ଜୀବନଶୈଳୀ

ମଦ ପିଉଥିବା ପ୍ରତେକ ଝିଅ ସହ ଏହା ହିଁ ହବା ଉଚିତ, ଯାହା ଏହି ପୁଅ କଲା- ଭିଡିଓ ଦେଖି ଚକିତ ରହି ଯିବେ

ଆପଣ ସମସ୍ତେ ଜାଣିଛନ୍ତି ଯେ ଭଲ ପାଇବା ହେଉ ବା ମଦ ନିଶା ଦୁହେଁ ମଣିଷକୁ ନିଜ କାବୁ ରେ ରଖନ୍ତି, ନିଶା ମଦ ର ହେଉ ବା ପ୍ରେମ ର ଦୁଇଟି ଜାଗା ରେ ମଣିଷ ହୋଶ ହରେଈ ଥାଏ । ଆଜି ଯେଉଁ ଭିଡିଓ ଆମେ ଆପଣଙ୍କୁ ଦେଖେଇବା ପାଇଁ ଯାଉଛୁ ତାହା ଏହି କଥା ପ୍ରମାଣ କରିବ । ନିଶା କରୁଥିବା ଲୋକ ନିଜ ଜୀବନ ରେ କିଛି ଭଲ କରି ପାରନ୍ତିନୀ, ସେଥିପାଇଁ ମଣିଷକୁ ଭୁଲରେ ବି ନିଶା କରିବା ଉଚିତ ନୁହଁ ।

ଆପଣ ମଧ୍ୟ ବହୁତ ଥର ଲୋକଙ୍କୁ ରାସ୍ତା ରେ ନିଶା ଅବସ୍ତା ରେ ପଡି ଥିବାର ଦେଖି ଥିବେ ।

କେତେ ଥର ନିଶା ଅବସ୍ତା ପାଇଁ ଲୋକ ଭୟଙ୍କର ଦୁର୍ଘଟଣା ର ଶିକାର ହୋଇ ଥାନ୍ତି । ମଦ ବୋତଲ ଉପରେ ମଧ୍ୟ ଲେଖା ହୋଇ ଥାଏ ଯେ ମଦ୍ୟ ପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ଏତେ ଜାଗୃକ୍ତା ପରେ ମଧ୍ୟ ଲୋକ ମଦ ପିଇବା ଛାଡୁ ନାହାନ୍ତି । ଝିଅମାନଙ୍କ ପାଇଁ ଏହି ପ୍ରଶ୍ନ ବହୁତ ଗମ୍ଭୀର ହୋଇ ଯାଏ କାହିଁକିନା ଝିଅମାନଙ୍କ ମାମଲା ରେ ଅଧିକ ସାବଧାନ ରହିବା ଉଚିତ ଅଟେ ।

ନିଶା ଅବସ୍ତା ରେ ଝିଅମାନଙ୍କ ସହ ବେଳେ ବେଳେ ଏମିତି ଘଟଣା ଘଟି ଯାଇଥାଏ ଯାହା ପାଇଁ ତାଙ୍କୁ ଜୀବନ ସାରା କାନ୍ଦିବାକୁ ପଡେ । ଏମିତି ଏଥିପାଇଁ ହୁଏ କାହିଁକିନା ସମାଜ ରେ ଏମିତି ବହୁତ ରାକ୍ଷାଶ ଅଛନ୍ତି ଯିଏ ନିଶା ରେ ଥିବା ଝିଅ ଜୀବନ ବର୍ବାଦ କରିବା ପାଇଁ ଅନେଇ ବସି ଥାନ୍ତି । ତେବେ ଆମେ ଝିଅମାନଙ୍କୁ ଏତିକି କହିବା ପାଇଁ ଚାହୁଁ ଯେ ସେତିକି ପିଅନ୍ତୁ ଯାହା ପରେ ଆପଣ ନିଜ ହୋଶ ରେ ରହି ପାରିବେ ଓ ଆପଣଙ୍କୁ ନିଶା ହବ ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖେଇବା ପାଇଁ ଯାଉଛୁ ତାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଜିକାଲି ଏହି ଭିଡିଓ ସୋଶିଅଲ ମିଡିଆ ରେ ବହୁତ ଭାଇରାଲ ହେଉଛି, ଏହି ଭିଡିଓ ରେ ଆପଣ ଦେଖିବେ ଯେ ଗୋଟେ ଝିଅ ନିଜ ସାଙ୍ଗ ସହ ମଦ ପିଉଚି ଯାହା ପରେ ଝିଅ ନିଜ ହୋଶ ହରେଈ ଦଉଛି ଏବଂ ଏହା ପରେ ତା ସହ ଯାହା ହେଲା ଆପଣ ଏହି ଭିଡିଓ ରେ ଦେଖି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button