ସ୍ୱାସ୍ଥ୍ୟ

ଲଙ୍ଗ କ୍ୟାନ୍ସରରୁ ପୀଡ଼ିତ ସଞ୍ଜୟ ଦତ୍ତଙ୍କ ବିଗୁଡି ଥିବା ସ୍ଥିତି ସହ ଜଡିତ ଆଉ ଏକ ଖରାପ ଖବର ପହଞ୍ଚିଲା ଘରେ

ବଲିଉଡ୍ ର ସଞ୍ଜୁ ବାବା ମାନେ ସଞ୍ଜୟ ଦତ୍ତଙ୍କୁ Kgf 2 ରେ ଦେଖିବା ପାଇଁ ଫ୍ୟାନସ୍ ବହୁତ୍ ଇଛୁକ ଥିଲେ କିନ୍ତୁ ସଞ୍ଜୟ ଦତ୍ତ ଙ୍କ ଜନ୍ମଦିନରେ ତାଙ୍କ ଫିଲ୍ମ ଲୁକ୍ ସେୟାର କରା ସେୟାର କରାଯାଇଥିଲା ଏବଂ ଲୋକ ନିଜ ରାୟ ଦେଇଥିଲେ କି ଏହି ଫିଲ୍ମ୍ ସଞ୍ଜୟ ଦତ୍ତ ଙ୍କ ସୁପର ହିଟ ହେବ । କିନ୍ତୁ ଫିଲ୍ମ୍ ରିଲିଜ୍ ହେବା ପୂର୍ବରୁ ଠିକ୍ ଲୁକ ରିଭିଲ୍ ହେବା ପର ଦିନ ୮ ଅଗଷ୍ଟ ରେ ତାଙ୍କୁ ହସ୍ପିଟାଲ୍ ର ଚକର୍ କାଟିବାକୁ ପଡ଼ିଥିଲା ।

କାରଣ ତାଙ୍କ ଦେହ ଭଲ ଲାଗୁନଥିଲା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ହଉଥିଲା । ସେଥିପାଇଁ ସେ ଅକ୍ସିଯେନ୍ ମାସ୍କ୍ ଲଗାଇଥିଲେ ୨ ଦିନ ପରେ ଟିକେ ଠିକ୍ ହେବା ପରେ ସେ ଆସିଥିଲେ ଘରକୁ ଏଵଂ ନିଜ ଫ୍ୟାନସ୍ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

କିନ୍ତୁ ଗତ କାଲି ସଞ୍ଜୁ ବାବା କହିଛନ୍ତି କି ଏବେ ସେ ମେଡିକାଲ୍ ଈଶୁ ଏବଂ ଟ୍ରିଟ୍ମେଣ୍ଟ ପାଇଁ କିଛି ଦିନ ଲାଗି ନିଜ ଅଭିନୟ ଠାରୁ ଛୁଟି ନେଉଛନ୍ତି । ସେତେବେଳେ ଫ୍ୟାନସ୍ ଭାବିଥିଲେ କି ସଞ୍ଜୟ ଦତ୍ତ କିଛି ଦିନ ରେଷ୍ଟ୍ କରିବାକୁ ଚାହୁଁଛନ୍ତି କିନ୍ତୁ ବର୍ତମାନ ଆସିଚି ବଡ଼ ଖବର କି ଲଙ୍ଗ କ୍ୟାନ୍ସର ର ୩ ଷ୍ଟେଜ ରେ ପୀଡ଼ିତ ଅଛନ୍ତି ସଞ୍ଜୟ ଦତ୍ତ ଯାହାର ଟ୍ରିଟ୍ମେଣ୍ଟ ପାଇଁ US ଯିବେ ସଞ୍ଜୟ ଦତ୍ତ ।

୩ ଷ୍ଟେଜ 3 ଲଙ୍ଗ କ୍ୟାନ୍ସର ବହୁତ୍ ଜଲ୍ଦୀ ବ୍ୟାପି ଯାଇଥାଏ । ସ୍ମଲ ସେଲ ଲଙ୍ଗ କ୍ୟାନ୍ସର ବହୁତ୍ ଶୀଘ୍ର ବ୍ୟାପି ନ ଥାଏ କିନ୍ତୁ ନନ୍ ସ୍ମଲ୍ ଲଙ୍ଗ କ୍ୟାନ୍ସର ବହୁତ୍ ଶୀଘ୍ର ବ୍ୟାପି ଥାଏ । ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ସଞ୍ଜୟ ଦତ୍ତ ଙ୍କୁ କେଉଁ ଲଙ୍ଗ କ୍ୟାନ୍ସର ହେଇଚି । ସଞ୍ଜୟ ନିଜ ପରିବାର ଲୋକଙ୍କ ସହିତ ଭିଡିଓ କଲ ଦ୍ଵାରା ସମ୍ପର୍କରେ ଅଛନ୍ତି କାରଣ ସଞ୍ଜୟ ଙ୍କ ପରିବାର ଦୁବାଇ ରେ ୫ ମାସ ରୁ ଫସି କି ଅଛନ୍ତି ।

ଏହି ଖବର ତାଙ୍କ ପରିବାର ଠାରୁ ମିଳିଛି । ତାଙ୍କ ଫାମିଲି ନିଜେ ମଧ୍ୟ କିଛି ସୂଚନା ଦେବେ ବୋଲି କହିଛନ୍ତି ସଞ୍ଜୟ ଙ୍କ ସ୍ଥିତି କୁ ନେଇ । ବର୍ତମାନ ସଞ୍ଜୟ କ୍ୟାନ୍ସର ର ୩ ଷ୍ଟେଜ ରେ ଅଛନ୍ତି ତେଣୁ ଏବେ US ଯିବା ହିଁ ସଞ୍ଜୟ ଙ୍କ ପାଇଁ ବେଷ୍ଟ ବୋଲି ଡକ୍ଟର ମାନେ ମଧ୍ୟ କହିଛନ୍ତି ।
ଭଗବାନ୍ ଙ୍କ ପାଖରେ ପ୍ରାର୍ଥନା କରୁଛୁ କି ସଞ୍ଜୟ ଦତ୍ତ ବହୁତ୍ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button