ସ୍ୱାସ୍ଥ୍ୟ

ଏସିରୁ ଵାହାରୁଥିଵା ପାଣିକୁ ଆପଣ ନଷ୍ଟ କରୁଛନ୍ତିକି ?

ଆପଣଙ୍କ ଏସିରୁ ଵାହାରୁଥିଵା ପାଣିକୁ ଆପଣ ନଷ୍ଟ କରିଦେଉଛନ୍ତି କ ? ଏସିରୁ ଵାହାରୁଥିଵା ପାଣି ଵହୁତ କାମରେ ଆସିଥାଏ । ଏହାକୁ ନଷ୍ଟ ନକରି କାମରେ ଲଗାନ୍ତୁ।

ACରୁ ଵାହାରୁଥିଵା ପାଣି :-
ଖରା ଦିନ ଆରମ୍ଭ ହୋଇଯାଇଥିଵାରୁ ଅନେକ ଲୋକ ଏସି ଚଲାଇଵା ଆରମ୍ଭ କରିଦେଲେଣି। ଏସି ଥଣ୍ଡା ହେଵା ଦ୍ଵାରା ସେଥିରୁ ପାଣି ଵାହାରିଥାଏ । ଵହୁ ସମୟରେ ଏହି ପାଣି ନଷ୍ଟ ହୋଇଥାଏ ।

ACର ପାଣି କିପରି ଵ୍ୟଵହାର କରିଵେ:-
ଆଜି ଆପଣ କହିଵାକୁ ଯାଉଛୁକି ଏସିରୁ ଵାହାରୁଥିଵା ପାଣିକୁ ଆପଣ କେଉଁଠି କେଉଁଠି ଵ୍ୟଵହାର କରିପାରିଵେ।

ଗଛିତ କରି ରଖିପାରିଵେ :-
ଏସି ଚାଲିଵା ଫଳରେ ସେଥିରୁ ଵାହାରୁଥିଵା ପାଣିକୁ ଵଟୋଲରୋ ପୁରାଇ ଷ୍ଟୋର କରି ରଖିପାରିଵେ । ଯାହା ଫଳରେ ଆପଣ ଏହାକୁ ପରେ ଘର ସଫା କାମରେ ଲଗାଇ ପାରିଵେ ।

କପଡା ସଫା କରିପାରିଵେ :-
ଏସିରୁ ଵାହାରୁଥିଵା ପାଣିକୁ ଆପଣ କପଡା ସଫାରେ ଵ୍ୟଵହାର କରିପାରିଵେ ଓ ତାସହ ଵସନ ଧୋଇଵାରେ ମଧ୍ୟ ଲଗାଇପାରିଵେ ।

କୁଲର ପାଇଁ ଉପଯୋଗି :-
ଏସି ଚାଲିଵା ଫଳରେ ସେଥିରୁ ପାଣି ଵାହାରିଥାଏ ।ଏହି ପାଣିକୁ ଆପଣ କୁଲରରେ ଵ୍ୟଵହାର କରିପାରିଵେ। କୁଲରର ପାଣି ଦେଵା ଦ୍ଵାରା ସେଥିରେ କଳଙ୍କି ଲାଗି ନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button