ସ୍ୱାସ୍ଥ୍ୟ

ଦିନରେ ଥରେ ମାତ୍ର ପିଅନ୍ତୁ ଏହି ଜୁସ, ଶରୀରକୁ ଛୁଇଁ ବି ପାରିବନି କୌଣସି ରୋଗ

ବର୍ତମାନ ସମୟରେ ଗରମ ପାଗ ଚାଲୁଅଛି ଏହି ଗରମ ପାଗକୁ ଦେଖି ଆମ ଦେହକୁ ଏନର୍ଜି ଦେବାପାଇଁ ଆମେ କେତେ ପ୍ରକାରର ଜୁଷର ସେବନ କରିଥାଉ । କିନ୍ତୁ ସାଙ୍ଗମାନେ ସବୁ ଫଳ ଭିତରୁ ଗୋଟେ ଏମିତି ଫଳ ଅଛି ଯେଉଁ ଫଳର ଜୁଷ୍ ପିଇଲେ ଆପଣଙ୍କ ଶରୀର ପାଇଁ ବହୁତ ଗୁଡ଼ିଏ ଲାଭ ହୋଇଥାଏ ।

ଆଜ୍ଞା ହଁ ସାଙ୍ଗମାନେ ଆମେ କଥା ହେଉଛୁ ବେଲ ଜୁସ ବିଷୟରେ । ବେଲର ଜୁସ ନିଜ ସ୍ୱାସ୍ଥ୍ୟର ଧ୍ୟାନ ଖାଲି ନୁହେଁ ଶରୀରରେ ଯେଉଁ ମହତତ୍ପୂର୍ଣ୍ଣ ପ୍ରୋଟିନର ଆବଶ୍ୟକତା ହୋଇଥାଏ । ସେଇ ଆବଶ୍ୟକତାକୁ ବି ପୁରଣ କରିଥାଏ ।

ବେଲର ଜୁସ ଗୋଟେ ଶକ୍ତିଶାଳୀ ଫଳ ଅଟେ ଯେଉଁଥିରେ ବିଟା କେରୋଟିନ,ପ୍ରୋଟିନ ଓ ଭିଟାମିନ ସି ଭଳି କେତେ ଗୁଡ଼ିଏ ପୋଷକ ତତ୍ତ୍ୱ ପାୟା ଯାଇଥାଏ । ବେଲର ଗଛ ଭାରତୀୟ ମେଟ୍ରିର ଗଛ ଅଛି ଯିଏ କି ଭାରତୀୟ ଲୋକଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ । ଗୋଟେ ବେଲରେ 250 ମିଲିମିଟର ଗ୍ଲାସଭରି ଯାଇଥାଏ ଯେଉଁଥିରେ 140-150 କ୍ୟାଲୋରୀ ରହିଥାଏ । ବେଲର ରସ ପିଇଲେ ବହୁତ ସାରା ଲାଭରହିଛି ଆସନ୍ତୁ ସାଙ୍ଗମାନେ ଆଜି ଆମେ ଏହି ଲାଭ ବିଷୟରେ ଜାଣିବା ।

ଥଣ୍ଡାକୁ ଦୁର କରିବାର ଲାଭଦାୟକ :

ବେଲର ଜୁସ ଥଣ୍ଡା ଭଳି ରୋଗରୁ ମୂଳରୁ ଶେଷ କରିବାପାଇଁ କାରଗର ସିନ୍ଧୁ ହୋଇଥାଏ । ବେଲର ଜୁଶ ନିଜର ପାଚକ ତତ୍ତ୍ୱର ସହିତ ଅନ୍ତର ବି ପର୍ବ ସଂକ୍ରୀୟାତା ରୁ ଶେଷ କରିଥାଏ ଓ ଥଣ୍ଡାକୁ ଶେଷ କରିବାର ଅଛି ।

ଓଜନ କମାଇବାରେ ଲାଭବାନ :

ସାଙ୍ଗମାନେ ଗୋଟେ ବେଲ ଜୁସରେ 140 କ୍ୟାଲୋରୀ ରହିଥାଏ। ଯାହା ଆପଣଙ୍କ ଶରୀରର ଓଜନ କାମାଇବାରେ କାରଗର ହୋଇଥାଏ । ସକାଳୁ ଗୋଟେ ଗ୍ଲାସ୍ ବେଲର ଜୁସ ସବୁବେଲେ ପିଇବା ଦ୍ଵାରା ଆପଣକୁ ନଜକୁ ନିଜେ ଅନୁଭୂତି କରି ଜନିପାରିବେ ଆପଣଙ୍କ ଓଜନ କେତେ କମୁଛି ।

ହଜମ ପ୍ରକ୍ରିୟାରେ ଲାଭବାନ :

ବେଲର ଗୋଟେ ଗ୍ଲାସରେ ପ୍ରୋଟିନ, ବିଟା କ୍ୟାରୋଟିନ, ଫାଇବର,ଓ ଭିଟାମିନ ସି ରହିଥାଏ ଯାହା ଆପଣଙ୍କ ଶରୀରରେ ଲାଭଦାୟକ ହୋଇଥାଏ । କୋଲେଷ୍ଟ୍ରଲର ନିୟନ୍ତ୍ରିତ କରିବାରେ ବେଲର ରସ ଲିପିଡ୍ ପ୍ରୋଫାଇଲ୍ ଓ ଟ୍ରାଇଗ୍ଲଶରାଇଦ ନିୟନ୍ତ୍ରିତ କରିବାର ଶକ୍ତି ରହିଥାଏ ଯାହା ଶରୀରରେ ବଢୁଥିବା କୋଲେଷ୍ଟ୍ରଲକୁ ଅଟେକେଇବାରେ ସାହାଯ୍ୟ କରିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button