ମନୋରଞ୍ଜନ
ବେଶୀ ସୁନ୍ଦରୀ ଦିଶିବାକୁ ଆଖି ରେ ଲେନସ୍ ଲଗାଉଥିଲେ ସବୁ ଦିନ ପାଇଁ ଅନ୍ଧ ହେଇଗଲେ ଏହି ଅଭିନେତ୍ରୀ..

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ବଲିଉଡ ଅଭିନେତ୍ରୀ ଜାଷ୍ମିନ ଭାଶିନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ଅଭିନେତ୍ରୀ ଜାଷ୍ମିନ ହିନ୍ଦୀ ଚଳଚ୍ଚିତ୍ର ରେ କାମ କରୁଥିଲେ ଏବଂ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଥିଲେ।କେବଳ ସେତିକି ନୁହେଁ ଅଭିନେତ୍ରୀ ଜାଷ୍ମିନ ବିଗ୍ ବସ୍ କୁ ମଧ୍ୟ ଯାଇଥିଲେ।ଏବଂ ଅନେକ ସିରୀୟଲ ରେ ସେ ଅଭିନୟ କରିଛନ୍ତି।

ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲେନ୍ସ ଲଗାଉ ଲଗାଉ ଅଭିନେତ୍ରୀ ଜାଷ୍ମିନ ଙ୍କ ଆଖି ଖରାପ ହୋଇ ଯାଇଛି।କ୍ୟାମେରା ଆଗରେ ସୁନ୍ଦରୀ ଦେଖା ଯିବା ପାଇଁ ଆଖିରେ ଲେନ୍ସ ଲଗାଉ ଥିଲେ।କୌଣସି ଫିଲ୍ମ ସୁଟିଂ ବେଳେ ହେଉ କିମ୍ବା କୌଣସି ରୀୟାଲିଟି ସୋ ପାଇଁ ହେଉ ଅନ୍ୟ ଅଭିନେତ୍ରୀ ଙ୍କ ଭଳି ଅଭିନେତ୍ରୀ ଜାଷ୍ମିନ ମଧ୍ୟ ଆଖିରେ ବିଭିନ୍ନ ପ୍ରକାର ଲେନ୍ସ ଲଗାଉଥିଲେ।ଆଉ ନିଜ ଆଖିରେ ଲେନ୍ସ ଲଗାଇ ବହୁତ ସମୟ ରହୁଥିଲେ।

କିନ୍ତୁ ଧୀରେ ଧୀରେ ଅଭିନେତ୍ରୀ ଜାଷ୍ମିନ ଙ୍କ ଆଖି ଯନ୍ତ୍ରଣା କରିବା ଆରମ୍ଭ କରିଥିଲା।ପରେ ଯେତେବେଳେ ଅଭିନେତ୍ରୀ ଜଣଙ୍କ ଆଖି କୁ ଡାକ୍ତର ଙ୍କୁ ଦେଖାଇ ଥିଲେ ସେତେବେଳେ ଅଭିନେତ୍ରୀ ଙ୍କ ଆଖି ଅପରେସନ କରିବାକୁ ଡାକ୍ତର କହିଥିଲେ।ଅଭିନେତ୍ରୀ ଜାଷ୍ମିନ ସୁନ୍ଦର ଦେଖା ଯିବା ପାଇଁ ଆଜି ତାଙ୍କ ଆଖି ଖରାପ ହୋଇ ଯାଇଛି।ଯାହାକି ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଅଭିନେତ୍ରୀ ଜାଷ୍ମିନ ଙ୍କ ପ୍ରଶଂସକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଟିଭି ପରଦା ରେ ସୁନ୍ଦରୀ ଦେଖା ଯିବା ପାଇଁ ଜାଷ୍ମିନ ଯେଉଁ ଲେନ୍ସ ଲଗାଉ ଥିଲେ ଏବେ ସେହି ଲେନ୍ସ ପାଇଁ ଆଖି ଖରାପ ହୋଇ ଯାଇଛି।ଆଉ ତାଙ୍କ ଆଖି ଅପରେସନ କରାଯାଉଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।