ଭୂଗୋଳ ସାର ଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଛାତ୍ରୀ ଦେଖନ୍ତୁ ମୁଁହ ଖୋଲି କହିଲେ ସବୁ ସତ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special e
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ପିଲାମାନଙ୍କୁ ସବୁବେଳେ ଶିକ୍ଷକ ଆଉ ଶିକ୍ଷୟତ୍ରୀମାନେ ଭଲ ଶିକ୍ଷା ଦେଇଥାନ୍ତି ।
Promoted Content
ଗୁରୁ ହେଉଛନ୍ତି ସ୍ଵୟଂ ଭଗବାନଙ୍କ ଅବତାର ଆଉ ସେମାନେ ପିଲାଟିକୁ ଅନ୍ଧାରରୁ ଆଲୋକ ଆଡ଼କୁ ରାସ୍ତା ଦେଖାଇଥାନ୍ତି । କିନ୍ତୁ ଏହି ଦୁନିଆରେ ଏଭଳି କିଛି ଶିକ୍ଷକ ଆଉ ଶିକ୍ଷୟତ୍ରୀ ଅଛନ୍ତି ଯେଉଁମାନେ ଗୁରୁ ହୋଇ ଏଭଳି କାମ କରିଥାନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ସମ୍ପର୍କରେ ଜାଣିପାରିବେ । ଜଣେ ଭୂଗୋଳ ସାର୍ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ସାର୍ ଜଣଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ ।
ଏହି ସାର୍ ଜଣକ ଏହି ଛାତ୍ରୀ ଜଣଙ୍କୁ ତାଙ୍କ ଘରକୁ ଡାକୁଛନ୍ତି । ଆଉ ତାଙ୍କ ସହ ଖରାପ ବ୍ୟବହାର କରୁଛନ୍ତି । ତାଙ୍କୁ ଦଶମ ଶ୍ରେଣୀରେ ପାସ କରିଦେବାକୁ କହୁଛନ୍ତି ଆଉ ତାଙ୍କ କଥା ମାନିବାକୁ କହୁଥିଲେ । ଏହି ଛାତ୍ରୀ ଜଣକ ସ୍କୁଲରେ ବସୁଥିବା ବେଞ୍ଚରେ ହାର୍ଟ ଆଉ କିସ୍ ଚିତ୍ର ଆଙ୍କୁଛନ୍ତି ।
Special report
ଯଦି ଛାତ୍ରୀ ଜଣକ ତାଙ୍କ କଥା ନ ମାନନ୍ତି ତାହେଲେ ତାଙ୍କୁ ଦଶମରେ ଫେଲ୍ କରିଦେବେ ବୋଲି ଏହି ସାର୍ ଜଣକ ଧମକ ଦେଉଥିଲେ । ଏହିସବୁ କଥା ସାର୍ ନିଜେ ଏହି ଛାତ୍ରୀ ଜଣଙ୍କୁ କହିଥାନ୍ତି । ନହେଲେ ଜଣେ ଛାତ୍ରୀଙ୍କ ହାତରେ କହିବାକୁ କହିଥାନ୍ତି ।
ଏହି ରସିକିଆ ଶିକ୍ଷକ ଜଣକ ହେଉଛନ୍ତି କାଳୁଚରଣ । ଏହି ଶିକ୍ଷକ ଜଣକ ବହୁତ ରସିକିଆ ଅଟନ୍ତି ଆଉ ସେ ସବୁ ଛାତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି । ଏହି ଘଟଣା ଆସିଛି ଭରତପୁର ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରୁ ।