ବିଚାର

କଣ ରାଜା ରାଣୀମାନେ ମଧ୍ୟ ସୌଚ ପାଇଁ କ୍ଷେତକୁ ଯାଇଥିଲେ କି? ଜାଣନ୍ତୁ କଣ କରୁଥିଲେ ସେମାନେ

ଆସନ୍ତୁ ଜାଣିବା ପୁରୁଣା ସମୟରେ ମହାରାଜା ଓ ମହାରାଣୀ ପାଇଁ ସୌଚାଳୟ ବ୍ୟବସ୍ଥା କିପରି ରହୁଥିଲା, ପୁରୁଣା ସମୟରେ ରାଜା ଓ ରାଣୀ ପାଇଁ ଲମ୍ବା ଚଉଡା ରାଜମହଲ ରେ ବିଶେଷ ବ୍ୟବସ୍ଥା କରା ଯାଉଥିଲା ଯେମିତି ରାଜା ଓ ରାଣୀ ପାଇଁ ମୁଖ୍ୟ ମହଲ ଠାରୁ କିଛି ବାଟ ଦୂରରେ ସ୍ନାନଘର ରହୁଥିଲା ସେମିତି ବଡ ସୌଚାଳୟ ମଧ୍ୟ ରହୁଥିଲା ଖବର ଅନୁଯାଇ ସୌଚ ପରେ ତା ଉପରେ ମାଟିରେ ପୋତା ଯାଉଥିଲା । ରାଜସ୍ଥାନ କିଲା ରେ ଗୋଟେ ଶାହି ସୌଚାଳୟ କେବଳ ରାଜ ପରିବାର ବ୍ୟବହାର ପାଇଁ ସୁବିଧାଜନକ କରା ଯାଇଥିଲା, ଆଜି ଠାରୁ ୫୦୦୦ ବର୍ଷ ପୁରୁଣା ସିନ୍ଧୁ ଘାଟିରେ ସଭ୍ୟତା ଖୁଦାଇ କଲା ବେଳେ ଏହି ସୌଚାଳୟ ପ୍ରାପ୍ତ ହେଇଛି ।

Image Courtesy: Google

ଖୋଳୀଳା ବେଳେ ଦୁଇଟି ସୌଚାଳୟ ଦେଖିବାକୁ ମିଳିଛି ଗୋଟେ ଫ୍ଲସ ଟୋଇଲେଟ ଓ ନାନ ଫ୍ଲସ ଟୋଇଲେଟ ଯେଉଁଠି ନଦୀ ନଳା ସହ ରାସ୍ତା ମଧ୍ୟ କରା ଯାଇଥିଲା, କଚଡା ବାହାର କରିବାରେ କାମ ଆସିଥାଏ, ତେବେ ୫୦୦୦ ବର୍ଷ ପୁରୁଣା ଏହି ଟୋଇଲେଟ ଗୋଟେ ବର୍ଷ ଖୁଦାଇ କଲା ପରେ ପ୍ରାପ୍ତ ହୋଇଛି, ଆଜିକା ସମୟରେ ଆମେ ଯାହାକୁ ୱେଷ୍ଟର୍ନ ଟୋଇଲେଟ କହୁଛୁ ସେ ସେହି ସମୟରେ ମଧ୍ୟ ଉପଲବ୍ଧ ଥିଲା ।

Image Courtesy: Google

ଖବର ଅନୁଯାଇ ଦିଲ୍ଲୀରେ ସୁଲଭ ସୌଚାଳୟ ସଂରାହଳୟ କରା ଯାଉଛି ରାଜା ମହାରାଜା ସମୟରେ ସିଙ୍ଘାସନ ଭଳି ଦେଖା ଯାଉଥିବା ଟୋଇଲେଟ ଓ ହଡପ୍ପା ସଭ୍ୟତା ଅନୁଯାଇ ମୋହନ ଯୋଦାରୋ ସମୟରେ ବ୍ୟବହାର କରା ଯାଉଥିବା ଟୋଇଲେଟ ସିଟ ସବୁ ପ୍ରକାର ପ୍ରାଚୀନ ସୌଚାଳୟ ସଂଗ୍ରହ କରା ଯାଇଛି ଯାହା ପ୍ରାଚୀନ ସମୟରେ ବଡ ବଡ ମହାରାଜାମାନେ ବ୍ୟବହାର କରୁଥିଲେ । ଏହା ଦେଖି ଆପଣ ମଧ୍ୟ ଜାଣି ପାରୁଥିବେ ଯେ ପୁରୁଣା ସମୟରୁ ଭରତ ଲୋକ ବହୁତ ସ୍ଵଛ ରହୁଥିଲେ ଓ ସ୍ଵଛତା ଧ୍ୟାନ ରଖୁଥିଲେ ।

Image Courtesy: Google

ତେବେ ଆମେ ଆଜି ଆପଣଙ୍କୁ ରାଜା ମହାରାଜା ସୌଚାଲୟ ପାଇଁ କଣ କରୁଥିଲେ ଏବଂ କେମିତି ଏହା ସବୁ କରା ଯାଉଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button