ସ୍ୱାସ୍ଥ୍ୟ

20+ GK QUIZ- ଅଧିକ ତେଲ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ ।

1- ସବୁଠାରୁ ଅଧିକ ମୋଟୋର ସାଇକେଲ କେଉଁ ଦେଶର ଲୋକ ଚଲାଇଥାନ୍ତି ?

ଉତ୍ତର- ଭାରତ ।

2- କେଉଁ ଦେଶରେ ଲୋକ ରାତିରେ ଚା ପିଇଥାନ୍ତି ?

ଉତ୍ତର- ଫ୍ରାନ୍ସ ।

3- ପୋଲିସର ସବୁଠୁ ବଡ ପଦ କଣ ହୋଇଥାଏ ?

ଉତ୍ତର- ଡିଜିପି ।

4- ଭାରତର କେଉଁ ରାଜ୍ୟର ଲୋକ ସବୁଠୁ ଅଧିକ ଫିଲ୍ମ ଦେଖନ୍ତି ?

ଉତ୍ତର- ମହାରାଷ୍ଟ୍ର ।

5- ତମ୍ବାର ଦେଶ କାହାକୁ କୁହା ଯାଇଥାଏ ?

ଉତ୍ତର- ଜାମ୍ବିୟା ।

6- ଦୁନିଆର ପ୍ରଥମ କମ୍ପ୍ୟୁଟର ର ଓଜନ କେତେ ଥିଲା ?

ଉତ୍ତର- 30 ଟନ ।

7- କେଉଁ ଦେଶର ଲୋକ ଜନ୍ମଦିନ ମନାନ୍ତି ନାହିଁ ?

ଉତ୍ତର- ଜର୍ମାନୀ ।

8- ଭାରତର କେଉଁ ରାଜ୍ୟର ଜନସଂଖ୍ୟା 10 ଲକ୍ଷ ରୁ କମ ନୁହେଁ ?

ଉତ୍ତର- ସିକ୍କିମ ।

9- କେଉଁ ଗଛର କାଠ ସୁନା ଠାରୁ ବି ଅଧିକ ଦାମୀ ଅଟେ ?

ଉତ୍ତର- ଲାଲ ଚନ୍ଦନ ।

10- କେଉଁ ଦେଶର ଲୋକ ସବୁଠୁ ଅଧିକ ପରିଶ୍ରମୀ କରିଥାନ୍ତି ?

ଉତ୍ତର- ଜାପାନ ।

11- ଗରିବୀ ର ସେଓ କେଉଁ ଫଳକୁ କୁହା ଯାଇଥାଏ ?

ଉତ୍ତର- ବେର ।

12- ଶରୀରର କେଉଁ ଅଙ୍ଗରେ ହାଡ ନାହିଁ ?

ଉତ୍ତର- ଜିଭ ।

13- କେଉଁ ଦେଶରେ ବିଲେଇର ପୂଜା କରା ଯାଇଅଥାଏ ?

ଉତ୍ତର- ଇଜିପ୍ଟ ।

14- ଏମିତି କେଉଁ ଜିନିଷ ଯାହା ଗରିବ ପାଖରେ ଥାଏ କିନ୍ତୁ ଧନୀ ପାଖରେ ନ ଥାଏ ?

ଉତ୍ତର- ଗରିବୀ ।

15- ଭାରତରେ ମୋଟ କେତୋଟି ଜିଲ୍ଲା ଅଛି ?

ଉତ୍ତର- 747ଟି ।

16- ସବୁଠାରୁ କମ ଜମି କେଉଁ ଦେଶ ପାଖରେ ଅଛି ?

ଉତ୍ତର- ବେଟିକନ ସିଟି ।

17- କେଉଁ ପଶୁ ସୂର୍ଯ୍ୟ କୁ ଦେଖିପାରେ ନାହିଁ ?

ଉତ୍ତର- ଘୁଷୁରି ।

18- ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ସାଉଥ କୋରିୟା ।

19- ଏମିତି କେଉଁ ଜୀବ ଅଛି ନିଜ ଜିଭରେ ନିଜ କାନ ସଫା କରିଥାଏ ?

ଉତ୍ତର- ଜିରାଫ ।

20- ଅଧିକ ତେଲ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- ଚୁଟି ଝଡିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button