ସ୍ୱାସ୍ଥ୍ୟ

40ବର୍ଷରୁ କମ ଯୁବକ ମାନେ ହେଉଛନ୍ତି ଏହି ଭୟଙ୍କର ରୋଗର ଶିକାର, ଅଫିସର ଟେନସନ ହେଉଛି କାଳ

ଚିନ୍ତା ଜୀବନ ର ବହୁତ ଭୟଙ୍କର ଭାଗ ହୋଇଛି, ପାରିବାରିକ ସମସ୍ୟା ହେଉ ବା ଅଫିସ ସମସ୍ତଙ୍କୁ କିଛି ନା କିଛି ଚିନ୍ତା ଅଛି, ଛୁଆ ପାଠ ପାଇଁ ଚିନ୍ତିତ ମା ବାପା ଅଲଗା କାମ ପାଇଁ ଯେଉଁ ବୟସର ଲୋକ ହେଉ ଚିନ୍ତା କାହାରିକି ଛାଡିନି କିନ୍ତୁ ଏହି ଚିନ୍ତା ଏବେ ଆମ ଜୀବନ ଉପରେ ଏମିତି ବିପଦ କଲାଣି ଯାହା ଆମେ କେବେ ଭାବି ନ ଥିଲେ ।

ଚିନ୍ତା କାରଣରୁ 40ବର୍ଷ ରୁ କମ ଲୋକଙ୍କୁ ପାରାଲିସିସ ଭଳି ଭୟଙ୍କର ରୋଗ ହେଲାଣି ଯାହା ଏବେ ପର୍ଯ୍ୟନ୍ତ ବୟସ୍କ ଲୋକଙ୍କୁ ହେଉଥିଲା ।

ପ୍ରତ୍ୟକ ଚାରିଟା ରୁ ଗୋଟେ ମଣିଷ ରୋଗୀ :

ଅନୁମାନ ଅନୁଯାଇ ସବୁ ଚାରିଟି ଲୋକଙ୍କ ମଧ୍ୟେ ଗୋଟେ ଲୋକ କୁ ପାରାଲିସିସ ହେଉଛି ଏବଂ ଏହି ରୋଗ ଏବେ ସାମାନ୍ୟ 40 ବର୍ଷରୁ କମ ଲୋକଙ୍କୁ ଅଧିକା ମାତ୍ରା ରେ ହେଉଅଛି । ଏହାର ଅସଲ କାରଣ ଅନିୟମିତ କାର୍ଯ୍ୟ ଏବଂ ଖାଦ୍ୟ ଅଟେ ।

ଭୁଲ ପ୍ରକାର ୱର୍କଆଉଟ ବି ହୋଇ ପାରେ କାରଣ :

ଯୁବକଙ୍କ ରୋଗୀ ହବାର କାରଣ ତାଙ୍କ ଅନିୟମିତ ଖାଦ୍ୟ, ତେଲିଆ ପଦାର୍ଥ ଏବଂ ଧୂମ୍ର ପାନ ହୋଇପାରେ, ରକ୍ତ ର କୌଣସି ପ୍ରକାର ମୋଟା ହବା ପାରଲିସିସ ର କାରଣ ହୋଇପାରେ । ରକ୍ତ ପ୍ରବାହ କୌଣସି ପ୍ରକାର ଅଟକି ଗଲେ ପାରାଲିସିସ ବିପଦ ବଢିଯାଇଥାଏ, ଭୁଲ ପ୍ରକାର ୱର୍କଆଉଟ କଲେ ଏହି ରୋଗ ମାଡିଯାଏ ।

ଲକ୍ଷଣ କଣ :

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଆଫ ମେଡିକାଲ ସାଇନ୍ସ ହସ୍ପିଟାଲ ର ବିଶେଷଜ୍ଞ ଡକ୍ଟର ଏମ୍ଵୀ ପଦ୍ମା ଶ୍ରେବାସ୍ତବ କହିଲେ କି ପାରାଲିସିସ ସ୍ଥିତି ହଟାତ ହୋଇଥାଏ । ଏହା ରୋଗୀ ଚାଲୁଥିବା ଅବସ୍ଥା ରେ ବି ହୋଇ ପାରେ କିଛି ବି କାର୍ଯ୍ୟ ସମୟ ରେ ହୋଇପାରେ ନଚେତ ହଟାତ ଅନ୍ଧ ବି ହୋଇପାରେ ।

ଏହି ରୋଗ ରେ ସବୁ ହଟାତ ହୁଏ ଏବଂ ରୋଗୀ ବୁଝି ପାରେ ନି ତା ସହ କଣ ହେଲା, ଏହି ସ୍ଥିତି ରେ ରୋଗୀ କୁ ତୁରନ୍ତ ହସ୍ପିଟଲ ନବା ଉଚିତ । ଡକ୍ଟର ଅନୁଯାଇ ଯଦି ଏହି ରୋଗରେ ରୋଗୀ ର ଶରୀର ରେ ରକ୍ତ ଜାମ ହୋଇଯାଇଛି ତାହେଲେ ଅପ୍ରେସନ କରିବା ଅନିବାର୍ଯ୍ୟ ଅଟେ ନଚେତ ଏହି ରୋଗରେ ଅପରେସନ କରିବା କିଛି ଦରକାର ନାହିଁ ।

ଆଶାକରୁଛୁ ଆମର ଏହି ସୂଚନା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button