ଦେଶ ବିଦେଶ

Odia Jokes- ଭିଣେଇ ନିଜ ଶାଳିକୁ ମଜାକରେ କହିଲା, ଆରେ ଶାଳି ତ ଅଧା ଘରବାଲି ହେଇଥାଏ ନା ? ଏହି କଥା ଶୁଣି ଶାଳି ରୋମାଣ୍ଟିକ ହେଇ….

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।

Jokes-1

ଦିନେ ପପୁ ୧୫ ଟଙ୍କାର ଚେକ ନେଇ ଏନଜିଓ ଯାଇଥିଲା କହିଲା- ମୁ ଦାନ କରିବି

ଏନଜିଓ ବାଲା ଚେକ ନେଇ କହିଲେ ଏଥିରେ ଆପଣଙ୍କ ସାଇନ ନାହିଁ

ପପୁ- ଶ୍ରୀମାନ ମୁ ଗୁପ୍ତ ରୂପେ ଦାନ କରିବାକୁ ଚାହୁଁଛି । ସାଇନ ଆପଣ କରିଦେବେ

Jokes-2

ଦିନେ ମଣ୍ଟୁ ନିଜର ପାଖ ପଡୋଶୀକୁ

ତାଙ୍କ ଘରେ ଛାଡିବାକୁ ଯାଇଥିଲା

ରାତି ବହୁତ ହୋଇ ଯାଇଥିବାରୁ

ପଡୋଶୀ ଆଣ୍ଟି ତାକୁ କହିଲେ –

ତୁମେ ସୋନୁର ରୁମରେ ଶୋଇ ଯାଅ

ପପୁ କହିଲା ନାଇଁ ନାଇଁ ମୁଁ ସୋଫା ଉପରେ ଶୋଇଯାଉଛି

ତା ପର ଦିନ ସକାଳେ ଗୋଟିଏ ସୁନ୍ଦର ଝିଅ

ସେହି ଘରେ ତାକୁ ଚାହା ପିଇବାକୁ ଦେଲା

ମଣ୍ଟୁ ସେ ଝିଅକୁ ପଚାରିଲା ତୁମେ କିଏ ?

ସେ ଝିଅ କହିଲା ମୁଁ ସୋନୁ ଓ ତୁମେ କିଏ ?

ମଣ୍ଟୁ କହିଲା ମୁଁ ମୂର୍ଖର ଗୁରୁ………

Jokes-3

ପପୁ ନିଜ ବିଲେଇ ଉପରେ ରାଗି ତାକୁ ରାସ୍ତାରେ ଛାଡି ଆସିଲା ହେଲେ ଯେତେବେଳେ ପପୁ ନିଜ ଘରେ ପହଞ୍ଚିଲା ସେତେବେଳେ ବିଲେଇ ଘରକୁ ଆସିଯାଇଥିଲା

ପପୁ ପୁଣି ଥରେ ବିଲେଇକୁ ନେଇ ଏକ ଦୂର ସ୍ଥାନରେ ଛାଡି ଆସିଲା ହେଲେ ପୁଣି ବିଲେଇ ଘରକୁ ଆସିଗଲା

ଶେଷରେ ତୃତୀୟ ଥର ପପୁ ବିଲେଇକୁ ନେଇ ଏକ ଜଙ୍ଗଲରେ ଛାଡି ନିଜ ମା’କୁ ଫୋନ କରିଲା…

ପପୁ- ବିଲେଇ ଘରେ ପହଞ୍ଚିଲା କି ?

ମା- ହଁ ସେ ଆସିଯାଇଛି ତୁ ଶୀଘ୍ର ଆସେ

ପପୁ- ତାକୁ ଶୀଘ୍ର ମୋ ପାଖକୁ ପଠା ମୁ ରାସ୍ତା ଭୁଲିଯାଇଛି

Jokes-4

ପତି ମଦ ପିକି ଘରକୁ ଆସିଲା କିନ୍ତୁ ପତ୍ନୀର କଥା ଶୁଣିବାକୁ ପଡିବ ନାହିଁ ବୋଲି ଲ୍ୟାପଟପ ନେଇ କାମ କରିବାକୁ ଲାଗିଲା ।

ପତ୍ନୀ :- ଆଜି ପୁଣି ପିଇକି ଆସିଛ ..

ପତି :- ନା ତ

ପତ୍ନୀ :- ପୁଣି ଆଟାଚି ଖୋଲି କଣ ଟାଇପ କରୁଛୁ ମଦୁଆ ???

Jokes-5

ଜଣେ ଯୁବକ ସିଗାରେଟ ପ୍ୟାକେଟ କିଣିଲା ।

କିନ୍ତୁ ସେଥିରେ ଲେଖା ହୋଇଥିଲା କି – ଧୂମ୍ରପାନ ଦ୍ଵାରା ଥଣ୍ଡା ହୋଇପାରେ ।

ଯୁବକ ଜଣକ ପୁଣି ଥରେ ଦୋକାନକୁ ଗଲା

ଏହା କେଉଁ ପ୍ୟାକେଟ ଭାଇ ଦେଇଛ ?

ସେହି କ୍ୟାନ୍ସର ବାଲା ଫଟୋ ଦିଅ

Jokes-6

ଭିଣେଇ ନିଜ ଶାଳି କୁ ମଜାକ ରେ କହିଲା

ଭିଣେଇ- ଆରେ ଶାଳି ତ ଅଧା ଘରବାଲି ହେଇଥାଏ ନା ?

ଏହି କଥା ଶୁଣି ଶାଳି ଭିଣେଇ ପାଖକୁ ଆସିଲା,

ଓ ବଡ ରୋମାଣ୍ଟିକ ମୁଡ ରେ କାନରେ କହିଲା

ଯଦି ଏମିତି କଥା, ତ ଅଧା ସାଲାରୀ ମତେ ବି ଦିଅ

ଭିଣେଇ ସେହି ଦିନଠୁ ମଜାକ କରିବା ହିଁ ଛାଡିଦେଲା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button