ବ୍ୟବସାୟ

ଗୋଟିଏ ଫୋନ୍‌ରେ ଦୁଇଟି ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌ ରହିବ – Utkal Mail


ନୂଆଦିଲ୍ଲୀ: ମେଟାର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ଖୁବ୍‌ଶୀଘ୍ର ଲୋକମାନେ ଗୋଟିଏ ଫୋନ୍‌‌େର ଦୁଇଟି ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌ ବ୍ୟବହାର କରିପାରିବେ। ଫଳରେ କାର୍ଯ୍ୟ ଓ ବ୍ୟକ୍ତିଗତ ବ୍ୟବହାର ଅଲଗା ଆକାଉଣ୍ଟ୍‌ ପାଇଁ ଦୁଇଟି ଅଲଗା ମୋବାଇଲ୍‌ ଧରିବାକୁ ପଡ଼ିବନି। ଏହି ସୁବିଧା ଉପଲବ୍ଧ ହେବା ପରେ ଲୋକମାନେ ନିଜ ବ୍ୟକ୍ତିଗତ ଓ କାର୍ଯ୍ୟ ଆକାଉଣ୍ଟ୍‌ ସହଜରେ ପରିଚାଳନା କରିପାରିବେ।




Related Articles

Leave a Reply

Your email address will not be published. Required fields are marked *

Back to top button