ଓଡିଶା

ରିମାଣ୍ଡରେ ଗଲେ ଅର୍ଚ୍ଚନା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା। ଆଜିଠୁ ୭ ଦିନିଆ ରିମାଣ୍ଡରେ ଗଲେ ଅର୍ଚ୍ଚନା। ଆଜିଠୁ ୭ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିବ ଇଡି। ଜଣେ ଲେଡି ଅଫିସରଙ୍କ ସହ ଇଡି ଅଧିକାରୀ ଅର୍ଚ୍ଚନାଙ୍କୁ ଆଣିବାକୁ ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେପଟେ ଅର୍ଚ୍ଚନା ବିସ୍ଫୋରକ ବୟାନ ହେଇଛନ୍ତି। କହିଛନ୍ତି ମୁଁ ଯେତେବେଳେ କହିବି ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ ସମୟ ଦରକାର ମୁଁ ସବୁ ପ୍ରମାଣ ଦେବୀ, କାହାକୁ ଛାଡ଼ିବିନି। ନେତା ମନ୍ତ୍ରୀ କି ଆଉ କିଏ, ସବୁ ପ୍ରମାଣ ଦେଖାଇବି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button