ଏହି ଜିନିଷ କେବଳ ଗୋଟେ ବୁନ୍ଦା ନାଭିରେ ଲଗାନ୍ତୁ, ଅନେକ ରୋଗରୁ ମିଳିବ ମୁକ୍ତି –

ନାଭି ଆମ ଶରୀର ଏକ ଏଭଳି ଅଙ୍ଗ ଯାହା ସାହାଯ୍ୟରେ ହିଁ ମା ପେଟରେ ଶିଶୁ ଯୋଡି ହୋଇଥାଏ ଏବଂ ତାକୁ ଖାଦ୍ୟ ଓ ଅକ୍ସୀଜେନ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହି ନାଭିରେ ଯଦି ଆମେ କିଛି ଏଭଳି ଜିନିଷ ପକାଇବା ଯାହା ଆମ ଶରୀରରେ ଥିବା ଅନେକ ରୋଗକୁ ଭଲ କରିଦେବ । ଏହା ଏଭଳି ଏକ ପଦାର୍ଥ ଯାହା ଆମେ ପ୍ରତିଦିନ ଆମ ଖାଦ୍ଯରେ ବ୍ୟବହାର କରି ଥାଉ। ତାହା ଆଉ କିଛି ନୁହେଁ ଏହା ହେଉଛି ଘିଅ । ଯାହା ସମସ୍ତଙ୍କର ପସନ୍ଦର ଖାଦ୍ଯ ।
ନାଭିରେ ଘିଅ ଲଗାଇବା ଦ୍ଵାରା ଥଣ୍ଡା ଦିନେ ଯେଉଁ ଲୋକଙ୍କୁ ଓଠ ଫାଠି ଯିବାର ସମସ୍ୟା ଥାଏ ତାହା ଦୂର ହୁଏ । ରାତିରେ ନାଭିରେ ଘିଅ ମାଲିସ କରନ୍ତୁ ସକାଳେ ଓଠ ବିଲକୁଲ ଠିକ ହୋଇଯାଇ ଥିବ।
ଆଣ୍ଠୁ ଦରଜ ହେଲେ ଆପଣ ଦେଶୀ ଘିଅ କୁ ଅଳ୍ପ ଗରମ କରି ତାକୁ ନାଭିରେ ଲଗାନ୍ତୁ । ଏମିତି କଲେ ଏହା ସିଧା ଆଣ୍ଠୁ ଦରଜ ଉପରେ ପଡିଥାଏ ଓ ଏହି ଦରଜ କୁ ଆରମ୍ ମିଳିଥାଏ ।
ରାତିକୁ ଶୋଇବା ପୂର୍ବରୁ ଯଦି ନାଭିରେ ଦେଶୀ ଘିଅ ଲଗାଯାଏ ତେବେ ବାଳ ଉପରେ ଏହାର ଭଲ ପ୍ରଭାହ ପଡିଥାଏ ଓ ବାଳ ମଜବୁତ ହୋଇଥାଏ । ବାଳ ଝଡ଼ିବା ବି ବନ୍ଦ ହୋଇଥାଏ ।
ଯଦି ନାଭିରେ ଘିଅ ଲଗାଇ ମାଲିସ କାରାଯାଏ ତେବେ ଏଥିରୁ ଆମ ତ୍ୱଚା ଉପରେ ବହୁତ ପ୍ରଭାବ ପଡିଥାଏ ଓ ଆମ ତ୍ୱଚା ନରମ ହୋଇଥାଏ । କୋମଳ ହେବା ସହିତ ଆମ ତ୍ୱଚା ଗୋରା ମଧ୍ୟ ହୋଇଯାଇଥାଏ ।