ମନୋରଞ୍ଜନ

ବାଘ ଝିଅ ସହ କଲା କିଛି ଏମିତି ଯାହା ଦେଖି ଲୋକଙ୍କ ନିଶ୍ଵାସ ଅଟକି ଗଲା, ଦେଖନ୍ତୁ ଭିଡିଓ

ଆଜିକାଲି ସୋଶିଅଲ ମିଡିଆ ସମୟ ଅଟେ ଦୁନିଆରେ କିଛି ହେଲେ ଲୋକ ଆଗ ପୋଷ୍ଟ କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ଦେଖେଇବା ପାଇଁ ଯାଉଛୁ ଯାହା ପରେ ଆପଣ ମଧ୍ୟ ଡଋ ଯିବେ । ଆପଣ ସମସ୍ତେ ଏହି କଥା ଜାଣିଛନ୍ତି ଯେ ବାଘ କେତେ ଭୟଙ୍କର ଜୀବ ଅଟେ, ସବୁ ଜୀବଙ୍କ ମଧ୍ୟରେ ବାଘ ସବୁ ଠାରୁ ଖତରନାକ ଜୀବ ଅଟେ । ଆଜି ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇବୁ ।

ଯେଉଁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ଗୋଟେ ଝିଅ ଯିଏ ଜୂ ରେ କାମ କରେ ବାଘକୁ ଖାଇବା ଦବାକୁ ଯାଇଛି କିନ୍ତୁ ଯାହା ବାଘ କଲା ତାହା ଦେଖି ଆପଣ ଚକିତ ହୋଇ ଯିବେ ।

ଏହି ଘଟଣା ରୁଷ ର ଗୋଟେ ଜୁ ର ଅଟେ, ସୂଚନା ଅନୁଯାଇ ଏବଂ ଭିଡିଓ ଦେଖି କୁହାଯାଉଛି ଯେ ଗୋଟେ ଝିଅ ଯିଏ ଜୁ ର କର୍ମଚାରୀ ଅଟେ, ବାଘକୁ ଖାଇବାକୁ ଦବାକୁ ଯାଇ ଥିଲା କିନ୍ତୁ ଖାଇବା ଦେଇକି ଫେରିଲା ବେଳେ ବାଘ ଝିଅ ଉପରେ ଆକ୍ରମଣ କରି ଥିଲା ।

ବାଘ ହମଲା ପରେ ଝିଅ ବହୁତ ଆଘାତ ହୋଇ ଥିଲା ଏବଂ ତଳେ ପଡି ଯାଇ ଥିଲା, ଏହା ପରେ ବାଘ ଝିଅ ଉପରେ ଚଢି ଯାଇ ଥିଲା ଯାହା ପରେ ଝିଅକୁ ବଞ୍ଚେଇବା କଷ୍ଟକର ହୋଇ ଯାଇ ଥିଲା ଏହା ପରେ ଲୋକ ଝିଅକୁ ବଞ୍ଚେଇବା ପାଇଁ ଚିନ୍ତା କଲେ ଏବଂ ଯାହା ହାତରେ ଯାହା ଆସିଲା ପଥର, ବୋତଲ, ଚେୟର ଇତ୍ୟାଦି ଯାହା ହାତକୁ ଆସିଲା ବାଘ ଉପରେ ଫୋପାଡିବା ଆରମ୍ଭ କଲେ । ଏହି ବାଘ ନା ଟାଇଫୁନ ଅଟେ ସେହି ମହିଳା ଜୁ କିପର ଥିଲେ ଯାହା ଉପରେ ବାଘ ହମଲା କରି ଥିଲା ।

ଲୋକଙ୍କ ଜିନିଷ ଫୋପାଡିଲା ପରେ ବାଘ ଟିକେ ଅନ୍ଯମନସ୍କ ହୋଇ ଗଲା ଯାହା ପରେ ଝିଅକୁ ସେଠାରୁ ବଞ୍ଛା ଗଲା । ଏହା ପରେ ଝିଅ ବାଘ ପାଖରୁ ମୁକୁଳିଲା ପରେ ବେହୋଶ ହୋଇ ଗଲେ, ଏହି ଘଟଣା ପରେ ସେଠାରେ ଥିବା ଲୋକ ଝିଅକୁ ହସ୍ପିଟଲ ନେଇକି ଗଲେ ।

ଏହି ଘଟଣା ଦେଖୁ ଥିବା ଏଲିନା କହିଲେ ଯେ ଏହା ବହୁତ ଭୟଙ୍କର ସମୟ ଥିଲା ଆମକୁ ଆସା ନଥିଲା ଯେ ଝିଅ ବଞ୍ଚିବ କିନ୍ତୁ ଠାକୁରଙ୍କୁ ଧନ୍ୟବାଦ ଯେ ସେ ଝିଅ ବଞ୍ଚି ଗଲା । ଝିଅ ହୋସ ରେ ଆସିଲା ପରେ କହିଲେ ଯେ ବାଘ ବହୁତ ଭୟଙ୍କର ଭାବରେ ତାଙ୍କ ଉପରେ ହମଲା କଲା ଯାହା ଦ୍ଵାରା ତାଙ୍କ ଚେହେରା, ବେକ ଏବଂ ଦୁଇଟି ହାତ ଆଘାତ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button