ରାଶିଫଳ

Jyotish Shastra- ସ୍ୱାମୀଙ୍କୁ ନିଜ କଣ୍ଟ୍ରୋଲ ରେ ରଖିଥାନ୍ତି ଏହି 5 ଟି ରାଶିର ଝିଅ, ଶେଷ ରାଶି ବାଲି ଠାରୁ ତ ଭଗବାନ ହିଁ ବଞ୍ଚେଇ ପାରିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ରାଶି ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସର୍ବଦା ନିଜ ପାର୍ଟନର ଙ୍କୁ ନିଜ କାବୁ ରେ ରଖିଥାନ୍ତି। ବନ୍ଧୁଗଣ ଭଲ ପାଇବାର ଅନୁଭବ ବହୁତ ଖାସ ହୋଇଥାଏ। ଭଲ ପାଇବାର ପ୍ରଥମ ରେ ସମସ୍ତ ଜିନିଷ ରେ ସକରାତ୍ମକତା ଦେଖାଯାଇଥାଏ। ବିବାହ ର ପୂର୍ବ ରୁ ଝିଅ ମାନେ ନିଜ ପାର୍ଟନର ଙ୍କ ସମସ୍ତ କଥାକୁ ମାନିଥାନ୍ତି ଏବଂ ସେମାନଙ୍କ ହିସାବରେ ରହିଥାନ୍ତି।କିନ୍ତୁ ବନ୍ଧୁଗଣ କିଛି ଏଭଳି ରାଶି ର ଝିଅ ଅଛନ୍ତି ଯେଉଁମାନେ ବିବାହ ପରେ ନିଜ ପାର୍ଟନର ଙ୍କୁ ନିଜ ହିସାବରେ ରଖିଥାନ୍ତି ଏବଂ ନିଜର ହୁକୁମ ଚଲାଇଥାନ୍ତି। ଝିଅ ମାନଙ୍କର ଏହି ସ୍ୱଭାବ ଜାଣିବା କଷ୍ଟକର ହୋଇଥାଏ କିନ୍ତୁ ରାଶି ମାଧ୍ୟମରେ ଏହା ଜଣା ପଡ଼ିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ରାଶି ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବିବାହ ପରେ ନିଜ ଶାଶୂଘର ସହିତ ନିଜ ପତି ଙ୍କୁ ମଧ୍ୟ ନିଜ କାବୁରେ ରଖିଥାନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତୃତ ଭାବରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ସିଂହ ରାଶି’। ବନ୍ଧୁଗଣ ସିଂହ ରାଶିର ଝିଅ ମାନେ ଅତ୍ୟନ୍ତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି। କିନ୍ତୁ ଏହି ରାଶିର ଝିଅ ମାନେ ନିଜ ପାର୍ଟନର ଙ୍କ ଉପରେ ସହଜରେ ଭରସା କରି ନଥାନ୍ତି ଏବଂ ପ୍ରାୟତଃ ନିଜ ପାର୍ଟନର ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଥାନ୍ତି। ନିଜର ଏହି ସନ୍ଦେହ ଦୃଷ୍ଟି ଯୋଗୁଁ ଏହି ରାଶିର ଝିଅ ମାନେ ସର୍ବଦା ନିଜ ପାର୍ଟନର ଙ୍କ ଉପରେ ନିଜର ହୁକୁମ ଚଲାଇଥାନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ଧନୁ ରାଶି’। ଯେଉଁ ପୁଅ ମାନଙ୍କ ଗାର୍ଲଫ୍ରେଣ୍ଡ ଏହି ରାଶିର ଅଟନ୍ତି ସେହି ରାଶିର ବ୍ୟକ୍ତି ମାନେ ସାବଧାନତା ର ସହିତ ରହିବା ଆବଶ୍ୟକ।କାରଣ ଏହି ରାଶିର ଝିଅ ମାନେ ଆଦେଶ ଦେବାରେ ମାହିର ହୋଇଥାନ୍ତି କିନ୍ତୁ ଅନ୍ୟ କୌଣସି ବ୍ୟକ୍ତି ର ଆଦେଶ କୁ ମାନି ନଥାନ୍ତି। ଏମାନେ ନିଜ ଜୀବନରେ କାହାର ବି ଦଖଲବାଜି ପସନ୍ଦ କରନ୍ତି ନାହିଁ। ଏହି ରାଶିର ଝିଅ ମାନେ ସର୍ବଦା ନିଜ ବଶୀକରଣ ରେ ରଖିଥାନ୍ତି।

୩. ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ତୁଳା ରାଶି’। ଏହି ରାଶିର ଝିଅ ମାନେ ଲିଡରସପ ରେ ମାହିର ହୋଇଥାନ୍ତି। ଏମାନେ ବହୁତ ଦେଖାଣିଆ ସ୍ଵଭାବ ର ହୋଇଥାନ୍ତି। ଏହି ରାଶିର ଝିଅ ମାନେ ନିଜ ପାର୍ଟନର ଙ୍କ ସମ୍ବନ୍ଧରେ ପ୍ରତ୍ୟେକ ତଥ୍ୟ ର ହିସାବ ରଖନ୍ତି ଏବଂ ଏହି ରାଶିର ଝିଅ ମାନେ ନିଜ ଇସାରାରେ ନିଜ ପାର୍ଟନର ଙ୍କୁ ନଚାଇ ଥାଆନ୍ତି।

 

୪. ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘କନ୍ୟା ରାଶି’। ବନ୍ଧୁଗଣ ଏହି ରାଶିର ଝିଅ ମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଏମାନେ ନିଜ ପାର୍ଟନର ଙ୍କ ସହିତ ଅନ୍ୟ କାହାକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ଏହି କାରଣ ରୁ ଏହି ରାଶିର ଝିଅ ମାନେ ସର୍ବଦା ନିଜ ପାର୍ଟନର ଙ୍କୁ ନିଜ କାବୁ ରେ ରଖିଥାନ୍ତି।

୫. ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି, ‘ମକର ରାଶି’। ଏହି ରାଶିର ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏହି ରାଶିର ଝିଅ ମାନେ କେବେବି କୌଣସି ଅନ୍ୟ ବ୍ୟକ୍ତି ଙ୍କ ସାମ୍ନାରେ ମଥା ନୂଆଇବା ପସନ୍ଦ କରନ୍ତି ନାହିଁ। ଏହି କାରଣରୁ ମକର ରାଶିର ଝିଅ ମାନେ ନିଜ ପାର୍ଟନର ଙ୍କୁ ମଧ୍ୟ ନିଜ ହିସାବରେ ରଖିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button