ଦେଶ ବିଦେଶ

ପୁରୁଷ ମାନଙ୍କୁ ଯିବାକୁ ମନା ଏହି ମନ୍ଦିର ମାନଙ୍କୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଠିକି ପୁରୁଷ ମାନଙ୍କ ଯିବା ମନା ଓ ଏହି ମନ୍ଦିରରେ ପୁରୁଷ ମାନଙ୍କ ଯିବ ଉପରେ କଟକଣା ଲାଗିଛି ! ଭାରତରେ ଏମିତି ଅନେକ ମନ୍ଦିର ଅଛି ଯୁଣ୍ଠରେ ପୁରୁଷ ଯିବା ନିଷେଧ କେବଳ ମହିଳା ମାନେ ମନ୍ଦିରରେ ପ୍ରବେଶ କରି ପାରନ୍ତି ତେବେ ଆସନ୍ତୁ ଜାଣିବା ଆମ ଦେଶରେ ଥିବା ଏମିତି କିଛି ମନ୍ଦିର ବାବଦବୁ କିଛି ଏମିତି କଥା ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ।

୧. କୁମାରୀ ଅମନ୍ – ଏହି ମନ୍ଦିରଟି କନ୍ୟା କୁମାରିରେ ଅବସ୍ଥିତ ଏହି ମନ୍ଦିରର ଗର୍ବ ଗୃହରେ ଦେବୀ ଭବନୀଙ୍କ ମୂର୍ତ୍ତି ପୂଜା ପାଉଛନ୍ତି ଏଥକୁ ବିବାହିତ ପୁରୁଷଙ୍କ ଯିବ ଉପରେ ସମ୍ପୂର୍ଣ୍ଣ ରୂପରେ ରୋକ୍ ଲଗେଇ ଦିଅ ଯାଇଛି କେବଳ ସନ୍ୟସୀଙ୍କୁ ଯିବାକୁ ଅନୁମତି ଏହି ମନ୍ଦିର ଦେଇ ଥାଏ।

୨.କାମାକ୍ଷା ମନ୍ଦିର – ଏହି ମନ୍ଦିରଟି ଆସମ୍ ଗୋହାଟିରେ ଅବସ୍ଥିତ ଏହାକୁ ଶକ୍ତି ପୀଠ ମଧ୍ୟ ଦେବୀଙ୍କ ମାସିକ ଧର୍ମ ସମୟରେ ଏହି ମନ୍ଦିର ମୁଖ୍ୟ ଦ୍ଵାରା ୪ଦିନ ପର୍ଯ୍ୟନ୍ତ ବନ୍ଦ ରହି ଥାଏ ଏହିସମୟରେ ପୁରୁଷ ମଙ୍କର ପ୍ରବେଶ ସମ୍ପୂର୍ଣ୍ଣ ରୂପରେ ବନ୍ଦ ହୋଇ ଥାଏ।

୩.ବ୍ରହ୍ମା ମନ୍ଦିର – ଏହି ମନ୍ଦିରଟି ରାଜସ୍ଥାନ ଅବସ୍ଥିତ ଚତୁର୍ଦ୍ଧଶ ଶତାବ୍ଦିରେ ନିର୍ମିତ ହୋଇ ଥିଲା ଏହି ମନ୍ଦିରରେ ବିବାହିତ ପୁରୁଷଙ୍କ ଜିଆବ୍ରେ କଟକଣା ଲାଗିଛି ଧାର୍ମିକ ମାନ୍ୟତା ଅନୁ ଯାଇ ଥରେ ଭଗବାନ୍ ବ୍ରହ୍ମା ପତ୍ନୀ ଦେବୀ ସରଶ୍ୱତୀ ଙ୍କ ସହିତ ହୋମ ଆୟୋଜନ ନେଇ ମନସ୍ଥ କରି ଥିଲେ କିନ୍ତୁ ଦେବୀ ଙ୍କୁ ଆସିବାର ବିଳମ୍ବ ହେବାର ହୋମ ସଫଳ ହୋଇ ପାରି ନଥିଲା ।

ସେଥି ପାଇଁ ଭଗବାନ୍ ବ୍ରହ୍ମା ଦେବୀ ଗାୟତ୍ରୀଙ୍କ ସହିତ ବିବାହ କରି ହୋମ ସମ୍ପନ୍ନ କରି ଥିଲେ ଏହି କାର୍ଯ୍ୟରୁ କ୍ରୋଧିତ ହୋଇ ଦେବୀ ଅଭିଶାପ ଦେଇ ଥିଲେ କୌଣସି ବିବାହିତ ପୁରୁଷ ଗର୍ଭ ଗୃହରେ ପ୍ରବେଶ ଅନୁ ମାଟି ଆଦି ଯିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button