ସ୍ୱାସ୍ଥ୍ୟ

ଖାଦ୍ୟରେ ପ୍ରତିଦିନ ସାମିଲ କରନ୍ତୁ ସାଲାଡ,ପାଇବେ ଭରପୁର ଫାଇଦା

ସୁସ୍ଥ ଶରୀର ପାଇଁ ସତେଜ ଆହାର ନିତାନ୍ତ ଆବଶ୍ୟକ ।ସାଲାଡଠାରୁ ସତେଜ ଖାଦ୍ୟ ଆଉ କିଛି  ହୋଇନପାରେ। ଆସନ୍ତୁ ଜାଣିବା ସାଲାଡର ଉପକାରିତା ବିଷୟରେ

-ସାଲାଡରେ ଏନଜାଇମସ୍‌ ଥାଏ ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ।

-ସାଲାଡ ଖାଇବା ଦ୍ୱାରା ଦାନ୍ତ ଏବଂ ମାଢ଼ିର ଏକ୍ସରସାଇଜ ହୋଇଥାଏ।

-ଏହାବ୍ୟତୀତ ଓଜନ କମ୍‌ କରିବାରେ ମଧ୍ୟ ସାଲାଡ ବହୁତ ଭଲ ଖାଦ୍ୟ ହୋଇଥାଏ। ଯଦି ଆପଣ ବହୁତ ସମୟ ଧରି ହେଲଦି ଡାଏଟ ପାଇଁ ପ୍ଲାନ କରୁଛନ୍ତି, ତାହେଲେ ପ୍ରଥମେ ସାଲାଡ୍‌ ଖାଆନ୍ତୁ, ଏହାପରେ ଆପଣ ନିଜେ ହିଁ ଖାଦ୍ୟ କମ୍‌ ଖାଇବେ।

– ଯେଉଁ ଲୋକ ନନଭେଜ୍‌ ଖାଆନ୍ତି ତାଙ୍କ ପାଇଁ ସାଲାଡ୍‌ ବହୁତ ଲାଭଦାୟକ ହୋଇଥାଏ। ନନଭେଜରେ ବିଲକୁଲ ବି ଫାଇବବର ନଥାଏ ଏବଂ ଏହାସହିତ ନନଭେଜ ଏସିଡିଟୀ ଥାଏ। ଏମିତିରେ ନନଭେଜ ଡାଏଟକୁ ସନ୍ତୁଳିତ କରିବା ପାଇଁ ମଧ୍ୟ ସାଲାଡ ଖାଇବା ଉଚିତ।

– ସାଲାଡରେ କ୍ୟାଲସିୟମ, ମିନେରାଲ୍ସ ଭଳି ଜିନିଷ ମଧ୍ୟ ରହିଛି, ଯାହା ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button