ବିଚାର

Health tips: ମାତ୍ର 3 ଦିନ ଖାଲି ପେଟରେ ଖାଇ ନିଅନ୍ତୁ 2 ଟି ପିଜୁଳି ପତ୍ର, ମୂଳରୁ ଶେଷ ହେଇଯିବ ଏହି ସବୁ ରୋଗ, ଫାଇଦା ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ !

ଆଜି ଆମେ ଆପଣଙ୍କୁ କଅଁଳିଆ ପିଜୁଳି ପତ୍ର ସେବନ କରିବାର କଣ କଣ ସବୁ ଫାଇଦା ରହିଛି ସେହି ବିଷୟରେ ଜଣାଇବୁ । ଆମ ଆୟୁର୍ବେଦ ଗ୍ରନ୍ଥ ଅନୁସାରେ ଘରୋଇ ଏବଂ ପ୍ରାକୃତିକ ଜିନିଷ ବ୍ୟବହାର କରି ଅନେକ ରୋଗ ଭଲ କରାଯାଇ ପାରିବ ।

ମୋଟାପଣ ଓ କେଶ ଝଡିବା ସମସ୍ଯା, ମହିଳାଙ୍କ ମାସିକ ଧର୍ମ ସମସ୍ଯା, ପୁରୁଷଙ୍କ ଠାରେ ବୀର୍ଯ୍ୟର ଅଭାବ, ଚେହେରାରେ ଚମକ ରହୁ ନ ଥିଲେ, ବ୍ରଣ ଓ କଳା ଦାଗ ଆଦି ହେଉଥିଲେ, ରକ୍ତ ଅପରିଷ୍କାର ଓ ହାଡ ଦୁର୍ବଳ ଏବଂ ଶାରୀରିକ ଦୁର୍ବଳତା ଆଦି ଗମ୍ଭୀର ସମସ୍ଯା ଗୁଡିକୁ କେବଳ ପିଜୁଳି ପତ୍ର ସେବନ ଦ୍ଵାରା ଭଲ କରାଯାଇ ପାରିବ । ତେବେ ଚାଲନ୍ତୁ ଜାଣିବା ଭିନ୍ନ ଭିନ୍ନ ରୋଗ ପାଇଁ ପିଜୁଳି ପତ୍ରକୁ କିପରି ବ୍ୟବହାର କରିବେ ।

ଆପଣ ପୁରୁଷ ହେଉନ୍ତୁ ବା ମହିଳା ଯଦି ଆପଣଙ୍କ କେଶ ଝଡିବା ସମସ୍ଯା ରହିଛି ତେବେ ଗୋଟିଏ ବଡ ପିଜୁଳି ପତ୍ର ନେଇ ତାକୁ ହେମଦସ୍ତାରେ ଛେଚି ପେଷ୍ଟ ବନେଇ ଦିଅନ୍ତୁ । ସେଥିରେ ଖଟା ଦହି ଏକ ଚାମୁଚ, ଅଧ ଚାମୁଚ ମୁଲତାନି ମାଟି, ଅଧ ଚାମୁଚ ନିମ ଗୁଣ୍ଡ ଓ ତିନି ରୁ ଚାରି ବୁନ୍ଦା ସୋରିଷ ତେଲେ କିମ୍ବା ନଡିଆ ତେଲ ମିଆଶୟ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ଏହା ସପ୍ତାହରେ ଠାରେ କେଶରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ଶକ୍ତ ହେବା ସହ ଝଡିବା ମଧ୍ୟ ବନ୍ଦ ହୋଇଯିବ ।

 

