ବିଚାର

ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ଏହି ଉପାୟ କରନ୍ତୁ

ବନ୍ଧୁଗଣ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ କରନ୍ତୁ ଏହିସବୁ ସହଜ ଉପାୟ। ବନ୍ଧୁଗଣ ଆସନ୍ତୁ ଜାଣିବା ବାସ୍ତୁ ଦୋଷ ଦୂର କରିବା ପାଇଁ କିଛି ସହଜ ଉପାୟ। ବିଷୟରେ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଘର ଅପରିଷ୍କାର ହୋଇଥାଏ ତ ଘରର ଅପରିଷ୍କାର ପରିଚ୍ଛନ୍ନ ଉପରେ ଧ୍ୟାନ ନରଖା ଯାଉଥିଲେ ସେଠାରେ ବାସ୍ତୁଦୋଷ ବଢିଥାଏ। ବାସ୍ତୁଦୋଷ ଯୋଗୁ ଘରେ ରହୁଥିବା ଲୋକଙ୍କର ବିଚାରରେ ନକାରାତ୍ମକ ଅଧିକ ରହିଥାଏ। ନକାରାତ୍ମକ ବିଚାର ଯୋଗୁ କାର୍ଯ୍ୟରେ ସଫଳତା କେବେବି ମିଳିନଥାଏ ଏବଂ ମାନସିକ ଦୁଃଚିନ୍ତା ମଧ୍ୟ ସମ୍ମୁଖିନ ହେବାକୁ ପଡ଼ିଥାଏ। ବାସ୍ତୁଦୋଷ ଦୂର କରିବା ପାଇଁ ଆପଣ ମାନେ ଘରେ ପ୍ରତିଦିନ କର୍ପୁର, ଦେଶୀ ଘିଅ, ଚନ୍ଦନ,ଝୁଣା ଏବଂ କୁହୁଳର ଝୁଣା ଦେବା ଉଚିତ। ଆଉ ଘରର ନକାରାତ୍ମକ ଉର୍ଜାକୁ ମଧ୍ୟ ନଷ୍ଟ କରିଥାଏ। ଘରେ ପ୍ରତିଦିନ ଏହି ୫ ଟି ଅବିକଳ ଜିନିଷର ଧୂଆଁ କିଛି ସମୟ ପାଇଁ ଦେବା ଉଚିତ। ଏହି ୫ ଟି ଜିନିଷ ହେଉଛି କର୍ପୁର, ଦେଶୀ ଘିଅ, ଚନ୍ଦନ,ଝୁଣା ଏବଂ କୁହୁଳ।

Google

ଗାଈର ଗୋବରରୁ ପ୍ରସ୍ତୁତ ଏକ ଗୁଣ୍ଡା ଜାଳନ୍ତୁ। ଏବଂ ଯେତେବେଳେ ଏଥିରୁ ଧୂଆଁ ବାହାରିବା ବନ୍ଦ ହୋଇଯିବ ସେତେବେଳେ ଏହି ୫ ଟି ଜିନିଷ ଖଣ୍ଡା ଅଙ୍ଗାରରେ ପକାଇ ଦିଅନ୍ତୁ। ଏହା ପରେ ସାବଧାନତା ସହାକାରେ ଧୂଆଁକୁ ସବୁ ଘରେ ଦିଅନ୍ତୁ। ଏହିପରି ଧୂପ ଦେବା ଦ୍ବାରା ଘରେ ଦେବା ଦେବୀଙ୍କର କୃପା ମଧ୍ୟ ମିଳିଥାଏ। ଏହି ୫ ଟି ଜିନିଷ ଅତ୍ୟନ୍ତ ପବିତ୍ର ହୋଇଥାଏ। ଏବଂ ଏଥିରୁ ବାହାରୁ ଥିବା ଧୂଆଁ ଘରର ବାତାବରଣକୁ ପବିତ୍ର କରିଥାଏ। ସୂକ୍ଷ୍ମ ଜୀବାଣୁକୁ ନଷ୍ଟ ମଧ୍ୟ କରିଥାଏ। ଏବଂ ବାସ୍ତୁଦୋଷର ପ୍ରଭାବ ନଷ୍ଟ ହୋଇଯାଇଥାଏ । ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ଏହାର ଧୂଆଁ ଦ୍ବାରା ଘରର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ। ଏହି ୫ଟି ଜିନିଷ ବଜାରରେ ସହଜରେ ମିଳିଯିବ। ତେବେ ବନ୍ଧୁଗଣ ଏହି ଉପାୟକୁ ଆପଣେଇ ଆପଣ ନିଜର ଘରର ବାସ୍ତୁଦୋଷ ଦୁର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button