ବିଚାର

Jyotish Shastra- 6 ଟି ରାଶି ମାର୍ଚ୍ଚ ମାସରେ ହେବେ ମହା କୋଟିପତି, ସୁନା ପରି ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଛଅଟି ରାଶି ଏବେ କରୋଡପତି ହେବାକୁ ଯାଉଛନ୍ତି ଓ ଆସନ୍ତା ମାର୍ଚ୍ଚ ମାସରେ ଗ୍ରହମାନଙ୍କ ସ୍ଥିତି କିଛି ଏପରି ବନିବ ଯାହା ଦ୍ଵାରା ଏହି ରାଶି ଗୁଡ଼ିକ ମାଲାମାଲ ହେବାକୁ ଯାଉଛନ୍ତି। ଆଜ୍ଞା ହଁ ଏହି ରାଶି ଗୁଡ଼ିକ ଉପରେ ମା ଲକ୍ଷ୍ମୀଙ୍କ କୃପା ବରଷିବାକୁ ଯାଉଅଛି ଓ ଅନେକ ସମସ୍ୟାର ସମାଧାନ ମଧ୍ୟ ହେବ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ ଅଟେ। ତୁଳା ରାଶି- ଏହି ସମୟରେ ଆପଣଙ୍କ ଆମଦନିରେ ବୃଦ୍ଧି ହେବାର ଯୋଗ ରହିଛି । ରାଜନୀତିରେ ଜଡ଼ିତ ଥିବା ଲୋକଙ୍କ ପାଇଁ ଏହି ସମୟ ଖୁବ୍ ଶୁଭ ଅଟେ।

ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ। ଯେ କୌଣସି କାର୍ଯ୍ୟ କରିବାକୁ ଆପଣ ପ୍ରସ୍ତୁତ ରହିବେ ଓ କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। ବନ୍ଧୁଙ୍କ ସହାୟତାରେ ଆପଣଙ୍କ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ। ବିଦ୍ୟାର୍ଥୀ ମାନେ ମଧ୍ୟ ତାଙ୍କ ପରିଶ୍ରମର ଫଳ ପ୍ରାପ୍ତ ହେବେ ଓ ଦାମ୍ପତ୍ୟ ଜୀବନରେ ମଧ୍ୟ ମଧୁରତା ବଜାୟ ରହିବ।

ମିଥୁନ ରାଶି- ଏହି ସମୟରେ ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ପ୍ରାପ୍ତ ହୋଇପାରେ। ବ୍ୟାପାରରେ ଉପୁଜୁଥିବା ବାଧା ଦୂର ହେବ ଓ ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇ ପାରିବେ। ଆପଣଙ୍କୁ ସମ୍ପତି କାରବାରରେ ଖୁବ୍ ଲାଭ ମିଳିବାର ଯୋଗ ରହିଛି।

ମେଷ ରାଶି- ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ ଓ ଆପଣଙ୍କ ଭାଗ୍ୟ ମଧ୍ୟ ଶୀଘ୍ର ବଦକିବାକୁ ଯାଉଅଛି। ଧନ ଲାଭ ସହ ବ୍ୟକ୍ତିଗତ ଜୀବନର ସମସ୍ୟା ମଧ୍ୟ ଦୂର ହେବ। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପ୍ରାପ୍ତିର ଯୋଗ ରହିଛି। ଏହି ସମୟରେ ଆପଣଙ୍କ ରୋଜଗାର ବୃଦ୍ଧି ହୋଇପାରେ ଓ ପ୍ରଭାବଶାଳୀ ଲୋକଙ୍କ ସହ ପରିଚିତ ହେବାର ସମ୍ଭାବନା ମଧ୍ୟ ରହିଛି।

କନ୍ୟା ରାଶି- ଆପଣଙ୍କ ଜୀବନରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କ ଉପରେ ଭଗବାନ ଶ୍ରୀ ହରି ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବ। ମା ଲକ୍ଷ୍ମୀଙ୍କ ନାମ ନେଇ ଆପଣ ଯେ କୌଣସି କାର୍ଯ୍ୟ କରିବେ ସେଥିରେ ସଫଳ ହେବାରେ ଆପଣଙ୍କୁ କେହି ମଧ୍ୟ ରୋକି ପାରିବେ ନାହିଁ। ଆପଣଙ୍କୁ ଘରେ ନିଜ ବଡ଼ ଭାଇଙ୍କ ସମର୍ଥନ ଅଧିକ ମିଳିବା ଯାହା ଦ୍ଵାରା ଆପଣ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ରହିବେ। ମନ ଲଗାଇ କାର୍ଯ୍ୟ କଲେ ଆପଣଙ୍କୁ ନିଶ୍ଚୟ ସଫଳତା ପ୍ରାପ୍ତ ହେବ। ଯେଉଁ ମାନେ ଚାକିରି ଅନ୍ୱେଷଣରେ ଅଛନ୍ତି ସେମାନଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି।

ବୃଷ ରାଶି- ଆପଣ ନେଇଥିବା ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଏବେ ଲାଭଦାୟକ ସାବିତ୍ ହେବ। କୋର୍ଟ କଚେରି ମାମଲାରେ ଆପଣଙ୍କ ପକ୍ଷରେ ନ୍ୟାୟ ଆସିବ। ଘରେ ନୂଆ ବାହନ, ଆଭୂଷଣ କିମ୍ବା ଟଙ୍କା ପଇସାର ଆଗମନ ହୋଇପାରେ। ପରିବାରରେ ସମସ୍ତଙ୍କ ସହ କୌଣସି ଖାସ୍ ମାମଲାରେ ଆଲୋଚନା ହେବ। ଆପଣ ଚିନ୍ତା କରିଥିବା ସମସ୍ତ କାର୍ଯ୍ୟ ଏହି ସମୟରେ ସମ୍ପୂର୍ଣ୍ଣ ହେବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ ଓ ଏହି ସମୟରେ ଯେ କୌଣସି ନୂତନ ସମ୍ପତି ମଧ୍ୟ ଆପଣ କ୍ରୟ କରି ପାରନ୍ତି।

ମକର ରାଶି- ଏହି ସମୟରେ ଆପଣଙ୍କ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆପଣ ଯେ କୌଣସି ବଡ଼ ବ୍ୟବସାୟରେ ସାମିଲ ହେବାକୁ ବିଚାର କରି ପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବାଧା ଦୂର ହେବ ଓ ଉଚ୍ଚ ଅଧିକାରୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଆପଣ କରିଥିବା କାର୍ଯ୍ୟ ଭବିଷ୍ୟତରେ ସଫଳତା ଆଣି ଦେବାରେ ସହାୟକ ହେବ।

କୁମ୍ଭ ରାଶି- ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ ଓ ଆପଣଙ୍କ ଭାଗ୍ୟ ମଧ୍ୟ ଶୀଘ୍ର ବଦକିବାକୁ ଯାଉଅଛି। ଧନ ଲାଭ ସହ ବ୍ୟକ୍ତିଗତ ଜୀବନର ସମସ୍ୟା ମଧ୍ୟ ଦୂର ହେବ। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପ୍ରାପ୍ତିର ଯୋଗ ରହିଛି। ଏହି ସମୟରେ ଆପଣଙ୍କ ରୋଜଗାର ବୃଦ୍ଧି ହୋଇପାରେ ଓ ପ୍ରଭାବଶାଳୀ ଲୋକଙ୍କ ସହ ପରିଚିତ ହେବାର ସମ୍ଭାବନା ମଧ୍ୟ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button