ରାଶିଫଳ

ଜୁଲାଇ 01 ପବିତ୍ର ରଥଯାତ୍ରା ପର ଠାରୁ ସୁନା ଝୁଲଣାରେ ଝୁଲିବେ ଏହି 8 ଟି ରାଶି, ସରିଗଲା ଦୁଃଖର ଦିନ

ବନ୍ଧୁଗଣ ଜୁଲାଇ ୧ ତାରିଖ ପବିତ୍ର ରଥ ଯାତ୍ରା  । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଗ୍ରହ ମାନଙ୍କର ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ଶୁଭ ପ୍ରଭାବ କିଛି ରାଶିର ଲୋକଙ୍କୁ ପ୍ରାପ୍ତ ହେବାକୁ ଯାଉଛି । ତେବେ ୮ ଟି ରାଶିର ଲୋକଙ୍କୁ ଏହି ଶୁଭ ଫଳ ପ୍ରାପ୍ତି ହେବ । ତେବେ ରାଶି ଗୁଡିକ ସମ୍ଭନ୍ଧ ରେ ଆସନ୍ତୁ ଜାଣିନେବା । ପ୍ରଥମ ରାଶି ହେଉଛି କୁମ୍ଭ ରାଶି – ଆପଣ କିଛି ଅଳଙ୍କାର, ବା କୌଣସି ନୂତନ ଜାଗା ଆଦି କିଣି ପାରନ୍ତି । ଆପଣଙ୍କର ବ୍ୟବସାୟ ରେ ଉନ୍ନତି ହେବ । ବ୍ୟାଙ୍କ ଆଦିରୁ ଆପଣ ଋଣ ଆଣି ପାରନ୍ତି ।

ଆପଣଙ୍କର ଆୟ ବୃଦ୍ଧି ହେବ । ଏହା ସହିତ ଆପଣ ଆୟ ବୃଦ୍ଧି ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରିବେ ସେଥିରେ ଆପଣ ସଫଳ ହେବେ । ଦ୍ଵିତୀୟ ରାଶି ହେଉଛି ମିଥୁନ ରାଶି – ଆପଣଙ୍କର ବ୍ୟବସାୟ ରେ ଲାଭ ପ୍ରାପ୍ତି ହେବ । ଆପଣଙ୍କ ଉନ୍ନତି ଦେଖି ଆପଣଙ୍କ ଶତ୍ରୁ ଆପଣଙ୍କୁ ଅନେକ କଷ୍ଟ ଦେଇ ପାରନ୍ତି । କିନ୍ତୁ ଆପଣ ନିଜର ଏକାଗ୍ରତା ସହ ନିଜର କର୍ତ୍ତବ୍ୟ କରିବେ ।

ଯାହା ଫଳରେ ଆପଣ ପ୍ରତେକ କାର୍ଯ୍ୟ ରେ ସଫଳତା ପାଇବେ । ଏହା ଛଡା ଆପଣମାନେ ଯଦି ଚାକିରୀ କ୍ଷେତ୍ରରେ ଅଛନ୍ତି ଆପଣଙ୍କୁ  ଆପଣଙ୍କ ଉପର କର୍ମଚାରୀଙ୍କ ଠାରୁ ପ୍ରଶଂସା ମିଳିପାରେ । ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜର କ୍ୟାରିୟର ରେ ଉନ୍ନତି କରିବେ ।

ତୃତୀୟ ରାଶି ହେଉଛି ବୃଷ ରାଶି – ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଯଦି ଆପଣଙ୍କ ମଧ୍ୟରୁ କାହାର ବିବାହ ହୋଇ ପାରୁ ନଥିଲା କେଉଁ କାରଣରୁ ଏହି ସମୟ ରେ  ବିବାହ ଯୋଗ ମଧ୍ୟ ଅଛି । ଆପଣ ନିଜର ଜୀବନସାଥୀଙ୍କ ସହ ଅଧିକ ସମୟ ବ୍ୟତୀତ କରିବେ ।

ଚତୁର୍ଥ ରାଶି ସିଂହ ରାଶି ହେଉଛି – ଆପଣଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ । ଚାକିରୀରେ ପଦୋନ୍ନତି ହୋଇପାରେ । ବ୍ୟବସାୟ କ୍ଷେତ୍ର ରେ ଲାଭ ପ୍ରାପ୍ତି ହେବ । ଆପଣଙ୍କର ଆୟ ରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ପାରିବାରିକ ଶାନ୍ତି ବୃଦ୍ଧି ହେବ ।

ପଞ୍ଚମ ରାଶି ହେଉଛି ତୁଳା ରାଶି – ଏହି ରାଶିର ଛାତ୍ରଛାତ୍ରୀଙ୍କ ର କ୍ୟାରିୟର ପାଇଁ ଏହି ସମୟ ବହୁତ ଭଲ ଅଟେ । ଆପଣ ଓ ଆପଣଙ୍କ ଜୀବନସାଥୀ କୌଣସି ସ୍ଥାନ କୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ପରିବାରରେ ସୁଖ ଓ ଶାନ୍ତି ବୃଦ୍ଧି ହେବ । ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ । ଧନ ଲାଭ ର ଯୋଗ ଅଛି ।

ଷଷ୍ଠ ରାଶି ହେଉଛି ମୀନ ରାଶି – ଆପଣଙ୍କର ବ୍ୟବସାୟ ଓ ଚାକିରୀ ରେ ଉନ୍ନତି ହେବ । ଆୟ ବୃଦ୍ଧି ର ଯୋଗ ଅଛି । କୌଣସି ନୂଆ ଜିନିଷ ଆପଣ କିଣି ପାରନ୍ତି । ସପ୍ତମ ରାଶି ହେଉଛି ମେଷ ରାଶି – ପରିବାରରେ ଲାଗି ରହିଥିବା ସବୁ ସମସ୍ୟା ଏବେ ଦୂର ହେବ । ଆର୍ଥିକ ସ୍ଥିତି ରେ ପରିବର୍ତ୍ତନ ହେବ । ଛାତ୍ରଛାତ୍ରୀ ମାନେ ପଢ଼ାରେ ନିଜର ଧ୍ୟାନ ଦେବା ଦ୍ୱାରା ଭଲ ଫଳ ପାଇବେ । ଅଷ୍ଟମ ରାଶି ହେଉଛି- କନ୍ୟା ରାଶି – ଆପଣଙ୍କର ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ ହେବ । ବ୍ୟବସାୟ ରେ ଉନ୍ନତି ହେବ । ଆପଣଙ୍କର ସବୁ ସମସ୍ୟା ଏବେ ଦୂର ହେବ । ଧନ ପ୍ରାପ୍ତି ର ଯୋଗ ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button