ଓଡିଶା

ବୋଲେରକୁ ଘୋଷାଡି ନେଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ – Utkal Mail


ପାରାଦୀପ : ବୋଲେରକୁ ଘୋଷାଡି ନେଲା ଟ୍ରେନ୍। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବଡ଼ ଅଘଟଣ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ବୋଲେରୋ ଯାତ୍ରୀ। ବନ୍ଦରର MCHP ବର୍ଥ ନିକଟରେ ଏକ ବୋଲେରୋକୁ କୋଇଲା ଟ୍ରେନ୍ ଧକ୍କା ପରେ ପ୍ରାୟ ୨୦ ମିଟର ଘୋଷାଡି ନେଇଯାଇଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲେରୋ ଯାତ୍ରୀ ଓ ଡ୍ରାଇଭର। ତେବେ କିଭଳି ଦୁର୍ଘଟଣା ଘଟିଲା ସେନେଇ କାରଣ ଜଣାପଡିନି।

The post ବୋଲେରକୁ ଘୋଷାଡି ନେଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ appeared first on KNews Odisha.


Related Articles

Leave a Reply

Your email address will not be published. Required fields are marked *

Back to top button