ନଖ ସୁନ୍ଦର ଓ ଲମ୍ବା କରିବା ପାଇଁ କରନ୍ତୁ ଏହି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଆଜିକାଲି ସମସ୍ତଙ୍କୁ ସୁନ୍ଦର ଓ ଲମ୍ବା ନଖ ପସନ୍ଦ ହୋଇଥାଏ । ଯଦି ଝିଅ ମାନେ ପାର୍ଟିକୁ ଯାଇଥାନ୍ତି ତେବେ ନଖରେ ସୁନ୍ଦର ସୁନ୍ଦର ନେଲ ଆର୍ଟ କରିଥାନ୍ତି । ଯେଉଁ ମାନଙ୍କର ନଖ ସୁନ୍ଦର ଓ ଲମ୍ବା ନାହି ସେମାନେ ମନ ଦୁଖ କରିଥାନ୍ତି । ଆଉ କିଛି ଝିଅମାନେ ଆର୍ଟି ଫିସିୟାଲ ନେଲ୍ସ ମଧ୍ୟ କରିଥାନ୍ତି ଯାହା ଦ୍ଵାରା ସେମାନଙ୍କ ନଖକୁ ପ୍ରାକୃତିକ ଉପରେ ଏୟାର ମିଳିପାରେ ନାହି । ଯେଉଁ ମାନେ ଧୁଳିରେ ଅଧିକ କମ କରୁଛନ୍ତି ସେମାନଙ୍କର ନଖ ଅପରିଷ୍କାର ବା ହଳଦିଆ ହୋଇଯାଏ । ଆଜି ଆମେ ଆପଣ ମାନଙ୍କୁ ନଖ ଲମ୍ବା ଓ ସୁନ୍ଦର କରିବା ଏପଇଁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।
ଯଦି ଆପଣଙ୍କର ନଖ ଭାଙ୍ଗି ଯାଉଛି, ଡରେ ହେଉଛି, ବହଡୁ ନାହି ତେବେ ନଖର କେୟାର ନେବାକୁ ପଡିବ । ନଖରେ ଅଧିକ ଦିନ ଯାଏଁ ନେଲପଲିସ ଲଗାଇ ରଖିଲେ ନଖ ଉପରେ ଖରାପ ପ୍ରଭାବ ପଡିଥାଏ ଯାହା ଦ୍ଵାରା ନଖ ଡ୍ୟାମେଜ ହୋଇ ହଳଦିଆ ପଡିଯାଏ । ନଖକୁ କେତେ ଚୋବାନ୍ତୁ ନାହି ଯାହା ଦ୍ଵାରା ଶରୀରରେ ଅନେକ ପ୍ରକାରର ରୋଗ ହେବା ସହ ନଖକୁ ବଢିବାକୁ ଦେଇ ନ ଥାଏ । ସୁନ୍ଦର ଓ ଲାମ୍ବା ନଖ ପାଇଁ ବାସନ ଆବ ଲୁଗାପଟା ସଫା କରିବା ସମୟରେ ହାତରେ ଗ୍ଲୋବ୍ସ ପିନ୍ଧାନ୍ତୁ ।
ଗ୍ଲୋବ୍ସ ପିନ୍ଧିବା ଦ୍ଵାରା ନଖ ଭଲ ରହିବ । ନଖକୁ ସପ୍ତାହକୁ ଟିକେ ଟିକେ କାଟନ୍ତୁ । ନେଲ୍ପେନ ରିମୁଭର ବ୍ୟବହାର କରୁଛନ୍ତି ତାହା ନଖକୁ ଅଧିକ ଖରାପ କରିବ । ତେଣୁ ରିମୁଭର କିଣିବା ବେଳେ ଏସିତାନ ଫ୍ରେସ୍ସ ରିମୁଭର ଆଣନ୍ତୁ ଯାହା ନଖକୁ ନଷ୍ଟ ହେବାକୁ ଦେବା ନାହି । ନଖକୁ ସୁନ୍ଦର ଓ ଲମ୍ବା କରିବା ପାଇଁ ଉପାୟ ଗୁଡିକ ହେଉଛି –
୧- ଓଲିଭ ଅଏଲ : ଓଲିଭ ଅଏଲ ନଖକୁ ସୁନ୍ଦର କରିବା ସହ ଷ୍ଟ୍ରଙ୍ଗ କରାଇଥାଏ ଯାହା ନଖକୁ ଭାଙ୍ଗିବାକୁ ଦିଏ ନାହି । ତେଣୁ ଓଲିଭ ଅଏଲକୁ ନଖରେ ୫ ମିନିଟ ଯାଏଁ ମାଲିସ କରନ୍ତୁ । ଏହାକୁ ରାତି ସାରା ସେମିତି ଲଗାଇ ରଖନ୍ତୁ ।
୨- ନଡିଆ ତେଲ ଓ ମହୁ : ଗୋଟେ ଚାମଚ ନଡିଆ ତେଲରେ ଅଧ ଚାମଚ ମହୁ ମିଶାଇ ନଖ ଉପରେ ମାଲିସ କରିଲେ ନକହ ମଜବୁତ ହେବା ସହ ନଖ ବହୁତ ଜଲ୍ଦି ବଢିବାରେ ଲାଗିବ ।
୩- ରସୁଣ : ଗୋଟେ ପାଖୁଡା ରସୁନର ଚୋପା ଛଡାଇ ଏହାକୁ ଛେଚି ନଖରେ ଘସନ୍ତୁ । ଏହାକୁ ୨ରୁ ୩ ଘଣ୍ଟା ସେମିତି ଲାଗି ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ନଖ ଜଲ୍ଦି ବଢିବା ସହ ନଖରୁ ଫଙ୍ଗସ ଦୂର ହେବ ।
୪- ଭିଟାମିନ-ଇ ର ତେଲ : ଯଦି ଆପଣଙ୍କ ପାଖରେ ଭିଟାମିନ-ଇ ତେଲ ନାହି ତେବେ ଏହାର କ୍ୟାପସୁଲ ବ୍ଯବହାର କରିପାରିବେ । ଏହା ଦ୍ଵାରା ନଖ ଲମ୍ବା ହୋଇପାରିବ ।
୫- କମଳା : କମଳା ରସ ବା ଚୋପାକୁ ନଖରେ ମଶାଚ ପ୍ରତିଦିନ କରିଲେ ନଖ ସୁନ୍ଦର ହେବା ସହ ବହୁତ ଜଲ୍ଦି ବଢିବାରେ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।