ରାଶିଫଳ

ନବରାତ୍ରିରେ ଚମକିବାକୁ ଯାଉଛି ଏହି 6 ରାଶିର ଭାଗ୍ୟ

ସାଧାରଣତ ପ୍ରତ୍ୟେକ ବର୍ଷ ନବରାତ୍ରି 4 ଥର ହୋଇଇଥାଏ ଯେଉଁଥିରୁ 2 ଟି ଗୁପ୍ତ ନବରାତ୍ରି  ଓ ଶାରଦୀୟ ନବରାତ୍ରି ଓ ଆଉ ଗୋଟେ ଚୈତ୍ର ନବରାତ୍ରି ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ନବରାତ୍ରରେ ସର୍ବସିଦ୍ଧି ଯୋଗ ସହ ଅନ୍ୟ ବହୁତ ଭଲ ଯୋଗ ରହୁଛି ଯାହା ଫଳରେ କି ଏହି ଯୋଗ ପ୍ରଭାବରେ ଶାରଦୀୟ ନବରାତ୍ର ରେ କିଛି ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି ତେଣୁ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି

ଏହି ବର୍ଷ ନବରାତ୍ର ରେ ମେଷ ରାଶି ଜାତକଙ୍କ  ପାଇଁ ବହୁତ ଖୁସି ଆଣିବ । ଏହି ରାଶି ର ବ୍ୟକ୍ତିଙ୍କ ଜୀବନରେ ବିବାହର  ଯୋଗ ଅଛି । ଏହା ସହ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ ଏଥି ପାଇଁ ଏହି ନବରାତ୍ରି ନ ଦିନ ମାତା ଙ୍କ ଆରାଧନା କରନ୍ତୁ ଏହାସହ ଏହି ରାଶିର ବ୍ୟକ୍ତିଙ୍କୁ ବିଶେଷ ଲାଭ ସହ ଅପାର ଧନ ପ୍ରାପ୍ତ ହେବାର ଯୋଗ ଅଛି ।

ମିଥୁନ ରାଶି

ମିଥୁନ ରାଶିର ଜାତକ ପାଇଁ ଏହି ନବରାତ୍ରି ବହୁତ ଶୁଭ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ରହିବା ସହ ସନ୍ତାନଙ୍କ ପକ୍ଷରୁ ଶୁଖ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ । ଏଥି ପାଇଁ ମାତା ଦୂର୍ଗା ଙ୍କୁ  ପ୍ରଶନ୍ନ କରିବା ପାଇଁ ମାତାଙ୍କ ଆରାଧନା କରିବା ସହ ବ୍ରତ ମଧ୍ୟ ରଖନ୍ତୁ ।

କର୍କଟ ରାଶି

କର୍କଟ ରାଶିର ବ୍ୟକ୍ତିଙ୍କୁ ମାତା ଙ୍କ  ଆଶୀର୍ବାଦ ରୁ ପରିବାରର ସବୁ ସୁଖ ମିଳିବ । ଆପଣଙ୍କ ଜୀବନରେ ସୁଖ ବୈଭବ ବଢିବ । ଆପଣଙ୍କ ଦ୍ଵାରା କରା ଯାଉଥିବା କାର୍ଯ୍ୟରେ ଭଲ ସଫଳତା ମିଳିବା ସହ ମାନ ସମ୍ମାନ ରେ ବୃଦ୍ଧି ହେବ । ଏଥିପାଇଁ ଏହି ନବରାତ୍ର ରେ ମା ଦୂର୍ଗାଙ୍କ ଭକ୍ତି ସହ  ପୂଜା କରନ୍ତୁ ।

କନ୍ୟା ରାଶି

ମା ଦୂର୍ଗା ଙ୍କ ଆଶୀର୍ବାଦରୁ ଏହି ରାଶିର ବ୍ୟକ୍ତିଙ୍କୁ ସ୍ଥାୟୀ ସମ୍ପତି ମିଳିବାର ଯୋଗ ଅଛି । ଧନ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହେବ । ଏଥି ପାଇଁ ନ ଦିନ ଯାକ ପୁରା ଭକ୍ତି ସହ ମା ଦୂର୍ଗା ଙ୍କୁ ଆରାଧନା କରନ୍ତୁ ।

ଧନୁ ରାଶି

ଏହି ରାଶି ପାଇଁ ନବରାତ୍ରି ବହୁତ ଶୁଭ ସମାଚାର ନେଇ ଆସୁଛି । ଆପଣଙ୍କ ପାଇଁ ଏହି ନବରାତ୍ର ବହୁତ ଲାଭଦାୟକ ଓ ବହତ ଶୁଭ ରହିବ । ଏହି ସମୟ ଆପଣଙ୍କ ଆୟରେ ବୃଦ୍ଧି ହେବ । ଭାବି ଥିବା କାର୍ଯ୍ୟ ମା ଦୂର୍ଗା ଙ୍କ ଆଶୀର୍ବାଦ ରୁ ପୂରଣ ହୋଇଯିବାର ସମ୍ଭାବନା ଅଛି ।

କୁମ୍ଭ ରାଶି

ଏହି ରାଶିର ଜାତକଙ୍କ ପାଇଁ ମା ଦୂର୍ଗାଙ୍କ କୃପା ବରଷିବ । ନବରାତ୍ର ର ଏହି ସମୟରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବୃଦ୍ଧି ହେବ । ଭୌତିକ ସୁଖ ପ୍ରାପ୍ତି ହେବ । ସବୁ କାର୍ଯ୍ୟରେ ମିତ୍ର ଙ୍କ ସହଯୋଗ ମିଳିବ ଏବଂ ଜରୁରୀ କାର୍ଯ୍ୟରେ ସବୁ ପ୍ରକାର ର ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button