ସ୍ୱାସ୍ଥ୍ୟ

ପିରିୟଡ୍ସ ସମୟରେ ସ୍ଵାମୀ, ସ୍ତ୍ରୀର ପେଟ ଉପରେ କରୁଥିଲା କିଛି ଏମିତି, ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ

ଆଜି ଆମେ ଆପଣଙ୍କୁ ଲଖନଊର ଏମିତି ଗୋଟେ ଘଟଣା ସାମ୍ନାକୁ ଆଣିବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣ ଚକିତ ରହି ଯିବେ । ଏହା ଲଖନଉ ର ଗୋଟେ ହତ୍ୟାକାଣ୍ଡ ଅଟେ, ଯାହା ଦ୍ଵାରା ଗୋଟେ ସ୍ତ୍ରୀ ହତ୍ୟା ହୋଇ ଥିଲା ଏହି ହତ୍ୟା ୧୬ ଫେବୁଆରୀ ୨୦୧୭ ରେ ହୋଇ ଥିଲା କିନ୍ତୁ ଏହାର ଅସଲ କଥା ଏବେ ତଦନ୍ତ ଦ୍ଵାରା ଜଣା ପଡିଛି ଯାହା ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି । ଏହି ହତ୍ୟା ଘଟଣା ପିସିଏସ ସ୍ତ୍ରୀ ନମ୍ରତାଙ୍କ ଅଟେ, ଏହି କଥାକୁ ତିନି ବର୍ଷ ହବାକୁ ଯାଉଛି କିନ୍ତୁ ଏହାର ସତ୍ୟତା ଏବେ ଜଣା ପଡିଛି ।

Image Courtesy: Google

ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ନମ୍ରତା ଘର ଲୋକ ତାଙ୍କ ଶାଶୁଘର ଲୋକଙ୍କ ଉପରେ ଯୌତୁକ ଉତ୍ପୀଡନ ଅଭିଯୋଗ କରି ଥିଲେ । ଏହି ଅଭିଯୋଗ ପରେ ପୋଲିସ ନମ୍ରତାର ଶାଶୁ ଓ ସ୍ଵାମୀକୁ ଗିରଫ କରି ଥିଲେ ଓ ଜେଲ ପଠେଇ ଦେଇ ଥିଲେ, ଏବେ ଏହି ହତ୍ୟାକାଣ୍ଡ ବିଷୟରେ ନୂଆ କଥା ସାମ୍ନାକୁ ଆସିଛି । ନମ୍ରତାର ଭଉଣୀ ଗୋଟେ ଇଣ୍ଟରଭ୍ୟୁ ରେ ନିଜ ଭଉଣୀ ଓ ଜିଜୁ ସମ୍ପର୍କ ବିଷୟରେ କହିଛନ୍ତି, କିନ୍ତୁ ଏହା ପୂର୍ବରୁ ନମ୍ରତାଙ୍କ ମାଁ ମଧ୍ୟ ଏହି ବିଷୟରେ କିଛି କହିଥିଲେ ।

Image Courtesy: Google

ତାଙ୍କ ମାଁଙ୍କ କହିବା ଅନୁଯାଇ ନମ୍ରତା ତାଙ୍କ ସାନ ଝିଅ ଥିଲେ ସେ ଆଇଏଏସ ହବା ପାଇଁ ପ୍ରସ୍ତୁତି କରୁଥିଲେ । କିଛି ଦିନ ପରେ ମେଟ୍ରିମୋନିଅଲ ସାଇଟ ଦ୍ଵାରା ଗୋଟେ ପ୍ରସ୍ତାବ ନମ୍ରତାଙ୍କ ପାଇଁ ଆସିଲା ଯାହା ପରେ ନମ୍ରତାଙ୍କ ଘର ଲୋକ ମନା କଲେ କାହିଁକିନା ନମ୍ରତା ବଡ ଭଉଣୀ ବିବାହ ହୋଇ ନଥିଲା କିନ୍ତୁ ପୁଅ ଘର ଲୋକ ନମ୍ରତାଙ୍କୁ ବହୁତ ପସନ୍ଦ କଲେ ଯାହା ପରେ ନମ୍ରତା ଦୀପ ରତ୍ନ ସହ ବିବାହ ପାଇଁ ମାନି ଗଲେ କିନ୍ତୁ ନମ୍ରତା ଘର ଲୋକ ନମ୍ରତା ଶାଶୁ ଓ ପୁଅ ଦୀପରତ୍ନକୁ ଅନୁରୋଧ କରିଥିଲେ ଯେ ନମ୍ରତା ବିବାହ ପରେ ମଧ୍ୟ ପାଠ ପଢିବ ଯାହା ପାଇଁ ଦୀପ ଓ ତା ମାଁ ମାନି ଯାଇଥିଲେ ।

Image Courtesy: Google

ସବୁ କଥା ସାରିଲା ପରେ ନମ୍ରତା ଓ ଦୀପ ଜୁନ ୨୦୧୫ରେ ବିବାହ କରିଥିଲେ, ବିବାହ ପରେ କିଛି ଦିନ ଭଲରେ ଗଲା କିନ୍ତୁ କିଛି ଦିନ ପରେ ଦୀପ ନିଜ ଅସଲ ରୂପ ଦେଖେଇବା ଆରମ୍ଭ କଲେ ଯାହା ପରେ ସବୁବେଳେ ନମ୍ରତାଙ୍କୁ ମାର ପିଟ କଲେ । ଏହା ପରେ ନମ୍ରତାର ଭଉଣୀ କହିଲେ କି  ଦୀପରତ୍ନ ନାମରତାର ଓ ମାସିକ ଋତୁସ୍ରାବ ସମୟରେ ତାକୁ ତାର ପେଟ ଓ ପିଠି ରେ ଅଧିକ ମାରୁଥିଲା । ଏହି ସବୁ କଥା ମିଡିଆକୁ ଚିତ୍ରା କହିଛନ୍ତି ଯିଏ ନମ୍ରତାଙ୍କ କଜନ ଭଉଣୀ ଅଟନ୍ତି । ନମ୍ରତା ଚିତ୍ରାଙ୍କୁ ନିଜ ଜୀବନ ସବୁ କଥା କହୁଥିଲେ ଚିତ୍ରା ବହୁତ ଥର ନମ୍ରତାଙ୍କୁ ଛାଡପତ୍ର ପାଇଁ କହିଥିଲେ କିନ୍ତୁ ନମ୍ରତା ଏହି ସମ୍ପର୍କ ଭାଙ୍ଗିବା ପାଇଁ ଚାହୁଁ ନଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button