ଜୀବନଶୈଳୀ

କଥା କଥାରେ କାନ୍ଦିବା ଏବଂ ଚିଲ୍ଲଊଥିବା ଝିଅମାନେ ହୋଇଥାନ୍ତି ଏମିତି, ଖାସ କରି ପୁଅ ମାନେ ନିଶ୍ଚୟ ଜାଣନ୍ତୁ

ତେବେ ସ୍ତ୍ରୀ ବା ମହିଳାମାନେ ପ୍ରାୟତଃ ନିଜ କଷ୍ଟ ଦୂର କରିବା ପାଇଁ କାନ୍ଦି ଥାନ୍ତି ଏହା ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ଯ କଥା ଅଟେ କିନ୍ତୁ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ଥାନ୍ତି ଏବଂ ଝଗଡା କରିଥାନ୍ତି ସେ କେଉଁ ଚରିତ୍ରର ହୋଇଥାନ୍ତି ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ସ୍ତ୍ରୀ ଗୋଟେ ଏମିତି ଯିବ ଭଗବାନ ବନେଇଛନ୍ତି ଯାହାକୁ ବନେଇ ଭଗବାନ ମଧ୍ୟ ତା ମନ କଥା ଜାଣି ପାରି ନାହାନ୍ତି କୁହାଯାଏ ସ୍ତ୍ରୀ ଦେଖେଇବା ପାଇଁ ଚାହିଁଲେ ସବୁ ପ୍ରକାର ଭାବ ଦେଖେଇ ପାରେ କିନ୍ତୁ ଲୁଚେଇବା ପାଇଁ ଚାହିଁଲେ ମଧ୍ୟ ସବୁ ପ୍ରକାର କଥା ଲୁଚେଇ ପାରେ ତେବେ ଆସନ୍ତୁ ଜାଣିବା କଥା କଥାରେ କନ୍ଦିବା ଏବଂ ଚିତ୍କାର କରିବା ସ୍ତ୍ରୀ କେମିତି ହୁଅନ୍ତି ।

Image Courtesy: Google

୧. ଚାଣକ୍ୟ କହିବା ଅନୁଯାଇ ମହିଳାଙ୍କ ଭିତରେ ପୁରୁଷଙ୍କ ଠାରୁ ଅଧିକ ସହନଶୀଳତା ହୋଇଥାଏ ତେବେ ଯଦି କୌଣସି ସ୍ତ୍ରୀ କଥା କଥାରେ କାନ୍ଦିଥାଏ ତେବେ ତା ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଉଚିତ ଏବଂ ତାଙ୍କ ଭାବନା ବୁଝି ତାଙ୍କୁ ଖୁସି କରିବା ପାଇଁ ପ୍ରୟାସ କରିବା ଉଚିତ ।

୨. ଯେଉଁ ସ୍ତ୍ରୀ ନିଜ ପ୍ରେମୀ ବା ନିଜ ଘର ଲୋକଙ୍କ ଆଗରେ କଥା କଥାରେ କାନ୍ଦିଥାଏ ସେହି ସ୍ତ୍ରୀ ମନରେ ମମତା ବହୁତ ଅଧିକ ହୋଇଥାଏ ଏମିତିକା ସ୍ତ୍ରୀ ବା ମହିଳା କେବେ ନିଜ ପ୍ରେମ ବା ଘର ଲୋକଙ୍କୁ କଷ୍ଟ ଦିଅନ୍ତି ନାହିଁ ଏବଂ ଘର ବା ପ୍ରେମୀ ବିନା ତାଙ୍କ ଜୀବନ ଖାଲି ହୋଇଥାଏ । ତେବେ ଏମିତିକା ସ୍ତ୍ରୀଙ୍କୁ କେବେ ନିଜ ଠାରୁ ଅଲଗା କରିବା ବା ଦୂରେଇଦବା ଆପଣଙ୍କ ପାଇଁ ଉଚିତ ନୁହ ।

Image Courtesy: Google

୩. ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ କାନ୍ଦିବା ଓ ଚିତ୍କାର କରିବା ଦ୍ଵାରା ବହୁତ ପ୍ରକାର ରୋଗ ଦୂର ହୋଇଥାଏ, ବହୁତ ବଡ ସମସ୍ଯା ଆସିଲେ ମଧ୍ୟ କାନ୍ଦି ଚିତ୍କାର କରି ସ୍ତ୍ରୀ ନିଜ ଦୁଃଖ କମ କରି ଥାନ୍ତି ଓ ଏହା ଦ୍ଵାରା ମନ ହାଲ୍କା ହୋଇଥାଏ,

Image Courtesy: Google

ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଏମିତିକା ସ୍ତ୍ରୀ ଯିଏ ନିଜ ଦୁଃଖ ବ୍ୟକ୍ତ କରି ଦିଅନ୍ତୁ ବହୁତ ସଫା ହୃଦୟର ହୋଇଥାନ୍ତି ତାଙ୍କ ମନରେ କାହା ପାଇଁ ଖରାପ ଆସିନଥାଏ, ଏମିତିକା ମହିଳାଙ୍କ ମନକୁ କଷ୍ଟ ଦବା ଉଚିତ ନୁହ । ଆଚାର୍ଯ୍ୟ ଚାଣକ୍ୟ ଏହା ମଧ୍ୟ କହିଥିଲେ ଯେ ଏହି ଭଳି ସ୍ତ୍ରୀକୁ ଜୀବନସାଥି ବନେଇଲେ ଆପଣ ଜୀବନ ସାରା ଖୁସିରେ ରୁହନ୍ତି ଓ ଆପଣଙ୍କ ଜୀବନରେ କୌଣସି କଷ୍ଟ ଆସିଲେ ଏହି ସ୍ତ୍ରୀ ଆପଣଙ୍କ ସହ ଠିଆ ହୋଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button