ସପ୍ତାହରେ ଦିନେ ଛାଡି ଦିନେ ମାତ୍ର ତିନି ଦିନ ଗୋଟିଏ କଅଁଳିଆ ପିଜୁଳି ପତ୍ର ଅଶ୍ଵଗନ୍ଧା ଗୁଣ୍ଡ ଓ ଖଜୁରୀ ସହ ସେବନ କଲେ ପୁରୁଷଙ୍କ ଠାରେ ବୀର୍ଯ୍ୟର ଅଭାବ ଥିଲେ ତାହା ଦୂର ହୋଇଯିବ । ସେହିପରି ପିଜୁଳି ପତ୍ର ପେଟ ସମସ୍ଯା ଆଦି ଦୂର କରିବା ପାଇଁ ଖୁବ ଲାଭଦାୟକ । ସପ୍ତାହରେ ମାତ୍ର ତିନି ଥର ଗୋଟିଏ କଅଁଳିଆ ପିଜୁଳି ପତ୍ର ସକାଳୁ ଖାଲି ପେଟରେ ସେବନ କଲେ ଆପଣଙ୍କ ପେଟ ସଫା ରହିବ ଓ କୌଣସି ପ୍ରକାର ପେଟ ରୋଗ ହେବ ନାହିଁ । ଏହା ସହ ଆପଣ ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିବା ମଧ୍ୟ ଆବଶ୍ୟକ ରହିଛି ।

ମେଟାବୋଲିଜିମ ଧୀର ହୋଇଯିବା ଯୋଗୁଁ ଶରୀରରେ ଚର୍ବି ଜମିଥାଏ ଓ ମୋଟପଣ ବଢିଥାଏ । ମୋଟାପଣ କମ କରିବାକୁ ଚାହୁଁଥିଲେ ସକାଳୁ ଗୋଟିଏ ପିଜୁଳି ପତ୍ର ଏବଂ ଗୋଟିଏ ଅଶ୍ଵଗନ୍ଧା ପତ୍ର ଚୋବାଇ ଖାଆନ୍ତୁ ଓ ଏହାପରେ ଉଷୁମ ପାଣିରେ ଅଳ୍ପ ମହୁ ପକାଇ ସେବନ କରନ୍ତୁ । ଏହାକୁ ମଧ୍ୟ ସପ୍ତାହରେ କେବଳ ତିନି ଦିନ ପ୍ରୟୋଗ କରନ୍ତୁ । ଏହାସହ ଆପଣ ଶାରୀରିକ ପରିଶ୍ରମ ତଥା ବ୍ୟାୟମ, ଯୋଗ ପ୍ରାଣାୟମ ଆଦି କରିବା ସହ ଖାଦ୍ୟପେୟ ପ୍ରତି ମଧ୍ୟ ସଚେତନ ହୁଅନ୍ତୁ । ଦେଖିବେ ଗୋଟିଏ ମାସ ମଧ୍ୟରେ ୧୦ ରୁ ୧୨ କେଜି ଓଜନ ହ୍ରାସ ହୋଇଯିବ ।

ଏହା ସହ ସପ୍ତାହରେ ଟି ଦିନ ସକାଳୁ ଗୋଟିଏ ପିଜୁଳି ପତ୍ର ଚୋବାଇ ଖାଇ ଉଷୁମ ପାଣି ପିଇଲେ ଆପଣଙ୍କ ରକ୍ତ ପରିଷ୍କାର ହେବା ସହ, ଶରୀରରେ ଫୁର୍ତ୍ତି ଏବଂ ସତେଜତା ଆସିବ । ଏହା ସହ ଆପଣଙ୍କ ଚେହେରାରେ ଚମକ ଆସିବ । ଆପଣ ଚାହିଁଲେ ଉଷୁମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ମଧ୍ୟ ସେବନ କରିପାରିବେ ।

ଏହାସହ ପିଜୁଳି ପତ୍ର ଦୃଷ୍ଟିଶକ୍ତି ବୃଦ୍ଧି କରିବା ସହ, ଆପଣଙ୍କ ହାଡରେ ଥିବା କ୍ୟାଲସିୟମ ଅଭାବ ମଧ୍ୟ ଦୂର କରି ଶକ୍ତ ବନାଏ ଏବଂ ମହିଳା ମାନଙ୍କର ଅନିୟମିତ ମାସିକ ଧର୍ମ ହେଉଥିଲେ ତାହା ମଧ୍ୟ ନିୟମିତ କରିବାରେ ସହାୟକ ହୁଏ ।ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଏହି ଉପଚାର ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button