ଶୋଇବା ଆଗରୁ ସ୍ତ୍ରୀ ସହ କରନ୍ତୁ ଏହି କାମ, ୭ ଦିନରେ ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ
୧. ପ୍ରଥମ ଉପାୟ ସବୁ ସ୍ଵାମୀ ମାନଙ୍କୁ ନିଜ ସବୁ କାମ ସମାପ୍ତ କରି ସ୍ତ୍ରୀ ଶୋଇବା ବେଳେ ତା ସହ କିଛି ମିଠା କଥା କହିବା ଉଚିତ । ରାତିରେ ରୋମାଣ୍ଟିକ କଥା କହିଲେ ସ୍ତ୍ରୀ ମାନଙ୍କ ମନ ଶାନ୍ତ ହୋଇଥାଏ ଆଉ ସ୍ତ୍ରୀ ମାନେ ନିଜ ଦିନସାରା ଅସୁବିଧା ଭୁଲି ଖୁସି ହୁଅନ୍ତି ।
୨.ଗୋଟେ ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ଯେଉଁ ଦମ୍ପତି ରାତିରେ ଆଲିଙ୍ଗନ କରି ସୋଇଥାନ୍ତି ତାଙ୍କ ମଝିରେ ଭଲ ପାଇବା ସବୁବେଳେ ବଢିବାକୁ ଲାଗିଥାଏ ଆଉ ଏହି ଭଳି ପୁରୁଷଙ୍କ ସ୍ତ୍ରୀ କେବେ ତାଙ୍କୁ ଧୋକା ଦିଅନ୍ତି ନାହିଁ ।
୩. ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ ତେବେ ସେ ଘର କାମ କରି ଥକି ଯାଇଥାନ୍ତି ଆବଶ୍ୟକ ପଡିଲେ ବା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଆପଣଙ୍କୁ ତାଙ୍କୁ ଘଷା ମୋଡା କରି ଦବା ଉଚିତ ହୋଇଥାଏ ।
୪. ଏହା ଛଡା ଯଦି ଆପଣଙ୍କ ସ୍ତ୍ରୀ ବାହାରେ କାମ କରୁଛନ୍ତି ତେବେ ତାଙ୍କୁ ଘର କାମ କରିବା ସହ ଅଫିସ କାମ ମଧ୍ୟ କରିବାକୁ ପଡିଥାଏ ସେଥିପାଇଁ ତାଙ୍କର ବିଶେଷ ଧ୍ୟାନ ରଖନ୍ତୁ ଏହା ସହ ତାଙ୍କ ମୁଡ ଭଲ କରିବା ପାଇଁ ଜୋକ ଇତ୍ୟାଦି ଶୁଣନ୍ତୁ ନଚେତ ଦୁହେଁ ମିଶି କିଛି ଫିଲ୍ମ ଦେଖନ୍ତୁ ଦେଖିବେ ଆପଣଙ୍କ ମଧ୍ୟରେ ଝଗଡା କମ ହବ ଆଉ ଦୁହିଙ୍କୁ ପ୍ରେମ ହବ ।