Quiz: କେଉଁ ଗଛ ଘରେ ଲଗାଇଲେ ଖରାପ ଶକ୍ତିର ପ୍ରଭାବ ଚାଲିଯାଏ ଓ ଭଲ ଶକ୍ତିର ପ୍ରଭାବ ପଡିଥାଏ ? ଏହା ସହ ଆହୁରି କିଛି GK Quiz

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।
ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହି ଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣା ର କଥା ଆଲୋଚନା କରିବା ।
ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ । ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ । ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନ ପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।
1- ଜାମୁକୋଳି ମଞ୍ଜି ର ଗୁଣ୍ଡ ଖାଇଲେ ଶରୀର ରେ କଣ ବଢିଥାଏ ?
ଉତ୍ତର- ଇନସୁଲିନ ।
2- ଗୋଟା ମୁଗ ଭେଦାର ପାଣି ପିଇଲେ ମଣିଷ ର କଣ ହୋଇଥାଏ ?
ଉତ୍ତର- ଓଜନ କମିଥାଏ ।
3- ସାପ ମାନଙ୍କ ମଧ୍ୟରୁ ରାଜା କିଏ ଅଟେ ?
ଉତ୍ତର- କିଙ୍ଗ କୋବ୍ରା ।
4- ଛୋଟ ପିଲା ଙ୍କୁ କଣ ଖାଇବାକୁ ଦେଲେ ସ୍ମରଣ ଶକ୍ତି ବଢିଥାଏ ?
ଉତ୍ତର- ପେସ୍ତା ବାଦାମ ।
5- ପଇଡ ପାଣି କେତେ ସମୟ ମଧ୍ୟ ପିଇବା ଉଚିତ ନ ହେଲେ ବିଷ ହୋଇଯାଏ ?
ଉତ୍ତର- 5 ମିନିଟ ।
6- କୌଣସି କାରଣରୁ ଯଦି ପେଟ କାମୁଡିଥାଏ ଶରୀର ର କେଉଁ ଅଙ୍ଗ କୁ ଛୁଇଁଲେ ପେଟ କାମୁଡା କମିଯାଏ ?
ଉତ୍ତର- ନାଭି କୁ ଛୁଇଁଲେ ।
7- କେଉଁ ଦେଶର ପ୍ରଧାନମନ୍ତ୍ରୀ ନିଜ ଝିଅ କୁ ବିବାହ କରିଥିଲେ ?
ଉତ୍ତର- ଡୋମିନିକା ।
8- ଡାଇବେଟିସ ରୋଗୀ କେଉଁ ଫଳ ଖାଇଲେ ସାଙ୍ଗେ ସାଙ୍ଗେ ସୁଗାର ଲେବଲ ବଢି ଯାଇଥାଏ ?
ଉତ୍ତର- ଆମ୍ବ, କଦଳୀ, ତରଭୁଜ, ସପୁରି ।
9- କେଉଁ ଗଛ ଘରେ ଲଗାଇଲେ ଖରାପ ଶକ୍ତିର ପ୍ରଭାବ ଚାଲିଯାଏ ଓ ଭଲ ଶକ୍ତିର ପ୍ରଭାବ ପଡିଥାଏ ?
ଉତ୍ତର- କର୍ପୁର ଗଛ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।