ଓଡିଶା

ମହିଳାଙ୍କୁ ଡିଲର୍ କହୁଛନ୍ତି ଶାରୀରିକ ସମ୍ପର୍କ ରଖିଲେ ମିଳିବ ରାସନ୍ ନହେଲେ କଟିଯିବ, ଜାଣନ୍ତୁ ପୁରା ଘଟଣା

ରାସନ୍ ଦେବା ବାହାନାରେ ଡିଲର ଦେଉଥିଲା ଯୌନ ନିର୍ଯ୍ୟାତନା ! ଆଜ୍ଞା ହଁ । ଏଭଳି ମଧ୍ୟ ଏକ ଲଜ୍ଜାଜନକ ପରିସ୍ଥିତି ଦେଖିବାକୁ ମିଳିଛି । ଯେଉଁଠି ରାସନ୍ ଦେବା ପରିବର୍ତ୍ତେ ଡିଲର ଜଣକ ମହିଳା ମାନଙ୍କ ସହ କରୁଥିଲା ଏପରି ……

କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସିଛି ଏହି ଭଦ୍ରମୁଖା ପିନ୍ଧିଥିବା ରାକ୍ଷସ ଡିଲରର ସମସ୍ତ ସତ । ଏଭଳି ଲଜ୍ଜାଜନକ ପରିସ୍ଥିତି ଦେଖିବାକୁ ମିଳିଛି ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୂର୍ ଅଞ୍ଚଳରେ । ସୂଚନା ଅନୁସାରେ , ସେହି ଅଞ୍ଚଳର ଏକ ଡିଲର୍ ରାସନ୍ ଦେବା ପରିବର୍ତ୍ତେ ମହିଳା ମାନଙ୍କ ସହ ଖରାପ ବ୍ୟବହାର କରୁଥିଲା ।

Ay

ଏହା ସହ ତାଙ୍କର ନମ୍ବର୍ ନେଇ ତାଙ୍କ ସହ କଥା ମଧ୍ୟ ହୁଅନ୍ତି । ଯଦି କେହି ତାଙ୍କ କଥାରେ ରାଜି ନ ହୁଅନ୍ତି ତେବେ ତାଙ୍କୁ ତାଙ୍କ ରାସନ୍ କାର୍ଡ କାଟି ଦେବାର ଧମକ ମଧ୍ୟ ଦିଅନ୍ତି । କେବଳ ଏତିକି ନୁହେଁ ବରଂ ସେ ଅନେକ ମହିଳାଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରନ୍ତି ।

ଆଉ ଶାରୀରିକ ସମ୍ପର୍କ ରଖିବା ସମୟରେ ସେ ଏହାର ଭିଡ଼ିଓ ବନାନ୍ତି । ସେହି ଭିଡିଓକୁ ଭାଇରାଲ୍ କରି ଦେବାର ଭୟ ଦେଖାଇ ମହିଳା ମାନଙ୍କ ସହ ସେ ତାଙ୍କ ଇଚ୍ଛା ଅନୁସାରେ ଶାରୀରିକ ସମ୍ପର୍କ ରଖିଥାନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ସତ ସମସ୍ତଙ୍କ ସାମ୍ନାକୁ ଆସିଛି । ହେଲେ ଏତେ ସବୁ ପରେ ବି ସ୍ଥାନୀୟ ପ୍ରଶାସନ ତାଙ୍କ ବିରୋଧରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button