ଦେଶ ବିଦେଶ

Interesting Gk Questions- 5 ରୁ 2 କେମିତି କାଢିନେଲେ ତାହା 4 ହୋଇଯିବ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧

କେଉଁ ଅଙ୍ଗରୁ ବ୍ଲଡ଼ ପ୍ରେସର ବଢିଥାଏ ?

ଉତ୍ତର- ଲାଲ ରଙ୍ଗରୁ

ପ୍ରଶ୍ନ-୨

ଭାରତର ସବୁଠୁ ବେଶି ବଣ ଵାଲା ରାଜ୍ୟ କାହାକୁ କୁହାଯାଏ ?

ଉତ୍ତର- ମଧ୍ୟ ପ୍ରଦେଶ

ପ୍ରଶ୍ନ-୩

ସୂର୍ଯ୍ୟ ର ତାପମାନ କେତେ ?

ଉତ୍ତର- ୬୦୦୦ ଡିଗ୍ରୀ ସେଲସିୟସ

ପ୍ରଶ୍ନ-୪

ବିଶ୍ୱର ସବୁଠୁ ବଡ଼ ମସଜିଦ କେଉଁଠାରେ ଅବସ୍ଥିତ ?

ଉତ୍ତର- ଇରାକରେ ଅବସ୍ଥିତ

ପ୍ରଶ୍ନ-୫

ପୁର୍ଣ ସ୍ୱରାଜ ନାରା କିଏ ଦେଇଥିଲେ ?

ଉତ୍ତର- ଜବାହାରଲାଲ ନେହେରୁ

ପ୍ରଶ୍ନ-୬

କେଉଁ ଦେଶରେ ସବୁଠୁ ବେଶି ମଦ ପିଅନ୍ତି ?

ଉତ୍ତର- ଅଷ୍ଟ୍ରେଲିଆ

ପ୍ରଶ୍ନ-୭

ସବୁଠୁ ଲମ୍ବା ତଟ ରେଖା କେଉଁ ରାଜ୍ୟରେ ଅଛି ?

ଉତ୍ତର- ଗୁଜରାଟ

ପ୍ରଶ୍ନ-୮

ପ୍ଲାଷ୍ଟର ଅଫ୍ ପ୍ୟାରିସ କେଉଁଥିରୁ ତିଆରି ହୋଇଥାଏ?

ଉତ୍ତର:- ପ୍ଳାଷ୍ଟର ଅଫ୍ ପ୍ୟାରିସ ଜିପାସମ୍ ରୁ ତିଆରି ହୋଇଥାଏ ।

ପ୍ରଶ୍ନ-୯

ବିଶ୍ୱରେ ସବୁଠାରୁ ବଡ଼ ମରୁଭୂମି କେଉଁଠି ଅଛି?

ଉତ୍ତର:- ଆଫ୍ରିକା

ପ୍ରଶ୍ନ-୧୦

କଳା ଗୋଲାପ କେଉଁଠି ମିଳିଥାଏ?

ଉତ୍ତର:- ତୁର୍କୀ ରେ କଳା ଗୋଲାପ ମିଳିଥାଏ ।

ପ୍ରଶ୍ନ-୧୧

ଗଛ ଉପରେ ଝୁଲୁଥିବା ସବୁଠୁ ବଡ଼ ଫଳ କଣ ଅଟେ?

ଉତ୍ତର:- ପଣସ ସବୁଠାରୁ ବଡ଼ ଫଳ ଅଟେ ।

ପ୍ରଶ୍ନ-୧୨

ପୃଥିବୀ ରେ ସବୁଠାରୁ ବେଶୀ କେଉଁ ଗ୍ୟାସ୍ ଅଛି?

ଉତ୍ତର:- ପୃଥିବୀରେ ସବୁଠୁ ବେଶି ଅକ୍ସିଜେନ୍ ଗ୍ୟାସ୍ ଅଛି ।

ପ୍ରଶ୍ନ-୧୩

କେଉଁ ଦେଶର ଲୋକମାନେ ମୋବାଇଲ ଫୋନ ବ୍ୟବହାର କରିପାରନ୍ତି ନାହିଁ ?

ଉତ୍ତର- ପେରୁ ଦେଶର ଲୋକମାନେ

ପ୍ରଶ୍ନ-୧୪

ମାଇକକୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ଧ୍ୱନି ଗ୍ରହଣ ଯନ୍ତ୍ର

ପ୍ରଶ୍ନ-୧୫

ମୁକେଶ ଅମ୍ବାନୀ ଭାରତର କେଉଁ ରାଜ୍ୟରେ ବାସିନ୍ଦା ଅଟନ୍ତି ?

ଉତ୍ତର- ଗୁଜରାଟର

ପ୍ରଶ୍ନ-୧୬

5 ରୁ 2 କେମିତି କାଢିନେଲେ ତାହା 4 ହୋଇଯିବ ?

ଉତ୍ତର – 5 ଇଂଗ୍ଲିଶ ରେ Five

Five ରୁ 2 ଟି ଅକ୍ଷର f ଓ e କାଢିନେଲେ ରହିବ IV ମାନେ 4 ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button