ଦେଶ ବିଦେଶ

LIC ଆଣିଛି ନୂଆ ଧମାକେଦାର ସ୍କିମ, ମାତ୍ର 121 ଟଙ୍କା ପ୍ରିମିୟମରେ ଝିଅର ବାହାଘର ପାଇଁ ପାଇବେ 27 ଲକ୍ଷ ଟଙ୍କା

ଭାରତୀୟ ଜୀବନ ବୀମା ନିଗମ କମ୍ପାନୀ ତରଫରୁ କେତେକ ଖାସ ରକମର ପଲିସି ସ୍କିମ ବାହାର କରୁଛି । ଏହା ଭାରତର ଏକ ଲୋକ ପ୍ରୀତ କମ୍ପାନୀ ଏଥିରେ ଅନେକ ଲୋକ ନିଜର ବୀମା କରାଇଛନ୍ତି । ଯାହା ପାଇଁ ଲୋକଙ୍କୁ ନିଜର ଭବିଷ୍ୟ ସୁରକ୍ଷିତ ଲାଗୁଛି  ଓ ଏହାର ସୁବିଧା କେତେକ ଲୋକ ଦେଖି ସାରିଛନ୍ତି ତେବେ କଣ ଏହି ସ୍କିମ ଆସନ୍ତୁ ଜାଣିବା । ଯାହା ପାଇଁ ଝିଅର ପାଠ ପଢା ଓ ବାହାଘର ଚିନ୍ତା କରିବା କମେଇ ପାରିବେ ମାତା ପିତା ମାନେ । ଭାରତରେ ଝିଅଙ୍କୁ ଆଗରୁ ଏକ ବୋଝ ବୋଲି ଭାବୁଥିଲେ ମାତ୍ର ଏବେ ତ ଝିଅ ମାନଙ୍କ ପାଇଁ ଅନେକ ସ୍କିମ ହୋଇଛି ।

ନିଜ ଝିଅକୁ ଆଗକୁ ପଢେଇବା ପାଇଁ ଓ ନିଜ ଝିଅର ବାହାଘର ଚିନ୍ତା କମ ହୋଇ ପାରିବ ଏହି ସ୍କିମ ଦ୍ଵାରା । ଆପଣମାନେ ଅନେକ ପ୍ରକାର ସ୍କିମ ଜାଣିଥିବେ ସବୁ ନିଜର ଅଲଗା ଅଲଗା ନିୟମ ରଖିଥିବେ । ଏହି ସ୍କିମ ରେ ଆପଣଙ୍କ ପାଇଁ ବିଶେଷ କିଛି ନିୟମ ନାହିଁ ।

ଯେତେବେଳେ ଆପଣ ଏହାକୁ ନେବେ ଦେଖିବେ ଆପଣ ଅଧିକ ଲାଭ ପାଇବେ । ଏହା ଭାରତର ସବୁଠୁ ଭରସା ଯୋଗ୍ୟ କମ୍ପାନୀ ଦ୍ଵାରା କରା ଯାଉଥିବାରୁ ଆପଣ ନିଚିନ୍ତ ରହି ପାରିବ । ଏହି ପଲିଶିର ନାମ କନ୍ୟାଦାନ ପଲିସି ଅଟେ । ଏହାର ନିୟମ ଅନୁସାରେ ଆପଣଙ୍କୁ କେବଳ ୧୨୧ଟଙ୍କା ପ୍ରତିଦିନ ଜମା କରିବାକୁ ହେବ । ନହେଲେ ମାତ୍ର ୩୬୦୦ ଟଙ୍କା ଆପଣ ମାସକୁ ରାଖୀ ପାରିବେ । ଯେତେବେଳେ ଏହି ପଲିସି ପୂରଣ ହୋଇଯିବ ସେତେବେଳେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳବ ।

ଏହି ପଇସା ଆପଣଙ୍କ ପଲିସି ତାରିଖର ୨୫ବର୍ଷ ପରେ ମିଳିବ ।ଏହି ପଲିସି କିଛି ବର୍ଷ ପୂର୍ବରୁ କରାଯାଇଛି । ଯାହା ଅନେକ ଲୋକ ନେଇଛନ୍ତି ଓ ଏହାକୁ ନେଇ ସେମାନେ ସନ୍ତୁଷ୍ଟ ଅଟନ୍ତି । ଯଦି ଆପଣଙ୍କର କନ୍ୟା ସନ୍ତାନ ଅଛନ୍ତି ଓ ଆପଣ ଏହାକୁ ନେବାକୁ ଚାହାନ୍ତି ତେବେ ଆପଣ ଏହାକୁ ନେଇ ପାରିବେ । ଏହି ପଲିସିର ଗୋଟେ ଭଲ ସୁବିଧା ଏହା ୨୫ବର୍ଷ ଯାଏ ଅଛି ମାତ୍ର ଆପଣଙ୍କୁ କେବଳ ପ୍ରିମିୟମ ୨୨ବର୍ଷ ଯାଏ ଭରିବାକୁ ହେବ ।


ପଲିସି ଧାରି ବ୍ଯକ୍ତିର ଯଦି ମୃତ୍ୟୁ ହୋଇ ଯାଏ ତେବେ ତାର ପରିବାର ଲୋକଙ୍କୁ କିଛି ବି ପ୍ରିମିୟମ ଦେବାକୁ ହେବନି । ଝିଅକୁ ପଲିସିର ବଞ୍ଚିଥିବା ବର୍ଷ ପାଇଁ ପ୍ରତେକ ବର୍ଷ ୧ଲକ୍ଷ ଦିଆ ଜୀବ ।ପଲିସି ପୂରଣ ହେବା ପରେ ପଲିସିରେ ଥିବା ନୋମିନିକୁ ୨୭ଲକ୍ଷ ମିଳିବ ତାହା ଅଲଗା ଅଟେ ।ଏହି ପଲିସି ୨୫ବର୍ଷ ପାଇଁ ନିଆଯିଏ । ମାସକୁ ୩୬୦୦ ଟଙ୍କା ଜମା କରିବାକୁ ହୁଏ । ଯଦି ଆପଣ ଚାହିଁବେ ତ ଆପଣ ଏହି ପଲିସି କମ କିମ୍ବା ଅଧିକ କରିକି ମଧ୍ୟ ନେଇ ପାରିବେ ।

ଯଦି ଆପଣ ନିଜ ଝିଅ ପାଇଁ କନ୍ୟାଦାନ ପଆଳିଶି ସ୍କିମ ଚାହାନ୍ତି ତେବେ ଆପଙ୍କୁ ୩୦ବର୍ଷ ହୋଇଥିବା ଦରକାର । ଝିଅର ବୟସ ୧ବର୍ଷ ହୋଇଥିବା ଦରକାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button