ବିଚାର

ବାହାଘର ଦିନ ଯଦି ବର୍ଷା ହୁଏ ତେବେ ଏହାକୁ ଶୁଭ ନା ଅଶୁଭ କୁହାଯିବ, ଜାଣନ୍ତୁ କଣ କହୁଛି ମାନ୍ୟତା

ସବୁ ପୁଅ ଝିଅମାନେ ଏହି ଦିନ ପାଇଁ ବହୁତ ଅପେକ୍ଷା କରିଥାନ୍ତି। ସେମାନଙ୍କ ମନରେ କେତେ ସବୁ ସ୍ଵପ୍ନ ଥାଏ ଗୋଟେ ନୂଆ ସଂସାର ଗଢିବାକୁ ନେଇ। ଆମ ହିନ୍ଦୁ ଧର୍ମରେ ତ ଏହାକୁ ବହୁତ ଧୁମଧାମରେ ପାଳନ କରାଯାଏ। ଯଦି ବାହାଘର ଦିନ ବର୍ଷା ହୁଏ ତେବେ ଏହା କି ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ତେବେ ବାହାଘରରେ ବର୍ଷାହେଲେ ବାହା ହେଉଥିବା ପରିବାରଙ୍କ ଘର ଓ ବରଯାତ୍ରୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ସବୁ ସାଜସଜ୍ଜା ନଷ୍ଟ ହୋଇଯାଇଥାଏ । ଏମିତି ସ୍ଥିତିରେ ବହୁତ ଲୋକଙ୍କୁ ଏହାକୁ ଖରାପ ସଂକେତ ବୋଲି ମାନନ୍ତି। ଲୋକ ବହୁତଥର ମାନିନିଅନ୍ତି କି ମୋର ବାହାଘରରେ ବର୍ଷା ନ ହେଉ । କିନ୍ତୁ ଆଜି ଆମେ ବାହାଘରରେ ବର୍ଷାର ଆସିବା ଉପରେ କିଛି କହିବୁ । ପ୍ରକୃତରେ ବାହାଘର ଦିନ ବର୍ଷା ହେଲେ କିଛି ସଙ୍କେତ ମିଳିଥାଏ । ସେମିତି ବି ବାହାଘର ଦିନ ହେବାକୁ ଥିବା ବର୍ଷା କିଛି ସମୟ ପାଇଁ ଅସୁବିଧା କରାଇଥାଏ ।

କିନ୍ତୁ ପ୍ରକୃତରେ ବର୍ଷା ହେଲେ ଏହା ଶୁଭ ସଂକେତ ଦେଇଥାଏ। ତେବେ ବର୍ଷା ହେବା ବାହାଘରରେ ଶୁଭ ପ୍ରତିକ ହୋଇଥାଏ, ଏହା ଇଶ୍ୱରଙ୍କ ଆଶିର୍ବାଦ ବୋଲି କୁହାଯାଏ। ଏହିପରି ବୁଝିପାରିବେ କି ବାହାଘର ଦିନ ବର୍ଷା ହେଲେ ଏହା ସୁଖ ସମୃଦ୍ଧି ର ପ୍ରତିକ ଅଟେ । ପ୍ରକୃତି ଇଶାରା କରିଥାଏ କି ଏହି ବାହାଘର ସଫଳ ହେବ । ପ୍ରକୃତି ଇଶାରା କରିଥାଏ କି ବଧୁର ଜୀବନ ଖୁସିମୟ ଓ ସମୃଦ୍ଧ ରହିବ।

ଏବଂ ଏହା ନବ ଦମ୍ପତିଙ୍କୁ ଏକ ଇଶ୍ୱରର ଆଶିର୍ବାଦ ସ୍ୱରୁପ ହୋଇଥାଏ। ବାହାଘରରେ ବର୍ଷା ହେଲେ କଣ ସଙ୍କେତ ଦେଇଥାଏ ତାହା ଆପଣ ବୁଝିସାରିଥିବେ । ଯଦି ଆପଣ କେଉଁ ବାହାଘରକୁ ଯାଉଛନ୍ତି ତେବେ ଇଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଟିକିଏ ବର୍ଷା ହେଉ । ଏହା ଆପଣଙ୍କ ପାଇଁ ଟିକେ ଅସୁବିଧାର କାରଣ ହୋଇପାରେ । କିନ୍ତୁ ନବ ଦମ୍ପତିଙ୍କ ପାଇଁ ଏହା କେଉଁ ଆଶିର୍ବାଦରୁ କମ୍ ନୁହେଁ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button