ଜୀବନଶୈଳୀ

ଯଦି ଆପଣଙ୍କୁ ଆପଣଙ୍କ ଆଖି ଏବଂ ମସ୍ତିସ୍କ ଉପରେ ଭରଷା ଅଛି ତାହେଲେ ଏହି ଫଟୋରେ ଲୁଚିଥିବା ସାପକୁ ଖୋଜିକି ଦେଖାନ୍ତୁ

ଏହି ସଂସାରରେ ପ୍ରକୃତି ସାବି ଜୀବଜନ୍ତୁ କୁ ବଞ୍ଚିବା ପାଇଁ ତାଙ୍କର ଅନୁକୂଳ ଜିନିଷ ତିଆରି କରିଛି । ଯଦି ମଣିଷକୁ ବହୁତ ବୁଦ୍ଧି ଏବଂ ଭାବିବା ପାଇଁ କ୍ଷମତା ଦେଇଛି ତାହେଲେ ଜୀବଜନ୍ତୁ ଙ୍କୁ ବି ବୁଦ୍ଧି ସହିତ କୌଣସି ବି ପରିସ୍ଥିତି ରୁ ବାହାରିବା ଏବଂ ନିଜ ଜୀବନ ବଞ୍ଚାଇବା ତଥା ନିଜର ଭରଣ ପୋଷଣ କରିବା ପାଇଁ ବୁଦ୍ଧି ଦେଇଛି । ପ୍ରକୃତି ମଣିଷକୁ ହାତ ଗୋଡ ଦେଇ ତାକୁ ସଂସାରର ସର୍ବ ଶ୍ରେଷ୍ଠ ଜୀବ ବନାଇଛି ।

ସେହି ପ୍ରକୃତି ସବୁ ଜୀବଜନ୍ତୁ ଭିତରେ କିଛି ଏମିତି ବିଶିଷ୍ଟ ଲକ୍ଷଣ ଦେଇଛି ଯାହା ପ୍ରଥମେ ତାକୁ ଅନ୍ୟ ଜୀବଜନ୍ତୁ ମାନଙ୍କ ଠାରୁ ଅଲଗା ବନାଇଛି ଏବଂ ବାକି ସମସ୍ତଙ୍କ ଠାରୁ କିଛି ଖାସ ବି କରିଛି ।

ଏମିତି ସମୟ ସମସ୍ତଙ୍କ ସହିତ ଆସିଥାଏ ଯେତବେଳେ ସେ କିଛି ସମସ୍ୟାରେ ପଡିଥାଏ ସେ ମଣିଷ ହେଉ କି ଜୀବଜନ୍ତୁ ଏବଂ ସେ କଠିନ ସମୟରେ କାମ ଆସିଥାଏ ତାଙ୍କର କିଛି ବିଶିଷ୍ଠ ଲକ୍ଷଣ ,ଯାହା ବଳ ଉପରେ ମଣିଷ ବା ଜୀବଜନ୍ତୁ ନିଜକୁ ଅନ୍ୟ ଜନରରୁ ଲୁଚାଇ ଥାନ୍ତି । ଏହି ପ୍ରତିଭା ମଣିଷ ର କମ କିନ୍ତୁ ଜୀବଜନ୍ତୁ ର ବହୁତ କାମରେ ଆସିଥାଏ କାରଣ ସେମାନେ ନିଜର ଏହି ବିଶେଷତା ସହିତ ଚାଲି ନିଜର ଜୀବନ ରକ୍ଷା କରିଥାନ୍ତି ଏବଂ ଶିକାର ବି କରିଥାନ୍ତି ।

ଆଜି ଆମେ ଆପଣଙ୍କ ପାଇଁ ଏହି ପରି ଏକ ଦୁର୍ଲଭ ଫଟୋ ଆଣିକି ଆସିଛୁ ,ଯେଉଁଥିରେ ଏକ ବହୁତ ବିଷଧର ସାପ ବହୁତ ଶାନ୍ତିର ସହିତ ଶିକାର ପାଇଁ ଅପେକ୍ଷା କରିଛି । ଏହି ଫଟୋକୁ ମିଲବୋନେ ରେ ରହୁଥିବା ମାର୍କ ପେଲ୍ଲୀ ନିଜର ଫେସବୁକ ଆକାଉଣ୍ଟ ରେ ଶେୟାର କରିଛନ୍ତି । ମାର୍କ ସାପ ଧରିବାର କାମ କରନ୍ତି । ମାର୍କ କହିଛନ୍ତି ସେ ତାଙ୍କ କୁକୁର ସହିତ ବୁଲିବା ପାଇ ବାହାରିଥିଲେ ସେ ନିଜକୁ ଲୁଚାଇଥିବା ଏକ ସାପକୁ ଦେଖିଲେ ।

ଯାହା ପରେ ମାର୍କ ତାହାର ଫଟୋ ଉଠାଇ ନିଜର ଫେସବୁକ ଆକାଉଣ୍ଟ ରେ ଶେୟାର କଲେ ଏବଂ ଲୋକମାନଙ୍କୁ ପ୍ରଶ୍ନ ପଚାରିଛନ୍ତି କି କଣ ଆପଣ ଏହି ଫଟୋରେ ସାପକୁ ଖୋଜିପାରିବେ । ଆମେ ଯେଉଁ ଫଟୋ କୁ ଶେୟାର କରିଛୁ କଣ ଆପଣଙ୍କୁ ଏହି ଫଟୋରେ ସେ ବିଷଧର ସାପ ଦେଖାଯାଉଛି ? ଫଟୋ କୁ ଆଉ ଠାରେ ଭଲ ଭାବରେ ଦେଖନ୍ତୁ ଏବଂ କୁହନ୍ତୁ କାରଣ ଏବେ ଏହି ଫଟୋ ଆପଣଙ୍କ ପାଖରେ ଅଛି ଏବଂ ଯେପରଜ୍ଯନ୍ତ ଖୋଜି ପାରିନାହାଁନ୍ତି ସେପର୍ଜ୍ଯନ୍ତ ଚେଷ୍ଟା କରନ୍ତୁ । ଏହାକୁ ନିଜର ସାଙ୍ଗ ମାନଙ୍କ ସହିତ ଶେୟାର କରନ୍ତୁ ଏବଂ ଦେଖନ୍ତୁ ତାଙ୍କ ପାଖରେ କେତେ ବୁଦ୍ଧି ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button