ସ୍ୱାସ୍ଥ୍ୟ

କେବଳ 1 ଚାମଚ ନିଅନ୍ତୁ, ଥଣ୍ଡା କାଶ, କଫ ଥରକରେ ହିଁ ଭଲ ହେଇଯିବ, କରନ୍ତୁ ଏହି ଦେଶୀ ଉପାୟ- Health Tips

ବର୍ତ୍ତମାନ ଅଧିକାଂଶ ଲୋକ ଥଣ୍ଡା, କାଶ ଓ କଫ ଆଦି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହି କରୋନା ମହାମାରୀ କାଳରେ ଏହି ସବୁ ଲକ୍ଷଣ ଲୋକ ମାନଙ୍କ ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଛି ।

ଯଦି ଆପଣ ମାନଙ୍କର ଏହି ସବୁ ସମସ୍ୟା ଦେଖା ଦେଉଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଦୁଇଟି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରିଲେ ଆପଣଙ୍କର ଏହି ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ବନ୍ଧୁଗଣ ଏହା ଆପଣଙ୍କର ଏହି ସମସ୍ତ ସମସ୍ୟାକୁ ଦୂର କରିବା ସହ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମାଧ୍ୟ ବଢାଇ ଦେବ ।

ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘରେ ମଧ୍ୟରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମ ପ୍ରଥମ ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ସୁଣ୍ଠି ପାଉଡର । ସୁଣ୍ଠି ପାଉଡର ଆପଣ ମାନଙ୍କୁ ବହୁତ ସହଜରେ ମିଳିଯିବ । ଏହା ଆପଣ ମାନଙ୍କର ଥଣ୍ଡା କାସ ଆଦି ସମସ୍ଯାକୁ ଦୂର କରିବା ପାଇଆନ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ ମାନେ ଏକ ପାତ୍ରରେ ଏକ ଚାମଚ ସୁଣ୍ଠି ପାଉଡରରେ ଅଧା ଚାମଚ ଗୋଲମରୀଚ ଗୁଣ୍ଡ ମିଶାଇ ଦିଅନ୍ତୁ ।

ଏହାପରେ ଆପଣ ଏଥିରେ ଅଧ ଚାମଚ ହଳଦୀ ଗୁଣ୍ଡକୁ ଓ ଅଧା ଚାମଚ ମହୁ ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଗୋଲମରୀଚ ଓ ହଳଦୀ ଗୁଣ୍ଡ ଥଣ୍ଡା କାସ ଜନିତ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ ତେଣୁ ଆପଣ ମାନେ ଏହି ସମସ୍ତ ସାମଗ୍ରୀର ପ୍ରୟୋଗ ନିଶ୍ଚୟ କରନ୍ତୁ । ବନ୍ଧୁଗଣ ଆପଣ ମାନେ ଏହାର ସେଭବନ କରିବାର ୧୦ ମିନିଟ ପରେ ଏକ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ । ଦେଖିବେ ଆପଣଙ୍କର ଥଣ୍ଡା, କାସ ଓ କଫ ଆଦି ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

ବନ୍ଧୁଗଣ ଆମ ଦ୍ଵିତୀୟ ଉପାୟ ପାଇଁ ଆପଣ ଏକ ଗ୍ଳାସ ଉଷୁମ ପାଣିରେ ଅଧା ଚାମଚ ହଳଦୀ ଓ ଅଧା ଚାମଚ ଲୁଣ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ ଓ ଏହାକୁ ଆପଣ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଆପଣ ଏହି ଉଷୁମ ପାଣିରେ ରାତିରେ ଶୋଇବା ପୂର୍ବରୁ ଗାଗଲିଙ୍ଗ କରନ୍ତୁ ।

ଗାଗଲିଙ୍ଗ କରିବା ଦ୍ଵାରା ଆପଣଙ୍କର ତଣ୍ଟି ଜନିତ ସମସ୍ତ ସମସ୍ୟା ତଥା ତଣ୍ଟି ଦରଯ, କଫ ଓ କାସ ଆଦି ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button