ବିଚାର

ଯେତେବେଳେ ହଠାତ ବିଚ ରାସ୍ତାରେ ଯୁବକ ଜଣକ ଆସି ପୋଲିସ ବାଲାକୁ ଦେଇ ଦେଲା ଚୁମ୍ମା, ତା’ ପରେ ଯାହା ହେଲା ଦେଖନ୍ତୁ ଏହି Video ରେ, ହସି ହସି ଗଡିଯିବେ !

ନମସ୍କାର ବନ୍ଧୁଗଣ ଆପଣ ମାନେ ସବୁଦିନ ସୋ-ସି-ଆ-ଲ ମି-ଡ଼ି-ଆ ରେ କୌଣସି ନା କୌଣସି ଭା-ଇ-ରା-ଲ ହେଉଥିବା ଭି-ଡି-ଓ ଦେଖୁଥିବେ । ଯାହା କେତେବେଳେ ଆପଣ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ ତ କେତେବେଳେ ଆପଣ ଙ୍କୁ ହସାଇ ଥାଏ ।

ତେବେ ସେହି ଭଳି କିଛି ଭି-ଡି-ଓ ରହିଛି ଯେଉଁଥିରେ କିଛି ଲୋକ ନିଜର ହରକତ ପାଇଁ ପରେ ପଶ୍ଚାତାପ କରୁଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଭି-ଡି-ଓ ବିଷୟରେ । ୧- ପ୍ରଥମ ଭି-ଡି-ଓ ଟି ହେଉଛି ୨୦୧୯ ରେ ନଭେମ୍ବର ର ରୁଷ ଦେଶରେ ଓଲବେ ନାମକ ଏକ ପେଟ୍ରୋଲ ପମ୍ପ ଏକ ଅନୋଖା ସ୍କିମ ଜାରି କରିଲା । ସ୍କିମ ଥିଲା କି ଯିଏ କେହି ବି ବି-କି-ନୀ ପିନ୍ଧି ପେଟ୍ରୋଲ ପମ୍ପ କୁ ଆସିବେ ତାକୁ ଶହେ ପ୍ରତିଶତ ଫ୍ରି ରେ ତେଲ ଦିଆଯିବ ।

ତେବେ ତାଙ୍କ ବିଚାର ରେ ଅଳ୍ପ କିଛି ମହିଳା ଏମିତି ଆସିବେ କିନ୍ତୁ ତାଙ୍କର ଏହି ବିଚାର ଭୁଲ ଥିଲା କାରଣ ବିକିନୀ ପିନ୍ଧି ଝି ଠାରୁ ଅଧିକ ପୁଅ ମାନେ ଆସିବାକୁ ଲାଗିଲେ ଯାହା ଦ୍ୱାରା ସେ ସ୍କିମ ତିନି ଘଂଟା ପରେ ବନ୍ଦ କରି ଦେଇଥିଲା ।

୨- ଦ୍ଵିତୀୟ ରେ ୨୦୧୯ ରେ ପିୟୁଟ୍ରୋ ରିକୋ ୟୁନିଭରସିଟି ରେ ଗ୍ରାଜୁଏସନ ସେରେମନୀ ହେଉଥିଲା ସେଠାରେ ଉପସ୍ଥିତ ଛାତ୍ର ମାନଙ୍କ ଭିତରୁ ଜଣେ ଝିଅ ଯାହାର ନାମ କ୍ରିଷ୍ଟିନା ରୁଇଜ ସେହି ବିଶ୍ୱବିଦ୍ୟାଳୟ ର ମେସ୍କୋ ଟାରଜନ ନାମକ ଏକ କୁକୁର ସହ ଫୋଟୋ ଉଠାଇବାକୁ ଚାହିଁଲା ତେବେ କିନ୍ତୁ ସେହି କୁକୁର ତାର ଡିପ୍ଲୋମା ହିଁ ଚୋବାଇ ପକାଇଲା ।

୩- ତୃତୀୟ ରେ ହେଉଛି ଜୁଲାଇ ୨୦୧୯ ରେ ହାଇଦ୍ରାବାଦ ସହର ରେ ମୋନାଲୋ ଉତ୍ସବ ବେଳେ ଏକ ଏଭଳି ଘଟଣା ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଘଟଣା ଟି ଏହା କି ପି ଭାନୁ ନାମକ ଜଣେ ବ୍ୟକ୍ତି ମ-ଦ ନି-ଶା-ରେ ଉତ୍ସବ ରେ ନୃତ୍ୟ କରୁଥିଲା କିନ୍ତୁ ସେଠି ଉପସ୍ଥିତ ଥିବା ଜଣେ ପୋଲିସ ଅଫିସର ଙ୍କୁ ହଠାତ ଧରି ଚୁ-ମା ଦେଇଦେଲା ତେବେ ଏହା ପରେ ଭାନୁ କୁ ହେ-ରା-ସ-ତ ରେ ନିଆଯାଇଥିଲା ।

୪- ଚତୁର୍ଥ ରେ ହେଉଛି ଯେତେବେଳେ କରୋନା କାଳ ରେ ସଂକ୍ରମଣ ବଢ଼ୁଥିଲା ସେତେବେଳେ ଉଜ୍ଜୟିନୀ ସହରରେ ଜଣେ ଝିଅ ଟି-କ-ଟ-କ ର ନି-ଶା-ରେ ବର୍ଷା ସମୟରେ ଏକ ଅଟୋରେ ଲଟକି ନିଜର ଭି-ଡି-ଓ ବନାଉଥିଲା ତେବେ ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ ପୋଲିସ ତାକୁ ଖୋଜିବାରେ ଲାଗି ପଡିଲା ତେବେ ସେ ଜଣେ କିନ୍ନର ଥିଲା ଯାହାର ନାମ ମନତ । ତେବେ ପରେ ସେ ଏକ ଭି-ଡ଼ି-ଓ ଜରିଆରେ ଭୁଲ ମଧ୍ୟ ମାଗିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button