ଓଡିଶା

ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର, ୨୨।୮ : ଡିସେମ୍ବର ଶେଷ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନ ମିଳିବ ଜମି ପଟ୍ଟା। ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ସରକାରୀ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି।

୨୪ ବର୍ଷର ବିଜେଡି ସରକାର ସମୟରେ ଅନେକ ସ୍କୁଲ ଓ କଲେଜର ନିଜସ୍ୱ ଜମି ନାହିଁ ।

ଅନ୍ୟ କାହା ଜମିରେ ସ୍କୁଲ କଲେଜ ଚାଲୁଛି । କିନ୍ତୁ ବର୍ତ୍ତମାନର ମୋହନ ସରକାର ପ୍ରାଥମିକ ସ୍କୁଲ ରୁ ଆରମ୍ଭ କରି ସମସ୍ତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜସ୍ୱ ଜମି ପଟ୍ଟା ପହଞ୍ଚାଇବେ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button