିବା ଏକ ବ୍ଯକ୍ତିର ସ୍ଵପ୍ନ ଯାହା ସେ ନିଜ କଠିନ ପରିଶ୍ରମ ଜିତେ ତାକୁ କିଭଳି ଲାଗି ଥାଏ । ଆସନ୍ତୁ ଜାଣିବା ଫିରୋଜ ଙ୍କ ସଂଘର୍ଷ ପୂର୍ଣ କାହାଣୀ । ସେ ଜଣେ କନେଷ୍ଟବଳ ଭାବେ କାମ କରୁଥିଲେ । ଏହି ପୋଷ୍ଟରେ ସେ ୧୦ ବର୍ଷ କାମ କରିବା ପରେ ଏବେ ଦିଲ୍ଲୀ ରେ ACP ଅଛନ୍ତି ।

ଚାକିରିରେ ଥିବା ସମୟରେ ହିଁ ସେ ନିଜର ସ୍ଵପ୍ନ ପାଇ ରାସ୍ତା କରିନେଲେ । ସେ ଚାକିରି କରି ମଧ୍ୟ ନିଜର ପାଠ ପଢାରେ ନିଜକୁ ବ୍ୟସ୍ତ ରଖିଥିଲେ ସେ UPSC ପରକ୍ଷା ପାସ କରିଥିଲେ  । ସେ ଉତ୍ତର ପ୍ରଦେଶର ହାବପୁର ଜିଲାର ଅଜାମପୁର ତହପା ନିବାଶି । ଫିରୋଜ ପାଣ୍ଡବ ନଗର ପୋଲିସ ଷ୍ଟେସନ ରେ କନେଷ୍ଟ ବଳ ଚାକିରି କରିଥିଲେ । ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ ୨୦୧୧ ମସିହାରେ ।

ଗତ ବର୍ଷ UPSC ପରୀକ୍ଷାରେ ସେ ଉତ୍ତିର୍ଣ ହୋଇଛନ୍ତି । ଏହା ପରେ ସେ ନିଜ ପସନ୍ଦର ଦାନିଷ୍କ କାଡାର ରେ ତାଙ୍କର ନିଯୁକ୍ତି ହୋଇଛନ୍ତି । ତେବେ ସେ  ଦାନିଷ୍କ କାଡାର ରେ ଚୟନ ହୋଇଥିବାରୁ ତାଙ୍କୁ ACP ପୋଷ୍ଟ ମିଳିବା ସୁନିଶ୍ଚିତ ଅଟେ । ଏହା ସହ ତାଙ୍କର ଟ୍ରେନିଙ୍ଗ ଏବେ ଆରମ୍ଭ ହୋଇ ସାରିଲାଣି ଏହା ଏପ୍ରିଲ ୧ ରୁ ଆରମ୍ଭ ହୋଇଛି । ଦିଲ୍ଲୀର ଝୋଡାଦା ଅଞ୍ଚଳରେ ସେ ନିଜର ତାଲିମ ଆରମ୍ଭ କରିଛନ୍ତି । ଆସନ୍ତା ମାର୍ଚ୍ଚ ଯାଏ ସେ ନିଜର ପ୍ରଶିକ୍ଷଣ ଜାରି ରଖିବେ ।

ଏହା ପରେ ତାଙ୍କୁ ଫିଲ୍ଡ ଟ୍ରେନିଙ୍ଗ ଦିଆ ଜୀବ । ଏହା ପରେ ସେ ACP ଭାବେ ନିଯୁକ୍ତି ପାଇବେ । ନିଜ କଠିନ ପରିଶ୍ରମ ରେ ଆଜି ନିଜ ସ୍ଵପ୍ନ ପୂରଣ କରିପାରିଛନ୍ତି । ଏହା ସହ ସେ ଯେଉଁ ମାନଙ୍କୁ ସାଲୁଟ ମାରୁଥିଲେ ଏବେ ହୁଏତ ସେମାନଙ୍କ ପାଖରୁ ସାଲୁଟ ପାଇବେ । ସେ କହିଛନ୍ତି କି ଏତେ ଦିନ ଯାଏ ମୁ କାମ କରିଛି ମାତ୍ର ଆଜି ମୋ ସ୍ଵପ୍ନ ପୂରଣ ହେଲା । ସେ କହିଛନ୍ତି କି ଯେହେତୁ  ସେ ନିଜର ୧୦ ବର୍ଷ ଯାଏ ଦିଲ୍ଲୀ ପୋଲିସରେ କାମ କରିଥିବାରୁ ତାଙ୍କୁ ACP ଭାବେ କାମ କରିବା ସହଜ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button