ସ୍ୱାସ୍ଥ୍ୟ

ସୁସ୍ଥ ହେବା ପରେ କିଛି କରୋନା ରୋଗୀଙ୍କ ମଧ୍ୟରେ ଦେଖା ଦେଉଛି ଏହି ଭୟଙ୍କର ଲକ୍ଷଣ, ଯାହାକୁ ଦେଖି ଡାକ୍ତର ମାନେ ବି ହେଲେ ଭୟଭୀତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

ଏହି ସମୟ ରେ ଏକ ନୂଆ କଥା ଦେଖିବାକୁ ମିଳୁଛି ଯେ କରୋନା ଦାଉରୁ ସୁସ୍ଥ ହେବା ପରେ ପୁଣି ଏକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ତେବେ କଣ ସେହି ଲକ୍ଷଣ ଆଜି ଆମେ ଆପଣଂକୁ ଜଣାଇବୁ । ଆସନ୍ତୁ ସେ ବିଷୟ ରେ ଅଧିକ କିଛି ଜାଣିବା ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବା ବେଳେ ସମୟେ ସମୟେ ଏହାର ଏକ ନୂଆ ରୂପ ଦେଖିବାକୁ ମିଳୁଛି । ବର୍ତ୍ତମାନ କରୋନା ର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଏହାର ତୃତୀୟ ଲହର ମଧ୍ୟ ଦେଖିବାକୁ ମିଳିଲାଣି । ବିଶେଷଜ୍ଞ ମାନଙ୍କ ମତ ରେ କରୋନା ର ଏହି ତୃତୀୟ ଲହର ଟି ଅଧିକ ସଂକ୍ରମକ ହେବା ସହିତ ବହୁତ ମାରାତ୍ମକ ମଧ୍ୟ ଅଟେ ।

ଯେଉଁମାନେ ତୃତୀୟ ଲହର ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ ର ଜୀବନ ଯିବାର ମଧ୍ୟ ଅଧିକ ଆଶଙ୍କା ରହିଛି । ତେବେ ଏହି ପରି ମୁହୂର୍ତ୍ତରେ ପୁଣି ଏକ ନୂଆ କଥା ସାମ୍ନା କୁ ଆସିଛି । ତାହା ହେଉଛି କରୋନା ର ପୁଣି ଏକ ନୂତନ ଲକ୍ଷଣ ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟ ରେ କରୋନା ଆକ୍ରାନ୍ତ ଙ୍କ ଠାରେ ଏକ କଲା ଯାଦୁ ବା ବ୍ଲାକ ପଙ୍ଗସ ଦେଖିବାକୁ ମିଳୁଛି । ପୂର୍ବ ରୁ ଏହାକୁ ଜିଗମିକସିସ କୁହାଯାଉଥିଲା ।

ବିଶେଷ କରି ଯେଉଁମାନେ କରୋନା ରୁ ସୁସ୍ଥ ହେଉଛନ୍ତି ସେମାନଙ୍କ ଠାରେ ଏହିଭଳି ଲକ୍ଷଣ ଦେଖିବାକୁ ମିଳୁଛି । ଏହା ବ୍ୟତୀତ କେତେକ ଆକ୍ରାନ୍ତ ସୁସ୍ଥ ହେବା ପରେ ସେମାନେ ନିଜର ଦୃଷ୍ଟି ଶକ୍ତି ମଧ୍ୟ ହରାଇ ବସୁଛନ୍ତି ବୋଲି ସୂଚନା ମିଳିଛି । ଗୁଜୁରାଟ ର ସୁରଟ ଠାରେ ଏହି ଭଳି ୪୦ ଟି ମାମଲା ଦେଖାଯାଇଛି ବୋଲି ଜାତୀୟ ଗଣମାଧ୍ୟମ ରେ ପ୍ରକାଶ କରାଯାଇଛି । ଏମାନଙ୍କ ମଧ୍ୟରୁ ୮ ଜଣ ନିଜର ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି ।

ଗତ ଦୁଇ ସପ୍ତାହ ହେବ ରାଜ୍ୟ ରେ ଏହିଭଳି ମାମଲା ଦେଖିବାକୁ ମିଳିଛି । ବ୍ଲାକ ପଙ୍ଗସ ହେଉଛି ଏକ ପ୍ରକାର ଚର୍ମ ରୋଗ । ଚର୍ମ ରେ କୌଣସି କ୍ଷତ ହେଲା ପରେ ଏହା ଉପରେ ଏକ କଳା ରଙ୍ଗର ଆସ୍ତରଣ ସୃଷ୍ଟି ହୋଇଥାଏ ତାହାକୁ ବ୍ଲାକ ପଙ୍ଗସ କୁହାଯାଏ ।

ଯେଉଁମାନେ କରୋନା ରୁ ସୁସ୍ଥ ହୋଇଯାଉଛନ୍ତି ସେମାନଙ୍କ ଠାରେ ହିଁ ବହୁତ ଭାବରେ ଏହି ଲକ୍ଷଣ ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଏହାର ଚିକିତ୍ସା ପାଇଁ ବିଶେଷଜ୍ଞ ମାନେ କୌଣସି ପ୍ରକାର ଉପାୟ ଖୋଜି ପାଇ ପାରିନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button