ମନୋରଞ୍ଜନ

ଗାଡି ରଖି ଗାଡି ଆଗରେ ପୂଜା ପାଠ କର୍ବାଣୀ, ଓଁ ଗାଡ଼ି ପୂଜା ନମଃ…ଆଗ ଚକା ପୂଜା ନମଃ…ପଛ ଚକ ପୂଜା ନମଃ..’ ପୁଣି ଭାଇରାଲ ଆଉ ଜଣେ ନନାଙ୍କ ଅଜବ ଗାଡି ପୂଜା…

ବନ୍ଧୁଗଣ, ସୂଚନା ଅନୁଯାୟୀ ପଣ୍ଡିତ ଜଣକ ଏଭଳି ଭାବରେ ଗାଡି ପୂଜା କରିଛନ୍ତି, ଯାହା କାରଣରୁ ସେ ଦିନକୁ ଦିନ ସୋ-ସି-ଆ-ଲ ମି-ଡି-ଆ ରେ  ଭା-ଇ-ରା-ଲ ହେବାରେ ଲାଗିଛନ୍ତି । କିଛି ଯୁବକ କୌଣସି ଏକ ଗ୍ରାମରେ ଗାଡି ପୂଜା କରିବା ନିମନ୍ତେ ଏକ ପଣ୍ଡିତ ଙ୍କୁ ଡାକିକି ଆଣିଲେ । ମାତ୍ର ପଣ୍ଡିତ ଟି ଗାଡି ପୂଜା ଏଭଳି ଭାବରେ କରିଲେ ଯେ ଗାଡି ମାଲିକ ହସି ହସି ଗଡିଗଲେ । ତେବେ ଆସନ୍ତୁ ଜାଣିନେବା ନନା ଜଣଙ୍କ କିଭଳି ଭାବରେ ପୂଜା କରିଲେ ?

ନନା ଜଣଙ୍କ ଶାଲୁକନା କୁ ଧରି ମନ୍ତ୍ର ଉଚ୍ଚାରଣ କରନ୍ତି ଯେ ଗାଡି ପୂଜା କର୍ବାଣୀ, ଗାଡି ମାଲିକ କୁହନ୍ତି ଯେ ନନା ୩ ଟି ଗାଡି ପୂଜା କରିବୁ । ନନା କୁହନ୍ତି ୩ ଟି ? ଏହା ପରେ ନନା ଜଣଙ୍କ କୁହନ୍ତି ଯେ ଗୋଟିଏ ଗାଡି ଆଉ ଗୋଟେ ଗାଡି ଗାଡି ଗୁଡିକ ଆଗକୁ ଆଗକୁ ପଛକୁ ପଛକୁ, ଗାଡି ପୂଜା କାର୍ବାଣୀ । ଗାଡି ରଖି ଗାଡି ଆଗରେ ପୂଜା ପାଠ କାର୍ବାଣୀ । ତେବେ ଏହିଭଳି ଭାବରେ ନନା ଏକ ଲୟରେ ମନ୍ତ୍ର ଉଚ୍ଚାରଣ କରି ଗାଡି ପୂଜା କରୁଛନ୍ତି ।

ଏବଂ ଖବର ଅନୁଯାୟୀ ନନା କେବଳ ଗୋଟିଏ ଗାଡି ନୁହେଁ ଅଧିକାଂଶ ଗାଡି ଏହିଭଳି ଭାବରେ ପୂଜା କରୁଥିବାର ନଜର ଆସିଛନ୍ତି । ତେବେ ଲୋକେ ମଧ୍ୟ ଏହି ଦୃଶ୍ୟର ବେସ ପ୍ରଶଂସା କରିଥିବାର ନଜର ଆସିଛନ୍ତି । ନନା ଯେଉଁ ମନ୍ତ୍ର ଉଚ୍ଚାରଣ କରିଛନ୍ତି ତାହା କୌଣସି ଶାସ୍ତ୍ର ତଥା ପୁରାଣ ରେ ଉଲ୍ଲେଖ ନାହିଁ ।

ମାତ୍ର ନନା ବୋଧ ହୁଏ ନିଜେ ଏହି ମନ୍ତ୍ରକୁ ଲେଖିଛନ୍ତି ଅଥବା ମନରୁ ଯାହା ଆସିଲା ପାଟିରେ ତାହା ଉଚ୍ଚାରଣ କରି ପୂଜା କରିଦେଲେ ଗଲା । ଗାଡି ପୂଜାରେ ମତଲବ ଆଜିଭଳି ଦିନରେ ଯେଉଁଭଳି ପୂଜା କରିଲେ ମଧ୍ୟ ତାହା ଗ୍ରହଣଯୋଗ୍ୟ ହେଉଛି । ଆଉ ଏହି ନାନା ସେଥିରୁ କାହିଁ ବାଦ ପଡିବେ ? ତେବେ ସୋସିଆଲ ମିଡିଆ ରେ କିନ୍ତୁ ଦର୍ଶକେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

କିଛି ଲୋକେ ଏହା ମଧ୍ୟ କହିଛନ୍ତି ଯେ ଗାଡି ବାଲା ନନା । “ଓମ ଗାଡି ପୂଜାୟ ନନା” । ତେବେ ଏହି ବ୍ୟକ୍ତି ଜଣଙ୍କ ସତରେ ଏକ ବ୍ରାହ୍ମଣ କି ମିଛରେ ଏହିଭଳି ପୂଜାପାଠ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ତାହା କେବଳ ସେ ହିଁ କହି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button