ବିଚାର

କୌଣସି ଏକ ଶନିବାର ଦିନ ଘରର ଏହି ଜାଗାରେ ରଖି ଦିଅନ୍ତୁ କିଛି ଧଣିଆ ଏବଂ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ ତେବେ ଧନ କାହା ପାଇଁ ଆବଶ୍ୟକ ନୁହେଁ ଆପଣ ନିଜେ କୁହନ୍ତୁ, ଆଜିକା ସମୟରେ ବିନା ଧାନରେ କିଛି ହେଇ ପାରିବ ନାହିଁ ସବୁ କାମ ପାଇଁ ପୂଜା ପାଠ ଇତ୍ୟାଦି ସବୁ ପାଇଁ ଆପଣଙ୍କୁ ଧନ ଆବଶ୍ୟକ ହୋଇଥାଏ । ତେବେ ଧନ ପାଇଁ ମତ ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିବା ବହୁତ ଆବଶ୍ୟକ ହୋଇଥାଏ ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ସମାଧାନ ଧନ ଦ୍ଵାରା କରା ଯାଇ ପାରେ କିନ୍ତୁ ଆର୍ଥିକ ସମସ୍ୟା ଆସିଲେ ଆପଣଙ୍କୁ ନିଜ ଲୋକ ମଧ୍ୟ ପଚାରନ୍ତି ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ କିଛି ଉପାୟ କହିବୁ ଏବଂ କିଛି ଭୁଲ ମଧ୍ୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଦ୍ଵାରା ହୋଇଥାଏ । ଅଜାଣତରେ ହେଲେ ମଧ୍ୟ ଭୁଲ ସବୁବେଳେ ଭୁଲ ହୋଇଥାଏ ଯଦି ଆପଣ ଅଜାଣତରେ ଭୁଲ କରିଛନ୍ତି ତେବେ ଆପଣ ନିଜ ଜୀବନରେ ବହୁତ ଅସୁବିଧା ସମୁଖୀନ ହବାକୁ ଯାଉଛନ୍ତି ।

ତେବେ ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ଘର ନଳ ଖରାପ ଅଛି ପାଣି ସବୁବେଳେ ବୁହି ଯାଉଛି ତେବେ ଏହାକୁ ଶୀଘ୍ର ସଜାଡିବା ଉଚିତ କାହିଙ୍କିନା ଏହା କେବଳ ପାଣି ନୁହ ଆପଣଙ୍କ ଘର ଧନ ହୋଇଥାଏ ଯାହା ନଳ ଭଳି ଆପଣଙ୍କ ଘରକୁ ଖାଲି କରିଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଯେଉଁ ଘରେ କବାଟ ବା ଝରକା ପଶ୍ଚିମ ବା ଦକ୍ଷିଣ ଦିଗକୁ ମୁହଁ କରିଥାଏ ସେହି ଘରେ କେବେ ଲକ୍ଷ୍ମୀ ବାସ କରନ୍ତି ନାହିଁ ଯଦି ଝରକା ବା କବାଟ ଅଛି ତେବେ ଆପଣ ପର୍ଦା ଲଗାଇ ରଖନ୍ତୁ ଦେଖିବେ ଆପଣଙ୍କୁ ବହୁତ ଶୀଘ୍ର ଉନ୍ନତି ଦେଖା ଜୀବ ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ସହଜ କିନ୍ତୁ ମନରେ ଭକ୍ତି ଭାବରେ ନ ରହିଲେ ଯେତେ ଉପାୟ କଲେ ମଧ୍ୟ ଆପଣ ଜୀବନରେ ସଫଳ ହୋଇବେ ନାହିଁ ସେଥିପାଇଁ ମନରେ ଭକ୍ତି ରଖୀ ଉପାୟ କରନ୍ତୁ । ତେବେ ଧନତେରସ୍ ର ଶୁଭ ସମୟରେ ଧନିଆ କିଣିବା ବହୁତ ଶୁଭ ହୋଇଥାଏ । ତେଣୁ ଆପଣ ମାନେ ଧନତେରସ୍ ଦିନ କିଛି ଗୋଟା ଧନିଆ କିଣନ୍ତୁ । ଦେଖିବେ ଆପଣଙ୍କ ଘରେ ଧନର ବୃଦ୍ଧି ହେବ ଏବଂ ଆପଣ ସୁଖ ଶାନ୍ତି ରେ ରହି ପାରିବେ ।

ତେବେ ଏହା ସହ ଆପଣ ଗଣେଶ ଙ୍କ ପାଖରେ ଗୋଟେ ନାଲି କପଡାରେ ଗୋଟା ହଳଦୀ ଗୋଟା ଧନିଆ ଆଉ ଗୋଟେ କଏନ ନେଇ ଭଲ ଭାବରେ ପୂଜା କରନ୍ତୁ ଏହା ପରେ ସବୁ ବାନ୍ଧି ଦିଅନ୍ତୁ ଆଉ ନାଲି କପଡାକୁ ୫୦୦ ବା ୨୦୦୦ ଯାହା ଆପଣଙ୍କ ପାଖରେ ଅଛି ସେଥିରେ ବାନ୍ଧି ନିଜ ଟଙ୍କା ରଖୁଥିବା ସ୍ଥାନରେ ରଖୀ ଦିଅନ୍ତୁ ।

ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ଆପଣଙ୍କ ଘର ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ ଆଉ ଆପଣଙ୍କୁ ଜୀବନରେ ବହୁତ କିଛି ଭଲ ମଧ୍ୟ ଦେଖିବାକୁ ମିଳିବ । ତେବେ ଆପଣ କିଛି ଗୋଟା ଧନିଆ ନେଇ ପୂର୍ବ ଦିଗରେ ରଖିଲେ ଘରେ ଅଶାନ୍ତି ରୁହେ ନାହିଁ ଏହା ସହ ଆପଣ ଶୁଖିଲା ଧନିଆ ଗାଇ କୁ ଖୁଆଇଲେ ଆପଣଙ୍କ ର ଭାଗ୍ୟ ଖୋଲିଯିବ ଏବଂ ଧନ ରାଶି ଲାଭ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button