କ୍ରାଇମ

ସ୍କୁଲରେ ଶିକ୍ଷକମାନେ ଛାତ୍ର ଛାତ୍ରୀଙ୍କୁ ଶିଖାଉଥିଲେ ଦୁଷ୍କର୍ମ କରିବା, ଡେମୋ ପାଇଁ ଜଣେ ଛାତ୍ରୀଙ୍କ ସହ…

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ କାମ କରିବନି । ଏକ ସ୍କୁଲ ରେ ଏଭଳି କାମ ହୋଇଛି ଯାହା ବିଷୟରେ ଜାଣିଲେ ଆପଣ କେବେ ବିଶ୍ବାସ କରି ପରିବେନି କି ଛାତ୍ର ଛାତ୍ରୀଙ୍କ କୌଣସି ସ୍କୁଲ ଏଭଳି କାମ କରିପାରେ । ତେବେ ଆମେ ଯେଉଁ ଘଟଣା ବିଷୟରେ କହୁଛୁ ଏହା ହେଉଛି ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡା ପଶ୍ଚିମ ଗୋଦାବରୀ ଜିଲ୍ଲା ପ୍ରାଥମିକ ସ୍କୁଲର । ଏହି ସ୍କୁଲର ଦୁଇ ଜଣ ଶିକ୍ଷକଙ୍କ ନାଁ ରେ ଅଭିଯୋଗ ଆସିଛି କି ସେମନେ ଶ୍ରେଣୀରେ ପିଲାଙ୍କୁ ଦୁଷ୍କର୍ମ କରିବାର ପ୍ରଶିକ୍ଷଣ ଦେଉଛନ୍ତି ।

ତେବେ ଏହା କେତେ ଦୂର ଠିକ କି ଭୁଲ ସେ ବିଷୟରେ ଜିଲ୍ଲା ଶିକ୍ଷାଧିକାରୀ ଯାଞ୍ଚ କରୁଛନ୍ତି । ସୂଚନା ଅନୁଯାଇ ଏହି ଅଭିଯୋଗ ଆସିବା ପରେ ସମସ୍ତ ଗାଁ ଲୋକେ ମିଶି ସେହି ଶିକ୍ଷଙ୍କୁ ଖୁବ ମାରିଛନ୍ତି । ଏପଟେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମିଳିଥିବା ରିପୋର୍ଟ ଅନୁସାରେ ସେଠାରେ ଏମିତି କିଛି ହୋଇନାହିଁ ବୋଲି ଶୁଣିବାକୁ ମିଳୁଛି ।

ତେବେ ସ୍କୁଲର ଅନ୍ୟ ଶିକ୍ଷକ ମାନେ କହିଛନ୍ତି କି ୨ ଜଣ ଛାତ୍ର ସହ ଗୋଟେ ଚାତରିର ଝଗଡା ହୋଇଥିଲା ଯାହା ଫଳରେ ଝିଅଟି ଆହତ ହୋଇଛି । ଦୁଷ୍କର୍ମ ଡେମୋ ଦେଖାଇ ବା ଏହାର ପ୍ରଶିକ୍ଷଣ ଦିଆ ଯିବା ନାଁ ରେ ଛାତ୍ରୀ ସହ ସେମିତି କିଛି ଅଭାବନୀୟ ଘଟଣା ଘଟି ନାହିଁ । ସେଠାକାର ପୋଲିସ କହିଛନ୍ତି କି ସେମାନଙ୍କ ପାଖକୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସି ନାହିଁ ।

ତେବେ ଏହା ସତ କି ମିଛ ତାହା ଏବେ ସମ୍ପୂର୍ଣ ଭାବେ ଜଣା ପଡି ନାହିଁ । କିନ୍ତୁ ଏଭଳି ଏକ ଅଭିଯୋଗ ଆସିବା ବି ଏକ ଆଶ୍ଚର୍ଯ୍ୟ କର କଥା । ଯେଉଁଠି ପିଲା ମାନେ ପାଠ ପଢିବାକୁ ଯାଉଛନ୍ତି ଯାହାକୁ ଶିକ୍ଷାର ମନ୍ଦିର ବୋଲି କୁହାଯାଉଛି ଶେଠୀ ଯଦି ଶିକ୍ଷକ ପିଲାଙ୍କୁ ଏହି ସବୁ କଥା ଶିଖାନ୍ତି ତେବେ ଏ ସଂସାର କେଉଁ ଦିଗକୁ ଯାଉଛି  ?

Related Articles

Leave a Reply

Your email address will not be published. Required fields are marked *

Back to top button