ମନୋରଞ୍ଜନ

ନିଜ ଜୀବନର କିଛି ଅଭୂଲା ସ୍ମୃତି ବଖାଣିଲେ ଅଭିନେତ୍ରୀ Jyoti Mishra, ଦେଖନ୍ତୁ ଜ୍ଯୋତି ମିଶ୍ରଙ୍କ ସହ ଏହି Exclusive Interview

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜ୍ୟୋତି ମିଶ୍ର । ଆପଣ ମାନେ ସମସ୍ତେ ଜ୍ୟୋତି ମିଶ୍ରଙ୍କୁ ଅନେକ ଓଡିଆ ଫିଲ୍ମରେ ଦେଖିଥିବେ । ସେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଜ୍ୟୋତି ମିଶ୍ରଙ୍କ ଏକ ସାକ୍ଷାତ୍କାର ଭିଡିଓ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ସାକ୍ଷାତ୍କାରରେ ଜ୍ୟୋତି ମିଶ୍ର ନିଜ ଫିଲ୍ମ କାରିୟର ବିଷୟରେ କହୁଥିବାର ନଜର ଆସୁଛନ୍ତି । ଜ୍ୟୋତି ସେହି ସାକ୍ଷାତ୍କାରରେ କହିଛନ୍ତି- ‘ପୁରୁଣା ଦିନରେ ଗୋଟେ ଚାର୍ମ ଥିଲା କାମ କରିବାର ଯୌଟା ଏବେ ବଦଳି ଯାଇଛି’ ।

ଆଗକୁ ସେ କହିଛନ୍ତି- ‘ସେତେବେଳେ ଯେଉଁ ଟାଇପର ଚରିତ୍ର ମିଳୁଥିବା ଏବେ ଅଲଗା ମିଳୁଛି । ତେବେ ସେହି ଲଭ, ସେହି ସ୍ନେହ ଓ ସେହି ଚରିତ୍ର ଗୁଡିକ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ବାହାରୁ ଆମେ ମାନେ ସମୟ ସହ ବଦଳି ଥାଉ ହେଲେ ମଣିଷ ନିଜ ଭିତରୁ ଅଧିକ ବଦଳେ ନାହିଁ । ତେଣୁ କାମ ହିସାବରେ ବେସୀ କିଛି ଫରକ ପଡୁ ନାହିଁ କେବଳ ଚରିତ୍ରରେ ଫରକ ପଡୁଛି । ଆମେ ୩୦ ଦିନ ୪୦ ଦିନରେ ଗୋଟେ ଫିଲ୍ମ କରୁଥିଲୁ’ ।

ଆଗକୁ ସେ କହିଛନ୍ତି-‘ଏବେ ସେହି ଫିଲ୍ମ ୧୦ ରୁ ୧୫ ଦିନ ଭିତରେ ହେଇଯାଉଛି । ଯେତେବେଳେ ମୁ ଟେଲିଭିଜନ ସିରିଏଲ କଲି ସେତେବେଳେ ମୁ ଅଧିକ ଟଙ୍କା ନେଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଜ୍ୟୋତି ମିଶ୍ର ନିଜ ଫିଲ୍ମ କାରିୟର ବିଷୟରେ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button