ମନୋରଞ୍ଜନ

Jyotish Shastra- କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 3 ଟି ନାମର ପୁଅ, କଣ ଆପଣଙ୍କ ନାମ ଅଛି ଏଥିରେ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ନାମ ଥିବା ପୁଅଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାନ୍ତି ଏବଂ ବହୁତ ଖାସ ହୋଇଥାନ୍ତି। ବନ୍ଧୁଗଣ ଦୁନିଆ ରେ ଥିବା ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଙ୍କ ଠାରୁ ବହୁତ ଭିନ୍ନ ହୋଇଥାନ୍ତି। ଆଚାର, ବ୍ୟବହାର, ସ୍ଵଭାବ ଆଦି ଦୃଷ୍ଟି ରୁ ସମସ୍ତ ବ୍ୟକ୍ତି ପରସ୍ପର ଠାରୁ ଭିନ୍ନ ଅଟନ୍ତି।ତେବେ ବନ୍ଧୁଗଣ ଦୁନିଆ ରେ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ ବହୁତ ଭିନ୍ନ ଏବଂ ସମସ୍ତଙ୍କ ଠାରୁ ବହୁତ ଖାସ ହୋଇଥାନ୍ତି।

ସଂକ୍ଷେପରେ କହିବାକୁ ଗଲେ ସେହି ବ୍ୟକ୍ତି ମାନେ କୋଟିଏ ରେ ଗୋଟିଏ ଅଟନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି ନାମ ଥିବା ପୁଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସମ୍ପୂର୍ଣ୍ଣ ଭିନ୍ନ ଏବଂ ବହୁତ ଖାସ ହୋଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି’ A’। ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟ ରୁ ବହୁତ ସଫା ହୋଇଥାନ୍ତି ଏବଂ ସର୍ବଦା ଅନ୍ୟଙ୍କୁ ଖୁସି ପ୍ରଦାନ କରିଥାନ୍ତି। ଏହି ନାମ ର ପୁଅ ମାନେ କେବେବି ଅନ୍ୟର ମନରେ ଦୁଃଖ ଦିଅନ୍ତି ନାହିଁ। ଏମାନେ ଭରସା ଯୋଗ୍ୟ ଅଟନ୍ତି ଏବଂ ଏହି ପୁଅ ମାନଙ୍କ ଉପରେ ବହୁତ ଶୀଘ୍ର ବିଶ୍ୱାସ କରିହେବ।

ଏହି ବ୍ୟକ୍ତି ମାନଙ୍କ ଜୀବନ ରେ ବିଳମ୍ବ ରେ ତାଙ୍କ ଜୀବନ ସାଥି ଆସିଥାନ୍ତି କିନ୍ତୁ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ନାମ ଥିବା ପୁଅ ମାନେ ନିଜ ଜୀବନ ସାଥି ଙ୍କୁ ଦୁନିଆ ର ସମସ୍ତ ଖୁସି ପ୍ରଦାନ କରନ୍ତି। ଏମାନଙ୍କ ଜୀବନ ସାଥି ତାଙ୍କ ଜୀଵନ ରେ ସକରାତ୍ମକତା ନେଇ ଆସନ୍ତି ଏବଂ ଏହି ନାମ ର ପୁଅ ମାନେ ନିଜ ସମ୍ପର୍କକୁ ବହୁତ ଗୁରୁତ୍ୱ ପ୍ରଦାନ କରିଥାନ୍ତି।

୨. ବନ୍ଧୁଗଣ ଦ୍ବିତୀୟ ଅକ୍ଷରଟି ହେଉଛି ‘C’। ଏହି ଅକ୍ଷରରୁ ଯେଉଁ ପୁଅ ମାନଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କ ଜୀଵନ ରେ ରାଜଯୋଗ ର ସମ୍ଭାବନା ରହିଛି। ଏହି ବ୍ୟକ୍ତି ମାନେ ନିଜର ସମସ୍ତ କାର୍ଯ୍ୟ କୁ ସଠିକ ଏକ ଇମାନ୍ଦାର ଭାବରେ କରିଥାନ୍ତି। କାମ ଛୋଟ ହେଉ ଅଥବା ବଡ଼, ଏମାନେ ନିଷ୍ଠାର ସହିତ ନିଜର ସମସ୍ତ କାର୍ଯ୍ୟ କୁ ପୂରଣ କରିଥାନ୍ତି।

ଏହି ନାମ ଥିବା ପୁଅ ବାହାରୁ ଯେତେ କଠିନ ହୋଇଥାନ୍ତି ଭିତରୁ ସେତେ ନରମ ହୋଇଥାନ୍ତି। ଏମାନେ ସର୍ବଦା ସତ୍ୟ ର ସାଥ ଦେଇଥାନ୍ତି। ଏହି ନାମ ଥିବା ପୁଅ ମାନେ ଜୀବନ ରେ ଖୁବ ପରିଶ୍ରମ କରିଥାନ୍ତି ଏବଂ ତାର ଫଳ ମଧ୍ୟ ଏମାନଙ୍କୁ ପ୍ରାପ୍ତ ହୋଇଥାଏ। ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି ‘P’। ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସଫା ମନର ହୋଇଥାନ୍ତି। ଏହି ନାମ ଥିବା ପୁଅ ମାନଙ୍କ ସ୍ଵଭାଵ ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ଏହି ପୁଅ ମାନଙ୍କ ଜୀବନ ରେ ଯେତେବି ଦୁଃଖ କଷ୍ଟ ଆସିଲେ ମଧ୍ୟ ଏମାନେ ହାର ମାନି ନଥାନ୍ତି ଏବଂ ସମସ୍ତ ସମସ୍ୟା ର ସମାଧାନ ନିଜ ବଳରେ କରିଥାନ୍ତି। ଏହି ନାମ ଥିବା ପୁଅ ମାନେ କେବେବି ନିଜ ଦୁଃଖ କୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ।

ଏହି ନାମ ଥିବା ପୁଅ ମାନଙ୍କୁ ଯେ କୌଣସି ଦାୟିତ୍ୱ ପ୍ରଦାନ କରାଯାଇଥାଏ ସେ ତାକୁ ସଠିକ ଭାବରେ ତୁଲାଇଥାନ୍ତି ଏବଂ ଏହି ପୁଅ ମାନେ ସମସ୍ତଙ୍କ ହୃଦୟ ରେ ନିଜର ଜାଗା ତିଆରି କରିଥାନ୍ତି ଏବଂ ସମାଜରେ ନିଜର ମାନ ସମ୍ମାନ ପ୍ରତିଷ୍ଠା କରିଥାନ୍ତି।

ଜୀବନ ସାଥି ମାମଲାରେ ଏହି ପୁଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବା ଜୀବନ ସାଥି ମିଳିଥାଏ ଏବଂ ଏମାନଙ୍କ ଜୀବନ ସାଥି ତାଙ୍କୁ ବହୁତ ଭଲ ପାଇଥାଏ ଏବ ତାଙ୍କର ବହୁତ ଇଜ୍ଜତ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button