ଦେଶ ବିଦେଶ
ଇରାନୀ ମହିଳା ମାନଙ୍କ ସୁନ୍ଦରତା ର ଗୋପନୀୟତା ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ
ସେମିତି ତ ମହିଳା ମାନେ ସୁନ୍ଦର ଅଟନ୍ତି କିନ୍ତୁ ଇରାନ୍ ଦେଶ ର ମହିଳା ମାନେ ଟିକେ ଅଧିକ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ସୁନ୍ଦର ହେବା ରାଜ ଇରାନ ର ଭୌଗୋଳିକ ଅବସ୍ଥିତି ଓ ଜେନେଟିକ ସ୍ଥିତି ମଧ୍ୟ ଅଟେ କିନ୍ତୁ ଏହାର ପୁରା ଶ୍ରେୟ କିଛି ଖାଦ୍ୟପେୟ ଓ ଘରୋଇ ଉପଚାରକୁ ମଧ୍ୟ ଯିବ ।
କଣ ଅଟେ ସୁନ୍ଦରତାର ରହସ୍ୟ :
ସେମାନେ ଖାଦ୍ୟରେ ଦହି ଖାଆନ୍ତି ଓ ଦହି ରେ ଥିବା ଫାଇବର ଯୋଗୁ ଶରୀର ସନ୍ତୁଳିତ ରହିଥାଏ । ଏହା ଦ୍ଵାରା ଶରୀର ନରମ ହୋଇଥାଏ ଓ ବାଳ ମଧ୍ୟ ମଜବୁତ ରହେ । ମହୁ ର ବ୍ୟବହାର କରିବା ଦ୍ୱାରା ବ୍ରଣ ଓ ମୁଣ୍ଡ ରେ ରୂପି ହେବାରୁ ରକ୍ଷା କରେ ।