ବିଚାର

ମାତ୍ର ୪ ଅକ୍ଷରର ଶକ୍ତିଶାଳି ମନ୍ତ୍ର, ରାତି ପାହିଲା ମାତ୍ରେ ହେଇଯିବେ କୋଟିପତି

ଆପଣମାନେ ଜାଣନ୍ତି ଆଜି କାଲି ବ୍ୟସ୍ତ ବହୁଳ ଜୀବନରେ ମନୁଷ୍ୟ ନିଜର ସୁଖ ଶାନ୍ତିକୁ ହଜାଇ ଚାଲୁଛି, ଭୋଗ ବିଳାସ ଓ ସମସ୍ତ ପ୍ରକାରର ସୁଖ ସୁବିଧା ମାନଙ୍କ ପାଇଁ ଆକର୍ଷିତ ହୋଇ ଏହି ସବୁ ଜିନିଶ ପାଇବାର ଲାଳଶାରେ ନିଜକୁ ନିଜେ ବୁଡାଇବାକୁ ଯାଉଛି, ଯେତିକି ସେ ପ୍ରାପ୍ତ କରୁଛି ତା ଠାରୁ ଅତ୍ୟଧିକ ପାଇବାର ଲାଳସା ମନୁଷ୍ୟକୁ ଶାନ୍ତିରେ ଶୋଇବାକୁ ଦେଉ ନାହିଁ ।

ଏହି ଇଛା ଏତେ ମାତ୍ର ରେ ବଢି ଯାଇଥାଏ ଯେ ସେ ମନୁଷ୍ୟକୁ ଜାଣିକି ହେଉ କିମ୍ବା ଅଜାଣତରେ ହେଉ ଅନେକ ଗୁଡିଏ ଅସୁବିଧାରେ ଫଶି ଚାଲିଥାଏ, ତେବେ ବନ୍ଦୁମାନେ ଏଥିପାଇଁ ଜରୁରୀ ଅଟେକି ପ୍ରଥମେ ନିଜ ମନକୁ ଶାନ୍ତ କରନ୍ତୁ, ଯଦି ଆପଣଙ୍କ ମନ ଶାନ୍ତ ରୁହେ ତେବେ ଆପଣଙ୍କ ସବୁ କାର୍ଯ୍ୟ ସହଜରେ କରି ପାରିବେ ।

ଏବଂ ଏହା ଦ୍ଵାରା ଜୀବନରେ ମଧ୍ୟ ସୁଖ ଶାନ୍ତି ଫେରି ପାଇବେ । ତେବେ ବନ୍ଧୁଗଣ ଶାସ୍ତ୍ର ରେ ମଧ୍ୟ ଏମତି କିଛି ମନ୍ତ୍ର କୁହାଯାଇଛି ଯାହାକି ମନର ଶାନ୍ତି ପାଇଁ ଅତି ଉତ୍ତମ ଅଟେ, ଏବଂ ଏହା ମଧ୍ୟରେ ଆଧ୍ୟାତ୍ମିକ କାରଣ ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି, ଆଜି ଆମେ ଆପଣମାନଙ୍କୁ ଏମତି ଏକ ମନ୍ତ୍ର କହିବାକୁ ଯାଉଛୁ ଯାହାକୁ ଆପଣ ଜପ କରିବା ଦ୍ଵାରା ମନକୁ ଶାନ୍ତି ମିଳିବ ଏବଂ ଆପଣ ସବୁ ଜାଗାରେ ସଫଳତା ହାସଲ କରିବେ । ଆପଣଙ୍କ ଆଖ ପାଖରେ ଥିବା ଯାହା ବି ନକାରାତ୍ମକ ଊର୍ଜା ରହିଛି ତାହା ସବୁ ଦୂର ହୋଇଯିବ ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ।

ଲୋକାଃ ସମସ୍ତା ସୁଖିନୋ ଭବନ୍ତୁ

ଏହି ମନ୍ତ୍ର ର ଅର୍ଥ ହେଉଛିସମସ୍ତ ସଂସାର ସୁଖରେ ରହୁ ଭଲ ରେ ରହୁ ଓ ଏହି ମନ୍ତ୍ର ପ୍ରଭାବରେ ବ୍ୟକ୍ତି ର ଆଚରଣ, ବିଚାର ଓ ଶବ୍ଦରେ ମଧ୍ୟ ଶୁଦ୍ଧତା ଆସିଥାଏ, ଏହି ମନ୍ତ୍ର ଉଚାରଣ ଆପଣ ସେତିକିବେଳେ କରନ୍ତୁ ଯେତେବେଳେ ଆପଣ କୌଣସି ମହତ୍ତ୍ୱପୂର୍ଣ କାର୍ଯ୍ୟରେ ଯାଉଥିବେ ବା କୌଣସି ଇଣ୍ଟର୍ଭ୍ୟୁ ଦେବାକୁ ଯାଉଥିବେ କିମ୍ବା କୌଣସି କାମରେ ସଫଳତା ପାଇବାକୁ ଚାହୁଁଥିବେ ।

ଏହା କରିବା ଦ୍ଵାରା ଆପଣ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ସହିତ ଆପଣ ଆପଣଙ୍କ କଥାବାର୍ତ୍ତା ଦ୍ଵାରା କୌଣସି ବ୍ୟକ୍ତି ଉପରେ ପ୍ରଭାବ ପକାଇ ପାରିବେ ଯେତେବେଳେ ମନରେ ଭୟ କି ନର୍ଭଶ ହୋଇଯାନ୍ତି ତେବେ ଏହି ମନ୍ତ୍ର ର ଉଚାରଣ କରି ନିଜ ମନ ବଳ ବଢାଇ ପାରିବେ ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ଥିବା ଶାକାରାତ୍ମକ ଊର୍ଜା ର ଉଦ୍ଧୟ ହେବ ଏବଂ ଆପଣ ସବୁ ଜାଗାରେ ସଫଳ ହେବା ସହିତ ଆପଣଙ୍କର ସବୁ ଇଚ୍ଛା ମଧ୍ୟ ପୂର୍ଣ ହେବ ।

ଏବଂ ତାହାକୁ ମଧ୍ୟ ନିଜ ହାତ ମୁଠାରେ ପାଇ ପାରିବେ । ତେବେ ବନ୍ଧୁଗଣ ଯଦି ବି କେବେ କିଛି ବି ଅସୁବିଧାର ସମୁଖୀନ ହେଉଛନ୍ତି ତେବେ ଏହି ମନ୍ତ୍ର ଉଚାରଣ କରି ସାହସର ସହ ସଫଳତା ହାସଲ କରନ୍ତୁ । ଯଦି ଆପଣମାନଙ୍କୁ ଆମ କଥା ଭଲ ଲାଗିଥାଏ ତେବେ ଆମକୁ କମେନ୍ଟ ରେ ନିଶ୍ଚୟ କୁହନ୍ତୁ ଆପଣ ଏହି ମନ୍ତ୍ର ର ଉପଚାର କିପରି କାଲେ ଓ କଣ ଲାଭ ପାଇଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button